OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 30th June 2021

Odia Rashiphala

Odia Rashiphala

ଆୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁ ଉପରେ ବିଜୟ ହାସଲ କରିବେ । ମନ ପ୍ରସନ୍ନ ରହିବ । ଉଚ୍ଚ ପଦ-ପଦବୀରେ ଆସୀନ ହୋଇପାରନ୍ତି । ଜଣେ ମହାନ୍ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ସନ୍‌ମାର୍ଗୀ ହେବେ ।
ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ବିବେକାନୁମୋଦିତ ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି । ସମସ୍ତ କଳ୍ପନା ଦୂର ହେବ । ମାନବବାଦୀ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ମିତ୍ରତା ବୃଦ୍ଧିର ସୂଚନା ମିଳୁଛି । ବୁଦ୍ଧିମାନ୍ ହେବେ । ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ । ଉପକାରୀଠାରେ କୃତଜ୍ଞ ହେବେ । ସୁବକ୍ତା ଭାବେ ମାନ୍ୟତା ପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରୋପକାରୀ ହେବେ ।
ଦୁଷ୍ଟ ମିତ୍ରଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଅସୁସ୍ଥତା ଅନୁଭବ କରିପାରନ୍ତି । ଭୋଗ ବିଳାସରେ ମଗ୍ନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ବହୁ ବିଦ୍ୟା ପାରଙ୍ଗମ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଶାସ୍ତ୍ର ଅଧ୍ୟୟନକରି ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି । ଲୋକମାନଙ୍କର ପୂଜ୍ୟ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟପାଇ ପ୍ରଫୁଲ୍ଲିତ ହେବେ । ମନୋଜ୍ଞ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ସପତ୍ନୀକ ସୁଖୀ ହେବେ ।
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ଧନପ୍ରାପ୍ତ ହେବେ । ମାନ୍ୟତା ମିଳିବ । ପରୋପକାରୀ ହେବେ ।
ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ । ନିରବଧି ସୁଖଭୋଗ କରିପାରନ୍ତି । ପ୍ରଭୁତ୍ୱ ବିସ୍ତାର କରିବେ । ଶାସ୍ତ୍ର ଅଧ୍ୟୟନ କରି ବିଚକ୍ଷଣ ଓ ଜ୍ଞାନୀ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ପାରଙ୍ଗମ ହେବେ ।
କୃପାନିଧି ହୋଇପାରନ୍ତି । ଦେବ ଓ ଗୁରୁ-ଗୁରୁଜନଙ୍କ ପ୍ରତି ଅନୁରକ୍ତ ହେବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ବିଚକ୍ଷଣ ବୁଦ୍ଧିଯୁକ୍ତ ବାର୍ତ୍ତାଳପରେ ପ୍ରତିପକ୍ଷର ମନ କିଣିପାରନ୍ତି । ନିଜର ଶ୍ରେଷ୍ଠତା ବଜାୟ ରଖିବେ । ଶ୍ରମ ସାର୍ଥକ ହେବ ।
କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଭଗବତ୍‌ପ୍ରେମୀ ଓ ଈଶ୍ୱର ବିଶ୍ୱାସୀ ହେବେ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ଆଶାବାଦୀ ହୋଇପାରନ୍ତି । ତେଜୀୟାନ୍ ହେବେ । ଶ୍ରେଷ୍ଠ ମାନ୍ୟତା ମିଳିପାରେ । ଧର୍ମମତି ହେବେ । ଜନବଲ୍ଲଭରେ ପରିଗଣିତ ହେବେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ସୁସ୍ଥ ଓ ନିରାମୟ ରହିବେ । ରୁଚିକର ଭୋଜନ ମିଳିବ ।
ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ଥ ଓ ନିରାମୟ ରହିବେ । କୀର୍ତ୍ତିମାନ ହୋଇପାରନ୍ତି । ସମୃଦ୍ଧିସମ୍ପନ୍ନ ହେବେ । ବଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ପାରଙ୍ଗମ ହେବେ । ରୁଚିକର ଭୋଜନ ମିଳିବ । ଆୟବୃଦ୍ଧି ହେବ ।
କଠୋର ବାକ୍ୟ ବ୍ୟବହାର କଲେ ଲୋକପ୍ରିୟତା ହାନି ହେବ । ବ୍ୟୟବୃଦ୍ଧିର ସୂଚନା ମିଳୁଥିବାବେଳେ ଆୟ ବୃଦ୍ଧି ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ସରକାରୀ ସୂତ୍ରରୁ ବା ଦାନ ସୂତ୍ରରେ ମୂଲ୍ୟବାନ ସମ୍ପତ୍ତି ବା ବସ୍ତୁଲାଭ ହୋଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments