![]() |
ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି ମନରେ ଈର୍ଷା ଭାବ ଜାଗ୍ରତ ହୋଇପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ। |
ବନ୍ଧୁ ମିଳନରେ ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଦ୍ୱାରା ପରିଚାଳିତ ହେବେ । | |
ପ୍ରିୟ ଲୋକଙ୍କ ସାନିଧ୍ୟ ମିଳିବ। ଭାଇ ମାନଙ୍କ ଉପରେ ସ୍ନେହ ଭାବ ଆସିବ। ସୁସ୍ଥ ଓ ନିରାମୟ ରହିବେ ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି ଷେତ୍ରରେ ଉଚ୍ଚ କତ୍ତୃପକ୍ଷ୍ୟଙ୍କ ପ୍ରଶଂସାର ପାତ୍ର ହେବେ । | |
କର୍ମ ଚଞ୍ଚଳ ରହିବେ।କନ୍ୟା ସନ୍ତାନ ଦ୍ୱାରା ଉପକୃତହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ ସୂତ୍ରରୁ ଆସିବ। ଧାର୍ମିକ ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ହେବେ। | |
ଉଦାର ସ୍ୱଭାବର ହେବେ । ଦାନ ଧର୍ମରେ ଦୀକ୍ଷୀତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରୁ ଲାଭ ପାଇବେ ପ୍ରେମୀ ଓ ବୁଦ୍ଧିମାନ୍ ହେବେ। | |
ମନ ପ୍ରସନ୍ନ ରହିବ। ଆତ୍ମ ବିଶ୍ୱାସୀ ହେବେ । ମଧୁର ଭାଷା ଓ ବ୍ୟବହାର କରି ପରକୁ ଆପଣାର କରିପାରନ୍ତି୍ ।ପ୍ରେମୀ ଓ ସାହାସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ବିଦ୍ୱାନ ହୋଇପୋରନ୍ତି | |
ଭାଗ୍ୟଶାଳୀ ହୋଇପୋରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତି ପ୍ରିୟ ଓ ଉଦାର ପ୍ରକୃତି ଓ ବିଦ୍ୟାପ୍ରେମୀ ହେବେ ।ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ। ମିତ୍ରଙ୍କ ସହୋୟତୋ ମିଳିବ । ଧନାଗମହେବ | |
ଆୟ ଆଶାନୁରୂପ ହେବ। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲି ମୋକଦମାରେ ବିଜୟୀ ହେବେ । ଧନଲାଭ ହେବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । | |
କର୍ମଚଞ୍ଚଳ ରହିବେ। ତପସାଧନ ଇଁ ଏକାନ୍ତ ବାସକୁ ସାମୟିକ ଭାବେ ଆଦରି ନେବେ । ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି । ନୀତିନିଷ୍ଠ ହେବେ। ସାହାସୀ ଓ ଜ୍ଞାନୀ ହେବେ । ବ୍ୟୟାଧିକ ହେବ | |
ସୁସ୍ଥ ଓ ନିରାମୟ ରହିବେ ।ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ମନ ପ୍ରସନ୍ନ ରହିବ। କୂଳ ଉଜ୍ଜ୍ୱଳକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ। ଯସସ୍ୱୀ ହେବେ । ନିଜ ପରିବାର ପ୍ରତିସ୍ନେହ ସଦିଛ୍ହା ଭାବ ରହିବ। | |
ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପୋରନ୍ତି । ଦିନଟି ସୁଖ ସମୃଦ୍ଧି ପୂର୍ଣ୍ଣ ହେବ। ଧର୍ମାତ୍ମା ବିଦ୍ୱାନ୍ ଓ ସାହାସୀ ହେବେ। ସମ୍ପତ୍ତିବାନ୍ ହୋଇପୋରନ୍ତି । ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। |
Odia Calendar 2022
Order Odia Bhagyajyoti Calendar 2022 From OdishaShop.comComments
comments