OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 27th May 2020

Odia Rashiphala

Odia Rashiphala

ପରିଶ୍ରମର ମୂଲ୍ୟ ମିଳିବ । ଜନବଲ୍ଲଭ ବ୍ୟକ୍ତିଭାବେ ପ୍ରଭାବ ବିସ୍ତାରିତ କରିପାରନ୍ତି । ନୀତି-ନିୟମାନୁସାରେ କାର୍ଯ୍ୟ ସଂପାଦନ କରିବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ।
କର୍ମ ଚଞ୍ଚଳ ରହିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ଅଶାନ୍ତିର ମାତ୍ରା କମିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ ।
ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ସମ୍ମାନିତ ହେବେ । ଧନାଗମର ହେବାର ସୂଚନା ମିଳୁଛି । ତ୍ୟାଗପୂତ ମନୋଭାବ ସଂପନ୍ନ ହୋଇପାରନ୍ତି । ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି ।
ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତ ହେବ । ନୂଆବନ୍ଧୁ ଜୁଟିବେ ।
ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ଭୋଗୀ ଓ ବିଳାସୀ ହେବେ । ଧନ ଲାଭ ହେବ । ବିନୀତ ସ୍ୱଭାବର ହୋଇପାରନ୍ତି । ଗୁଣବାନ୍ ଓ ବହୁବିଦ୍ୟା ପାରଙ୍ଗମ ହେବେ ।
ଜ୍ଞାନଗରିମା ପାଇଁ ସମ୍ମାନିତ ହୋଇପାରନ୍ତି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
ମିଳିଥିବା କର୍ମ ସଂସ୍ଥାନକୁ ହାତଛଡ଼ା କରନ୍ତୁ ନାହିଁ । ପରୋପକାରୀ ହୋଇପାରନ୍ତି । ସୁସମ୍ୱାଦ ପାଇ ଭାବବିହ୍ୱଳ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ଧୀରେ ସୁସ୍ଥେ କାର୍ଯ୍ୟରେ ଆଗକୁ ବଢ଼ିବେ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରବଚନରେ ଶୁଣିବାକୁ ମନ ବଳାଇ ପାରନ୍ତି ।
ମାର୍ଗ କଣ୍ଟକିତ ଥିବାରୁ ସତର୍କତାର ସହ ପଦ ଚାଳନା କରିବାକୁ ପଡ଼ିବ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ପତ୍ନୀଙ୍କ ଠାରୁ ସୁପରାମର୍ଶ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।
କାର୍ଯ୍ୟରେ ପଶ୍ଚାତ୍‌ପଦ ହେବାର ପ୍ରଶ୍ନ ଉଠୁନାହିଁ। ବନ୍ଧୁ ସହାୟତା ପାଇ ଆଗକୁ ବଢ଼ି ପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ରୁଚିକର ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ ।
ଯେକୌଣସି ଉପାୟରେ ଆଗକୁ ବଢ଼ିବେ । ପ୍ରତିଶୋଧପରାୟଣ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଆଶ୍ୱସ୍ତ ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ବିଶ୍ୱାସ ଘାତକଙ୍କୁ କ୍ଷମା ଦେବେ ନାହିଁ । ଉପାଦେୟ ପୁସ୍ତକ ପଢ଼ିବାରେ ସମୟ ବିତାଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ସୁଖ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments