OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 23th Oct 2019

Odia Rashiphala

Odia Rashiphala

ଉପରିସ୍ଥ କର୍ମଚାରୀଙ୍କ ଠାରୁ ସାହାଯ୍ୟ ମିଳିବ । ଆନନ୍ଦ-ଉଲ୍ଲାସରେ ସମୟ ବିତାଇ ପାରନ୍ତି । କୃଷିକ୍ଷେତକୁ ତ୍ୱରାନ୍ୱିତ କରିବେ । ଯାନବାହନ ଲାଭ ହୋଇପାରେ । ସୁଖ ଭୋଗ କରିବେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ ।
ସେବା-ପୂଜା ଆନନ୍ଦଦାୟକ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିପାରେ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରନୁରକ୍ତ ହୋଇପାରନ୍ତି । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରନ୍ତି ।
ସ୍ୱଇଚ୍ଛାରେ କାର୍ଯ୍ୟ କରିବା କଷ୍ଟସାଧ୍ୟ ହେଲେ ବି ତାହା ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଅଧିକ ପରିଶ୍ରମ କରି ସ୍ୱଳ୍ପ ଲାଭ ମିଳିବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳ ମନା ହେବେ । ମିତ୍ର ସୁଖ ମିଳିବ ।
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଉତ୍ତମ ଧରଣର ହେବ । ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ପ୍ରତାରିତ ହୋଇପାରନ୍ତି । ସମସ୍ୟାରୁ ମୁକ୍ତି ମିଳିବ । ପାରିବାରିକ ସୁଖ- ଶାନ୍ତି ଅବ୍ୟାହତ ରହିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମଉଜ ମଜଲିସରେ ଖର୍ଚ୍ଚ ପରିମାଣ ବୃଦ୍ଧି କରାଇ ପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ ।
ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । କରିତ୍‌କର୍ମା ହେବେ । ମନରେ ସରସତା ଆସିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସତ୍‌ସଙ୍ଗୀ ହେବେ । ନାନା ବିଧ ସମ୍ମାନର ଅଧିକାରୀ ହେବେ । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିବେ ।
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭକର୍ମରେ ନିୟୋଜିତ ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବହୁବିଧ ଧନର ଅଧିକାରୀ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଜନୈକ ମହିଳାଙ୍କ ଦ୍ୱାରା ଉପକୃତ ହେବେ । ମଉଜ୍ ମଜଲିସରେ ଦିନଟି ଅତିବାହିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ବନ୍ଧୁମାନେ ଆଡ଼ ହୋଇ ଯିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ପିଲାଙ୍କ ପଢ଼ାପଢ଼ି ପାଇଁ ଯତ୍ନବାନ୍ ହେବେ । ବନ୍ଧୁମାନଙ୍କଠାରୁ ସମର୍ଥନ ଓ ସାହାଯ୍ୟ ପାଇ ଉପକୃତ ହେବେ । ପତ୍ନୀଙ୍କ ସହାୟତା ମିଳିବ । ବାଣିଜ-ବେପାର ସୁରୁଖୁରୁରେ ଚାଲିବ । ମନରେ ସେବାଭାବ ଜାଗ୍ରତ ହୋଇପାରେ ।
ପୈତୃକ ସମ୍ପତ୍ତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱର ସୁସମାଧାନ ହେବ । ଆତ୍ମଗର୍ବ ପ୍ରଦର୍ଶନ କରିପାରନ୍ତି । ପାରିବାରିକ ଶାନ୍ତି ମିଳିବ । ଦେବକାର୍ଯ୍ୟ ସମ୍ପାଦନ କରିପାରନ୍ତି । ଆଶ୍ୱସ୍ତ ହେବେ । ପ୍ରଚୁର ବିତ୍ତର ଅଧିକାରୀ ହେବେ । ଶତ୍ରୁ ଦମନ କରିବେ ।
ଅଜାଣତରେ କ୍ଷତି ସହିଲେ ବି ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟହାନି ଘଟିପାରେ । ପରାମର୍ଶଦାତା ଶାସ୍ତ୍ରଜ୍ଞାତା ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments