OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 3rd Feb 2021

Odia Rashiphala

Odia Rashiphala

ବିଜ୍ଞ ବ୍ୟକ୍ତିଭାବେ ଦକ୍ଷତା ପ୍ରତିପାଦନ କରିବେ । ଉଚ୍ଚକୋଟୀର ଭାଷା ବ୍ୟବହାର କରିପାରନ୍ତି । ବିନୟୀ ହେବେ । ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ । ଦେବ ଗୁରୁଭକ୍ତ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । ସନ୍‌ମାର୍ଗୀ ହେବେ ।
ଅପାର ଗୁଣର ଆଧାର ହୋଇପାରନ୍ତି । ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ । ଜଣେ ମହାନ୍ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୃଷି ଉପରେ ଧ୍ୟାନ ଦେବେ । ଯାନବାହନ ସୁଖ ମିଳିପାରେ ।
ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ । ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବସ୍ତ୍ର ସହିତ ଧନଲାଭର ସୂଚନା ମିଳୁଛି । ଭୋଜନ ସୁଖ ମିଳିବ । ସୁଖ ଓ ପ୍ରସିଦ୍ଧି ପ୍ରାପ୍ତ ହେବେ ।
ନିଜ ବଳାର୍ଜିତ ଧନଭୋଗ କରିପାରନ୍ତି । ଧନବାନ୍ ହେବେ । ସାହସୀ ହେବେ । ପରସେବା କରିପାରନ୍ତି । ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ପରୋପକାରୀ ହେବେ ।
ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସଙ୍ଗୀତଜ୍ଞ ହୋଇପାରନ୍ତି । କର୍ମପଟୁ ହେବେ । ସତ୍‌ଚରିତ୍ରବାନ୍ ହୋଇପାରନ୍ତି । ଦାତା ଓ ଭୋକ୍ତା ହେବେ । ଧୀରେ ସୁସ୍ଥେ କାର୍ଯ୍ୟ କରିବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ ।
ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଊଣା ହେବ ନାହିଁ । ବଳିଷ୍ଠ ହେବେ । ସ୍ୱାସ୍ଥ୍ୟବାନ୍ ହେବେ । ସୁସ୍ଥ ଓ ନିରାମୟ ହେବେ । ଉତ୍ତମ ଭୋଜନରେ କ୍ଳେଶ ଦୂର କରିପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ ।
ତୀର୍ଥଯାତ୍ରାରେ ଅଧିକ ବ୍ୟୟ କରିପାରନ୍ତି । ଚକ୍ଷୁପୀଡ଼ା ଅନୁଭବ କରିବେ । ଶତ୍ରୁ ପଛରେ ଲାଗି ରହିବେ । ଗୁଣ ପ୍ରଦର୍ଶନ କରିବାରେ ବିଫଳ ହୋଇପାରନ୍ତି । ଲୁହା, ପଥର ଇତ୍ୟାଦି ବ୍ୟବସାୟରୁ ସ୍ୱଳ୍ପ ଧନ ପ୍ରାପ୍ତ ହୋଇପାରନ୍ତି ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗ ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ । ଶତ୍ରୁ ବିନାଶ କରିପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ତେଜୀୟାନ୍ ହେବେ ।
ସରକାରୀ ଅର୍ଥ ପ୍ରାପ୍ତ ହେବେ । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହୋଇପାରନ୍ତି । ସେବାକାରୀ ହେବେ ଓ ପରୋପକାରୀ ହେବେ । ଭୋଜନଦାତା ହେବେ ।
ଧନବାନ୍ ହେବେ । ମହିଳାମାନଙ୍କ ନେତୃତ୍ୱ ନେଇ ପାରନ୍ତି । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି । ଦର୍ଶନୀୟ ହେବେ । ଭୋଗ ବିଳାସ କରିପାରନ୍ତି । ତେଜୀୟାନ୍ ହେବେ । ଉତ୍ତମ ବସ୍ତ୍ରାଦିଯୁକ୍ତ ହେବେ । କର୍ମଚଞ୍ଚଳ ରହିବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ ।
କ୍ଷମାଶୀଳ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ସୁଶୀଳ ହେବେ । ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି । ସାମାନ୍ୟ ଶାରୀରିକ କ୍ଲେଶ ଭୋଗ କରିବେ । ସତ୍‌ପଥଗାମୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ । ସତର୍କତାର ଦିନଟି ଆଜି ।
ଶୀଳ ଧନପ୍ରାପ୍ତ ହେବେ । ସ୍ଥିର ସ୍ୱଭାବର ହୋଇପାରନ୍ତି । ବିଜ୍ଞ ଲୋକଙ୍କ ଦ୍ୱାରା କବଳିତ ହୋଇପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ । ଶାସ୍ତ୍ରାନୁରକ୍ତ ହେବେ । ଶତ୍ରୁ ବିନାଶ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments