OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 19th May 2021

Odia Rashiphala

Odia Rashiphala

କୃଷିରୁ ଭଲ ଆୟ ଆସିପାରେ । ଯାନବାହନ ସୁଖ ମିଳିବ । ସୁଖଭୋଗ କରିବେ । ବାସଗୃହରୁ ପରିବେଶ ଉତ୍ତମ ମାନର ହେବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ସରକାରୀ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଧର୍ମକ୍ରିୟାରତ ହୋଇପାରନ୍ତି । ମନୋଜ୍ଞ ହେବେ । ଉତ୍ତମ ରମଣୀଯୁକ୍ତ ହେବେ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟ ଲାଭ କରିବେ ।
ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । ନୀତିନିଷ୍ଠ ବ୍ୟକ୍ତିଭାବେ ଉଚ୍ଚ ସମ୍ମାନର ଅଧିକାରୀ ହେବେ । ବହୁପ୍ରକାର ଧନପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳମନା ହୋଇପାରନ୍ତି । ଅତି ସୁଖୀ ହେବେ । କୀର୍ତ୍ତିମାନ ସହିଷ୍ଣୁ ହେବେ ।
ମେଧାବୀ ହେବେ । ସ୍ଥିତପ୍ରଜ୍ଞ ହୋଇପାରନ୍ତି । ସୁକର୍ମୀ ହେବେ । ଗୁପ୍ତବିଦ୍ୟା ଗ୍ରହଣ କରି ତା’ର ସଦୁପଯୋଗ କରିବେ । ଗୁପ୍ତଧନ ପାଇପାରନ୍ତି । ଶତ୍ରୁଘାତୀ ହେବା ଆଶା କରାଯାଏ । ଉପାର୍ଜନ ଊଣା ହେବ ନାହିଁ । ଶକ୍ତିମାନ ହେବେ ।
ତାମ୍ର, ପ୍ରବାଳ, ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହେବେ । ନବ ବସ୍ତ୍ର ପରିଧାନ କରିପାରନ୍ତି । ଯାନବାହନ ସୁଖ ମିଳିବ । ରାଜପ୍ରାସାଦ ଭଳି ଗୃହରେ ବାସ କରିପାରନ୍ତି । ଧର୍ମୀୟ କାର୍ଯ୍ୟରେ ଅଧିକ ବ୍ୟୟ କରି ପାରନ୍ତି ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ ହେବେ । ଭୋଗ-ବିଳାସ କରିପାରନ୍ତି । ଗୁଣ ପ୍ରସାର ଘଟାଇ ପୂଜ୍ୟ ହେବେ । ପ୍ରସନ୍ନତା ଲାଭକରି ପାରନ୍ତି । ବ୍ୟବସାୟ ଲାଭଜନକ ହେବ । କର୍ମଠ ହୋଇପାରନ୍ତି ।
ବାଣିଜ୍ୟ କାରବାର ଭଲରେ ଚାଲିବ । ଧର୍ମାତ୍ମା ହୋଇପାରନ୍ତି । ପରୋପକାରୀ ହେବେ । ସରକାରୀ ଧନ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପ୍ରଦୂଷଣମୁକ୍ତ ରହିବ । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହେବେ ।
ଧାର୍ମିକ ହେବେ । ଦେବ-ବ୍ରାହ୍ମଣଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଜନାନୁରାଗୀ ହେବେ । ଅଦ୍ଭୁତ କର୍ମ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନାଗମ ହେବ । ମହିଳା ଗୋଷ୍ଠୀର ନେତୃତ୍ୱ ନେଇ କାର୍ଯ୍ୟ କରିବେ । ଧନବାନ୍ ହେବେ ।
ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ଭ୍ରାତୃ ଭାବ ଅତୁଟ ରହିବ । ଅଯଥା ଖର୍ଚ୍ଚାନ୍ତ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତା ଆବଶ୍ୟକ ।
ସୁବର୍ଣ୍ଣ ସମ୍ପଦ ଲାଭର ସୂଚନା ମିଳୁଛି । ଯୁଦ୍ଧପ୍ରିୟ ହୋଇପାରନ୍ତି । ଦାମ୍ଭିକ ହେବେ । ଅବସ୍ଥା ଦେଖି ବ୍ୟବସ୍ଥା କରିବେ । କେତେକ କ୍ଷେତ୍ରରେ କପଟ ସ୍ନେହ ପ୍ରଦର୍ଶନ କରିପାରନ୍ତି । ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ ।
ଅଜାତ ଶତ୍ରୁ ହୋଇପାରନ୍ତି । ପ୍ରିୟ ଚାଷୀ ହୋଇପାରନ୍ତି । ଧନ ସହିତ ଯାନବାହନଯୁକ୍ତ ହେବାର ସୂଚନା ମିଳୁଛି । ସନ୍ଧାନୀ ହେବେ । ବେଦାଭ୍ୟାସୀ ହୋଇପାରନ୍ତି । ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି । ଶାସ୍ତ୍ରପଟୁ ଓ ପୁଣ୍ୟଦେହୀ ହେବେ ।
କନ୍ୟା, ପୁତ୍ର, ପୌତ୍ର ଅଥବା ପ୍ରପୌତ୍ରାଦି ଲାଭ କରିପାରନ୍ତି । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ନାନା ସୁନ୍ଦର ଓ ମୂଲ୍ୟବାନ ବସ୍ତୁ, ରତ୍ନ ଲାଭର ସୂଚନା ମିଳୁଛି । ପଦୋନ୍ନତି ହୋଇପାରେ । ଉଚ୍ଚ ସମ୍ମାନ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments