OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 22th May 2019

Odia Rashiphala

Odia Rashiphala

ମନରେ ସେବାଭାବ ଜାଗ୍ରତ ହେବ । ଧନବାନ୍ ହେବେ । ସ୍ତ୍ରୀ ମୋହନକାରୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସମ୍ମାନକୁ ଜଗି ଚଳିବାକି ପଡ଼ିବ । ପ୍ରତିଯୋଗିତାରେ ବିଜୟୀ ହେବେ ।
ମନରେ ଉଦ୍‌ବେଗ ଜାତ ହୋଇପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଦୁଶ୍ଚିନ୍ତାରେ ପଡ଼ିପାରନ୍ତି । ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳ‌େ‌ର ସତର୍କ ହେବେ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଆମୋଦ ପ୍ରମୋଦରେ ଦନଟି ଅତିବାହିତ କରିପାରନ୍ତି । ଦେବ ଦର୍ଶନ ମିଳିବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ବନ୍ଧୁ ମିଳନ ଘଟିବ । ଆଶା କରୁଥିବା ସହାୟତା ମଳିପାରେ ।
ସାମାଜିକ ସ୍ତରରେ ଆଦର, ସମ୍ମାନ ପାଇବେ । ଆତ୍ମ ଗର୍ବୀ ହୋଇ ପାରନ୍ତି । ବନ୍ଧୁଙ୍କ ସାନିଧ୍ୟ ପାଇ ଆଶ୍ୱସ୍ତ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ଭ୍ରମଣ ଯୋଗ ଅଛି, ବିଳାସ ବ୍ୟସନରେ ସମୟ ଅତିବାହିତ ହେବ ।
ଗୃହ ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି । ପରଚର୍ଚ୍ଚାରେ ଲିପ୍ତ ହୋଇପାରନ୍ତି । ଆର୍ଥିକ ଚାପ ବୃଦ୍ଧି ହୋଇପାରେ । ବଭିନ୍ନ ସ୍ତରରୁ ଆର୍ଥିକ ସ୍ରୋତ ବୋହିବ । ଚଞ୍ଚଳ ଚେଷ୍ଟିତ ହେବେ । ସୁଗୁଣ ସମ୍ପନ୍ନ କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ ।
ଅପ୍ରିୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ । ସହଯୋଗୀମାନେ କରଛଡ଼ା ଦେଇପାରନ୍ତି । ସତ୍‌କର୍ମକୁ ଆଦରି ନେଇ ପାରନ୍ତି । ନିଜ ତେଜର ପରିପ୍ରକାଶ ଘଟାଇ ପାରନ୍ତି । ବନ୍ଧୁ ଦର୍ଶନ ମଳିବ । ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।
ଦ୍ରବ୍ୟ ହାନି ଘଟିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକି ପଡ଼ିବ । ପରାମର୍ଶ ନେଇ ଓ ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ମଳିବ । ଗୁଣବାନ୍ ହୋଇପାରନ୍ତି । ବଦ୍ୟାପ୍ରେମୀ ହେବେ । ସୁଖ ଭୋଗ କରିପାରନ୍ତି ।
ଇଚ୍ଛା କରୁଥିବା ଓ ଚାହୁଁଥିବା ଖବରର ଆଗୁଆ ସୂଚନା ମିଳିପାରେ । ସ୍ୱାଧୀନ ଚେତା ଭାବେ କାର୍ଯ୍ୟ ନ କରି ପରାମର୍ଶ ଦେବା ବିବେକୀର କାର୍ଯ୍ୟ ହେବ । ଯେ କୌଣସି ସୂତ୍ରରୁ ଧନାଗମ ହେବ । ଭାଗ୍ୟଶାଳୀ ହେବେ । ପ୍ରବାସପ୍ରିୟ ଓ ଉଦାର ବଦ୍ୟାପ୍ରେମୀ ହେବେ ।
 ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖ ସମ୍ଭୋଗ କରିପାରନ୍ତି । ଭଲ ଆୟ ହୋଇପାରେ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ବହୁ ସମ୍ମାନର ଅଧିକାରୀ ହେବେ ।
ଆର୍ଥିକ ଅବସ୍ଥାର ସୁଧାର ଆସିପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛ । ମିଷ୍ଟଭାଷୀ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ବିଶିଷ୍ଟ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ ।
ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଉଦ୍ୟମ ପ୍ରଶଂସନୀୟ ହେବ ।
ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଅସୁସ୍ଥତାର ଉପଶମ ଘଟିବ । ନୂତନ ଯୋଜନାରେ ସଫଳତା ମିଳିବ । କୀର୍ତ୍ତିମାନ୍ ହୋଇପାରନ୍ତି । ସ୍ୱତ୍ୱାଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଧନଲାଭ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments