OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 27th Oct 2021

Odia Rashiphala

Odia Rashiphala

ବ୍ରାହ୍ମଣଙ୍କ ସହିତ ମିତ୍ରତା ସ୍ଥାପନ କରିବେ । ପରୋପକାରୀ ହେବେ । ଅନ୍ୟଙ୍କୁ ବିପଦରେ ଆଶ୍ୱସନା ଦେବେ । ରାଜପୂଜ୍ୟ ହୋଇପାରନ୍ତି । ସର୍ବତ୍ର ବିଜୟୀ ହେବେ । ସରକାରୀ ଧନରେ ଆର୍ଥିକ ସ୍ଥିତି ଦୃଢ଼ ହେବ ।
କୃଷି କର୍ମ ଓ ସତ୍‌କ୍ରିୟାରୁ ଧନ ଅର୍ଜନ କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ମିଳିପାରେ । ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି । ବିବିଧ ଧନଯୁକ୍ତ ହେବେ ।
ଲୋକପୂଜ୍ୟ ହେବେ । ଅନ୍ୟର ସେବାରେ ବ୍ରତୀ ହେବେ । ଚଞ୍ଚଳମନା ଓ ଧନଶାଳୀ ହୋଇପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ ।
ବ୍ରାହ୍ମଣ ଓ ଦେବତାଙ୍କ ପ୍ରୀତ୍ୟାର୍ଥେ ଧନ ବ୍ୟୟ କରିପାରନ୍ତି । ଯଜ୍ଞ, ଧର୍ମକ୍ରିୟା ଓ ସାଧୁମାନଙ୍କ ସମ୍ପୃକ୍ତି ଘଟଣାରେ ବ୍ୟୟ ଅଧିକ ହେବ । ଉପାସନାର ପ୍ରଥମ ସୋପାନ ସ୍ୱରୂପ ଏକାନ୍ତ ପ୍ରିୟ ହେବେ ।
ବ୍ୟାୟାମ ଓ ଦେଶାନ୍ତରରୁ ଧନଲାଭ ହେବ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସରକାରୀ ସ୍ତରରୁ ଓ କିଛି ଦିବ୍ୟ କର୍ମରୁ ଧନଲାଭ ହେବ । ସରକାରୀ ମାନ୍ୟତା ମିଳିବ ।
ସରକାରୀ ଅର୍ଥ ମିଳିପାରେ । ବାସସ୍ଥାନ ପ୍ରଦୂଷଣମୁକ୍ତ ରହିବ । ଉତ୍ତମ ଗୁଣର ଅଧିକାରୀ ହୋଇପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସ୍ୱତ୍ୱ, ସନ୍ତୋଷ ସବୁକିଛି ମିଳିବ ।
କର୍ମଚଞ୍ଚଳ ରହିବେ । ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଦେବ-ବ୍ରାହ୍ମଣଙ୍କ ସେବାକାରୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଭୋଗାସକ୍ତ ହେବେ । ଧନଲାଭକାରୀ ହୋଇପାରନ୍ତି । ବିନୀତ ସ୍ୱଭାବ ଓ ନିତ୍ୟାନନ୍ଦଯୁକ୍ତ ହେବେ । ଗୁଣବାନ୍ ହୋଇପାରନ୍ତି । ବହୁବିଦ୍ୟା ପାରଙ୍ଗମ ହେବେ । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ ।
ଅଶେଷ ସୁଖର ଅଧିକାରୀ ହେବେ । ପୌରୁଷଯୁକ୍ତ ହୋଇପାରନ୍ତି । ମତିମାନ୍ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଆନନ୍ଦ ଉପଭୋଗ କରିବେ ।
ବନ୍ଧୁ ମିଳନ ଘଟିବ । ଧନଲାଗି ମିତ୍ର, ସାଧୁ, ମହାଜନ ଓ ଗୃହଲୋକଙ୍କ ସହ ବୈରୀଭାବ ଉପୁଜିପାରେ । ଶତ୍ରୁ ବିନାଶକରି ମାନସିକ ଶାନ୍ତିଲାଭ କରିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ ।
ପୁତ୍ର, ଛାତ୍ର, ଅଧସ୍ତନମାନେ ଯଥେଷ୍ଟ ସ୍ଥିରମନା ଓ ଶକ୍ତିସମ୍ପନ୍ନ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅଧ୍ୟୟନରତ ହେବେ । କୀର୍ତ୍ତିମାନ୍ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ।
ଜଳାଦି ହେତୁକ ଦେବାଶ୍ରୟ ହୋଇପାରନ୍ତି । ସୁବ୍ୟବସ୍ଥାଦି ହେତୁକ ଧନ ପ୍ରାପ୍ତ ହେବେ । ପରିଶ୍ରମର ଫଳ ମିଳିବ । କୃଷି କର୍ମକାରୀ ହେବେ । ଲୋକଙ୍କ କଲ୍ୟାଣଜନକ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments