OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 3rd April 2019

Odia Rashiphala

Odia Rashiphala

ପରକୁ ସାହାଯ୍ୟ କରି ଉପକୃତ ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ଶୁଭ ଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିୟୋଜିତ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି ।
ପରିବାରରେ ଶାନ୍ତି ବାତାବରଣ ସୃଷ୍ଟି ହେବ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରଣୀୟ । ବିଜୟୀ ହେବେ ।
 ମନୋବଳ ଦୃଢ଼ ରହିବ । ମନରେ ଥିବା ଉଦ୍‌ବେଗ ପ୍ରଶମିତ ହେବ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶ୍ରବଣ କରିପାରନ୍ତି ।
ଆତ୍ମ ନିର୍ଭରଶୀଳ ହେବେ । ଧନକ୍ଷୟ ହେବାର ସୂଚନା ମିଳୁଛି । ପାରିବାରିକ ସ୍ତରରେ ଅଶାନ୍ତି ଉପୁଜି ପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଯାନବାହନ ଓ ଜଳଯାତ୍ରା ନିଷେଦ୍ଧ ।
ମନ ପ୍ରଫୁଲ୍ଲ ରହିବ । ପ୍ରସନ୍ନତା ଲାଭ କରିପାରନ୍ତି । ସୁଖକର ଘଟଣା ମାନ ଘଟିପାରେ । କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ରୁଚିକର ଭୋଜନ କରି ଆନନ୍ଦ ଉପଭୋଗ କରିବେ ।
ନୂତନ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ଶତ୍ରୁକୁ ପରାଜିତ କରି, ମାନସିକ ଶାନ୍ତିଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । କରଜ ଶଝିବେ ।
 କାର୍ଯ୍ୟରେ ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଶୁଭଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅଧ୍ୟୟନରତ ହୋଇପାରନ୍ତି । ପରୋପକାରୀ ହେବେ । ଦାନ ଧର୍ମକୁ ଅଗ୍ରାଧିକାର ଦେଇ କାର୍ଯ୍ୟ ସମ୍ପାଦନ କରିବେ ।
ପରିସ୍ଥିତିକୁ ନେଇ ଆସ୍ଥାଭାଜନ ହେବେ । କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଆଶା-ଆଶଙ୍କା ମଧ୍ୟରେ ସମୟ ଅତିବାହିତ କରିବେ । ଶେଷରେ ସୁଖ ମିଳିବ ।
ଉପାର୍ଜନ ବୃଦ୍ଧି ହେବାର ସୂଚନା ମିଳୁଛି । କଠିନ ପରିଶ୍ରମ କଲେ ବି କ୍ଳାନ୍ତି ଅନୁଭବ କରିବେ ନାହିଁ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ସରକାରୀ ଲାଭ ମିଳିବ ।
ଗୃହ କର୍ମ ଆନନ୍ଦଦାୟକ ହୋଇପାରେ । କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ । କୌଣସି ଏକ ନିର୍ଦ୍ଦିଷ୍ଟ କାରଣରୁ ମନ ବିଷାଦିତ ହୋଇପାରେ । ଅର୍ଥ କଷ୍ଟ ଅନୁଭବ କରିପାରନ୍ତି । ମନ ଚଞ୍ଚଳ ରହିବ । ଧୈର୍ଯ୍ୟ ରଖିଲେ ସୁଫଳ ମିଳିବ ।
କାର୍ଯ୍ୟଭାର ଅଧିକତର ହୋଇପାରେ । ମନରେ ପ୍ରସନ୍ନଭାବ ଜାତ ହୋଇପାରେ । ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।
ଜୁଲମ୍‌ର ଶିବାର ହୋଇପାରନ୍ତି । ବ୍ୟୟଭାର ଅଧିକ ହୋଇପାରେ । ମଧୁର ଭାଷଣରେ ପରକୁ ଆପଣାର କରିପାରନ୍ତି । ମଧୁରଭାଷଣରେ ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହି‌ବେ । ଭ୍ରାତୃ ବିବାଦର ସମାଧାନ ହୋଇପାରେ । ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments