OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 30th Oct 2019

Odia Rashiphala

Odia Rashiphala

ଉପୁଜିଥିବାର ସୁଧାର ଆସି ପାରେ । ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି । ସେବାନୁରକ୍ତ ହେବେ । ପ୍ରଭାବ ବିସ୍ତାର କରିପାରନ୍ତି । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ ।
ଆତ୍ମରକ୍ଷା ପାଇଁ କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହେବେ । ବ୍ୟବସାୟ ଲାଭଜନକ ହେବ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ଶ୍ରେଷ୍ଠ ପଦପଦବୀ ମିଳିବ । ବିତ୍ତବାନ ହେବେ । ଜନବଲ୍ଲଭ ହେବେ ।
ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ପାରିବାରିକ ସୁଖ ମିଳିବ । ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ସତ୍‌କର୍ମରେ ବ୍ୟୟ କରିପାରନ୍ତି ।
ମନ ବିଷାଦିତ ହୋଇପାରେ । କୃଷିରୁ ଲାଭବାନ୍ ହେବେ । ସୁଖୀ ହେବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଶାସ୍ତ୍ରବିତ୍ ହୋଇପାରନ୍ତି । ବ୍ରହ୍ମ ଉପାସକ ହେବେ । ଦେବତା ଓ ଗୁରୁଙ୍କ ପଦାରବିନ୍ଦରେ ଲୟ ରହିବ । ପୁତ୍ର ସୁଖ ମିଳିବ ।
ମାନସିକ ଶାନ୍ତି ଫେରି ପାଇବେ । ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି । ସୁଖ-ଶାନ୍ତି ଲାଭ କରି ପାରନ୍ତି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ ।
ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । କୌଣସି କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସତ୍‌ସଙ୍ଗୀ ହେବେ । ସୁଖ ଶାନ୍ତିରେ ସମୟ ବିତାଇ ପାରନ୍ତି । ଜନପ୍ରିୟ ହେବେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ଜଣେ ସୁଲେଖକ ଭାବେ କୀର୍ତ୍ତିମାନ୍ ହେବେ ।
ଅଧିକାରରେ ପରିବର୍ତ୍ତନ ଘଟିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମନରେ ସରସତା ଆସିବ । ଗୃହରେ ମଙ୍ଗଳକାର୍ଯ୍ୟ କର୍ମ କରିପାରନ୍ତି । ସତ୍‌ସଙ୍ଗୀ ହେବେ । ଉନ୍ନତି ମାର୍ଗରେ ଆଗେଇ ଯିବେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ସୁଖ ମିଳିବ ।
ଗୃହରେ ଅଭାବ ଦେଖା ଦେଇପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମନ ପ୍ରଫୁଲ୍ଲ ରହିବ । ଦେବ ଦର୍ଶନର ସୁଯୋଗ ଅଛି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବାର କଳା ଆପଣଙ୍କ ଠାରେ ଅଛି ।
ଦକ୍ଷତାର ଉପଯୋଗ କରିପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ଉନ୍ନତି ଦେଖା ଦେବ ।
ଆଶା ଫଳବତୀ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । କୀର୍ତ୍ତିମାନ୍ ହେବେ । ଗୃହ ପରିବେଶ ସନ୍ତୋଷଜନକ ହେବ । ବ୍ୟବସାୟ ଲାଭଜନକ ହେବ ।
କଷ୍ଟ ଦୂ‌ରେଇ ଯିବ । ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି । ପରୋପକାରୀ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି । ଦୟା – ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଚଞ୍ଚଳଯୁକ୍ତ ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଜଳଯାତ୍ରାରୁ ବିରତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments