OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 26th June 2019

Odia Rashiphala

Odia Rashiphala

 ସତର୍କତାର ସହ କାର୍ଯ୍ୟ କରନ୍ତୁ; ନଚେତ୍ ହଇରାଣ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ତଥାପି ମନରେ ସରସତା ଆସିବ। ବଳବାନ୍ ହେବେ। ସୁବର୍ଣ୍ଣ ସମ୍ପଦ ଲାଭ ହେବ। ଧନ ଓ ଯାନବାହନଯୁକ୍ତ ହେବେ।
ଅର୍ଥ ସଂଗ୍ରହ କରପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। କର୍ମକ୍ଷେତ୍ରରେ ଅ‌ଧୋଗତି ଘଟିବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଧାର୍ମିକ ହେବେ। ପାଣ୍ଡିତ୍ୟର ପରପ୍ରିକାଶ ଘଟିବ।
ପଦୋନ୍ନତ ମିଳିପାରେ। ସାଧନାରେ ସିଦ୍ଧି ଲାଭ କରିବେ। ଚିନ୍ତାଧାରା ପବିତ୍ରର ରୂପ ନେଇ ପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରପାରନ୍ତି। ଠାକୁରଙ୍କ ଦର୍ଶନ ଲାଭ କରି ଆଶ୍ବସ୍ତ ହେବେ।
ବିଭିନ୍ନ କାରଣକୁ କେନ୍ଦ୍ର କରି ବ୍ୟଥିତ ହୋଇପାରନ୍ତି। ସତସଙ୍ଗୀ ହେବେ। କାର୍ଯ୍ୟ ହାସଲ କରପାରନ୍ତି; ମାତ୍ର ବିଳମ୍ବରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମଳିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ।
 ଯଶସ୍ବୀ ହୋଇପାରନ୍ତି। ମାନ ସମ୍ମାନ ମଳିବ। ଗୌରବ ଅଧିକାରୀ ହୋଇପାରନ୍ତି। ଧନକ୍ଷୟ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରପାରନ୍ତି। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
 ନିଜର ସାମର୍ଥ୍ୟ ବଢ଼ାଇବାର କ୍ଷମତା ଆପଣଙ୍କର ଅଛି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ। ଅର୍ଥ ପ୍ରାପ୍ତି ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହେବ।
 ବିଭିନ୍ନ ଘଟଣାକୁ ନେଇ ବ୍ୟଥିତ ହେବେ। ଆଶାବାଦୀ ହୋଇପାରନ୍ତି। ପାରବାରିକ ସୁଖଶାନ୍ତି ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ରାଜପୂଜିତ ହେବେ। ଧନ ଓ ଯାନ-ବାହନଯୁକ୍ତ ହେବେ। ଗ୍ରାମାଧୀଶ ଓ ପରାକ୍ରମୀ ହେବେ।
ସାମୟିକ ଭାବେ ମନରେ ଅସ୍ଥିରତା ଦେଖା ଦେଇପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ ସଫଳତା ମଳିବ। ବିଦ୍ୟାବାନ୍ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ରୂପବାନ୍ ହେବେ। ସୁସ୍ଥ ଶରୀର ଓ ରାଜବଂଶ ପୂଜିତ ହେବେ।
ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଦାନଶୀଳ ହୋଇପାରନ୍ତି। ନୀତନିଷ୍ଠ ହେବେ। ଯାନ-ବାହନଯୁକ୍ତ ହୋଇପାରନ୍ତି। କୃଷିକ୍ଷେତକୁ ତ୍ବରାନ୍ବିତ କରିବେ।
 ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ-ସମ୍ଭବ ହେବ। ସମୃଦ୍ଧିର ମୂଳଦୁଆ ପଡିବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସନମାର୍ଗୀ ହେବେ।
ଆଶା କରି ନଥିବା ବେଳେ ଧନପ୍ରାପ୍ତ ହୋଇପାରନ୍ତି। ଆଳସ୍ୟ ଦୂର ହେବ। ସୁଖ୍ୟାତି ଅର୍ଜନ କରିବେ। ବିବାଦରେ ବିଜୟୀ ହେବେ। କର୍ମରେ ସଫଳତା ମଳିବ। ସୁଭାଷୀ ଓ ସୁବିଦ୍ୟାବାନ୍ ହୋଇପାରନ୍ତି। ତେଜିୟାନ ଓ ଚଞ୍ଚଳତାଯୁକ୍ତ ହେବେ।
 ସବୁ ସମସ୍ୟା ଦୂର ହେବ। ଉତ୍ତମ ଭୋଜନ ମଳିବ। ରୋଜଗାର ଆଶାନୁରୂପ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments