OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 20th February 2019

Odia Rashiphala

Odia Rashiphala

ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । ଆତ୍ମ ସଂଯମୀ ହେବେ । ଅଧିକାଂଶ ସମୟ ଅଧ୍ୟୟନରତ ହେବେ । ଅର୍ଥ ପ୍ରାପ୍ତିର ସୁଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ । ମଧ୍ୟମ ଫଳ ମଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଦେବ ଦର୍ଶନରେ ଶାନ୍ତି ମଳିବ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । କୃଷି ଜାତ ଦ୍ରବ୍ୟରୁ ଲାଭବାନ୍ ହେବେ । ସୁଖରେ ଦିନଟି କଟିବ ।
ଚିନ୍ତା ଦୂରୀଭୂତ ହେବ । ମନୋବଳ ଦୃଢ଼ ରହିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ଅଶାନ୍ତିର ଉପଶମ ହେବ । ସରକାରୀ ଲାଭ ମିଳିବ ।
ଲୋଭର ବଶବର୍ତ୍ତୀ ହେଲେ ଅସୁବୁଧାରେ ପଡ଼ିପାରନ୍ତି । ବିଷାଦଗ୍ରସ୍ତ ହୋଇପାରନ୍ତି । ଧନାଗମର ସୂଚନା ମିଳୁଛି । ଚଞ୍ଚଳମନା ହେବେ । ସହିଷ୍ଣୁ ଓ ରୂପବାନ୍ ହୋଇପାରନ୍ତି । ତ୍ୟାଗପୂତ ଜୀବନ ନିର୍ବାହ କରିବେ ।
ପରିବେଶ ସୁଖକର ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପେଟପପୂରା ଉତ୍ତମ ଭୋଜନ ମଳିବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ମିଳିବେ ।
ମନରେ ଉପୁଜି ଥିବା ଉଦ୍‌ବେଗ ଦୂରେଇ ଯିବା ଆଶାବାଦୀ ହୋଇପାରନ୍ତି । ବାଦ-ବିବାଦର ସମ୍ମୁଖୀନ ହେବେ । ଖର୍ଚ୍ଚ ବୃଦ୍ଧି ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରପେକ୍ଷ ରହିବା ଭଲ । ସୁଭାଷୀ ହେବେ । ବିଶ୍ୱାସୀ ହେବେ ।
ଦୁର୍ଘଟଣାରୁ ରକ୍ଷା ପାଇଯିବେ । ବଭିନ୍ନ ଦିଗରୁ ଧନଲାଭର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିବେ । ବ୍ୟବସାୟରେ ଲାଭବାନ୍ ହେବେ । ସୁ-ସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିୟୋଜିତ ହେବେ ।
ନୂତନ ଦାୟିତ୍ୱ ବହନ କରି ଖୁସି ହୋଇପାରନ୍ତି । ଆପଣଙ୍କ ଶ୍ରମ ସାର୍ଥକ ହେବ । ଶୁଭ ଖବର ପାଇ ଆନନ୍ଦ ଲାଭ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ କରଣୀୟ । ବିବାଦରେ ବଜୟୀ ହେବେ ।
ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହୋଇପାରନ୍ତି । ସତ୍ସଙ୍ଗରେ ଯୋଗଦାନ କରି ଆତ୍ମତୃପ୍ତି ଲାଭ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହୋଇପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସତ୍‌ବ୍ୟବହାର କରିବେ । ବିବାଦରେ ବିଜୟୀ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ଅଯଥା ବିବାଦରେରେ ଛନ୍ଦି ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।
ଆଜିର କାର୍ଯ୍ୟ ଆଜି କଲେ ଅବଶ୍ୟ ସଫଳତା ମଳିବ । ଉତ୍ତମ ମିତ୍ରର ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରକୁ ଉଜ୍ଜଳମୟ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ ।
ମନୋବଳ ଦୃଢ଼ ରହିବ । କ୍ରୋଧିତ ଅବସ୍ଥାରେ ଶତ୍ରୁ ଉପରେ ଆକ୍ରମଣ କରି ବିଜୟୀ ହେବେ । ମାନସକ ଶାନ୍ତି ଫେରି ପାଇବେ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଋଣ ପରିଶୋଧ କରପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments