OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 18th March 2020

Odia Rashiphala

Odia Rashiphala

ଦେବଦର୍ଶନରେ ମନବାଞ୍ଛା ପୂରଣ ହେବ । ସ୍ଥିତି ଅନୁକୂଳ ରହିଛି । ଚିନ୍ତାଧାରା ମହତ୍ ହୋଇପାରେ । ବିଳାସବ୍ୟସନ କରିପାରନ୍ତି । ଶ୍ରେଷ୍ଠ ପଦ-ପଦବୀରେ ଭୂଷିତ ହୋଇପାରନ୍ତି ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅସୁଖୀ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । ଧାର୍ମିକ ସ୍ୱଭାବର ହୋଇପାରନ୍ତି । ସରକାରୀ ସେବାରୁ ଲାଭ ମିଳିପାରେ । ବୁଦ୍ଧି, ବିଦ୍ୟାଯୁକ୍ତ ହେବେ ।
ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ନୈତିକତା ବୃଦ୍ଧି ହେବ । ଆକସ୍ମିକ ଭାବେ ଲାଭବାନ୍ ହେବେ । ଆନନ୍ଦ ଉଲ୍ଲାସ ଲାଗି ରହିବ । ପୁତ୍ର ସୁଖ ମିଳିପାରେ । ନୃତ୍ୟ-ସଙ୍ଗୀତପ୍ରିୟ ହେବେ । ମାନ୍ୟତା ମିଳିବ ।
ଆଶା ଫଳବତୀ ହେବ । ଶତ୍ରୁ ଭୟ ରହିଛି । ବିବାଦରେ ବିଜୟୀ ହେବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ତତ୍ପର ହୋଇପାରନ୍ତି । ପ୍ରଭାବ ହ୍ରାସ ହେବ । ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ ।
ମନ ଅସ୍ଥିର ରହିବ । ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ; ତଥାପି ମନ ବ୍ୟାକୁଳ ହେବ । ପୁତ୍ର କିମ୍ୱା ମିତ୍ର ସୁଖ ମିଳିପାରେ । ସରକାରୀ ସ୍ତରରୁ ସମ୍ମାନ ମିଳିବ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ ।
ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ସମ୍ମାନିତ ହେବେ । ଧନ ଓ ବାହନଯୁକ୍ତ ହୋଇପାରନ୍ତି । ସରକାରଙ୍କ ଅନୁଗ୍ରହରୁ ସଂପଦ ଲାଭ ହୋଇପାରେ । ଯାନବାହନ ସୁଖ ମିଳିବ । ନାନାବିଧ ସୁଖର ଅଧିକାରୀ ହେବେ । ସୁଖ ମିଳିବ ।
ସବୁ ପ୍ରତିରୋଧକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି । ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ତଥା କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ । କୃଷିକ୍ଷେତରୁ ଲାଭ ମିଳିବ । ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ ।
ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନବ୍ୟସ୍ତ ରହିପାରେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଚିନ୍ତିତ ହୋଇପାରନ୍ତି । ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଅଧିକ ଧନ ପ୍ରାପ୍ତିର ସୂଚନା ମିଳୁଛି । ଭୋଗ-ବିଳାସରେ ମାତିବେ ।
ଶ୍ରୀଚନ୍ଦ୍ର ଭୋଗହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । କାର୍ଯ୍ୟ ଯେତେ କଠିନ ହେଉନା କାହିଁକି ଆପଣଙ୍କ ପକ୍ଷେ; ସହଜ ସୁଲଭ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଶୁଭ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଶତ୍ରୁନାଶ କରିବେ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ନୀତନିଷ୍ଠ ହେବେ । ସ୍ୱ ଅର୍ଜିତ ଧନଭୋଗ କରିବେ । ସରକାରୀ ବା ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟ ସ୍ୱଚ୍ଛ ଓ ନିର୍ମଳ ହୋଇପାରେ । ଲୋକପ୍ରିୟତା ଅର୍ଜନ କରିବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଶ୍ରମ ସାର୍ଥକ ହୋଇପାରେ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିବ । ଦୀର୍ଘଦିନର ଆଶା ପୂରଣ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments