![]() |
ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିବେ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଆଶାନୁରୂପ ହେବ । ବଳିଷ୍ଠ ଓ ସ୍ୱାସ୍ଥ୍ୟବାନ୍ ହୋଇପାରନ୍ତି । ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ । |
କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟୟ ଅତ୍ୟଧିକ ହୋଇପାରେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଯାନବାହନ ସୁଖ ମିଳିବ । ଭୋଗ ବିଳାସ କରିପାରନ୍ତି । ଲୋକପ୍ରିୟ ହେବେ । | |
ସୁଖୀ ହେବେ । ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି । ବହୁ ସମ୍ମାନର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ । କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି । ଭୋଗୀ ଓ ଗୁଣଜ୍ଞ ହେବେ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । | |
ଭଲ ଆୟ ହେବ । ବ୍ୟବସାୟ ଲାଭଜନକ ହେବ । ଶ୍ରେଷ୍ଠ କର୍ମରେ ନିୟୋଜିତ ହେବେ । ଭୂସମ୍ପତ୍ତିର ଅଧିକାରୀ ହେବେ । ଜନ ପ୍ରଧାନ ହେବେ । ଶ୍ରେଷ୍ଠ ପଦ-ପଦବୀ ମିଳିପାରେ । ରାଜତୁଲ୍ୟ ଆଚରଣ ଓ ସେନାନାୟକ ହୋଇପାରନ୍ତି । | |
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମନରେ ଭକ୍ତି ଭାବନା ଉଦ୍ରେକ ହୋଇପାରେ । ପୂଣ୍ୟ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ସନ୍ତାନ ଚିନ୍ତାରେ ଚିନ୍ତିତ ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଘରେ ଆନନ୍ଦ ଉତ୍ସବ ଲାଗି ରହିବ । | |
ପରିବାର ପାଇଁ ଚିନ୍ତିତ ହୋଇପାରନ୍ତି । ଧନ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ଧର୍ମ ଭାବାପନ୍ନ ହେବେ । ବ୍ରହ୍ମ ଉପାସକ ହୋଇପାରନ୍ତି । ସତ୍ପଥଗାମୀ ହେବେ । ଶାନ୍ତ ଓ ନିପୁଣ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । | |
ଗୁରୁଜନମାନଙ୍କ ସେବାରେ ନିଯୁକ୍ତି ହୋଇପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିବେ । କଳ୍ପନା ବିଳାସୀ ହେବେ । ଗୁରୁତ୍ୱପୂର୍ଣ୍ଣ ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ଧନଶାଳୀ ହେବେ । ମୁକ୍ତା ଲାଭ ହୋଇପାରେ । | |
ହଜି ଯାଇଥିବା ଦ୍ରବ୍ୟ ଖୋଜିଲେ ପାଇବେ । ବନ୍ଧୁ ସହାୟତା ମିଳିପାରେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ । ଶତ୍ରୁ ବିଜୟୀ ହେବେ । ଶାନ୍ତ ଓ ଭଦ୍ର ହୋଇପାରନ୍ତି । ପ୍ରାଧାନ୍ୟ ବିସ୍ତାର କରିବେ । | |
ଶୃଙ୍ଖଳିତ ପରିବାରର ଗୃହକର୍ତ୍ତା ହୋଇପାରନ୍ତି । ପୁଣ୍ୟବାନ୍ ଓ ସୁଶୀଳ ହେବେ । ଶୁଦ୍ଧ ସ୍ୱଭାବର ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ ହେବେ । ସରକାରଙ୍କ ଦ୍ୱାରା ଅନୁଗୃହୀତ ହେବେ । | |
ନିଜ କାର୍ଯ୍ୟକୁ ପଛରେ ପକାଇ ପରପାଇଁ କାର୍ଯ୍ୟ କରିପାରନ୍ତି । ଦ୍ରବ୍ୟହାନିର ସୂଚନା ମିଳୁଛି । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ । ଧନାଗମର ସୁଯୋଗ ଅଛି । ସରକାରୀ ସ୍ତରରୁ ଅର୍ଥ ମିଳିପାରେ । ଦ୍ୱିଜ ଦେବତାଙ୍କ ଠାରେ ଅନୁରକ୍ତି ରହିବ । | |
ଧର୍ମ ଭାବନାରୁ ଶାନ୍ତି ମିଳିବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ବିପଦର ଅବସାନ ଘଟିବ । ସଚଳ ଗୁଣର ଆଧାର ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଭବ ମଣ୍ଡିତ ହେବେ । | |
ଧର୍ମପତ୍ନୀ ଆପଣଙ୍କ ସହଯୋଗୀ ହେବେ । ମନୋବଳ ଦୃଢ଼ ରହିବ । ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହୋଇପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚଞ୍ଚଳମନା ହୋଇପାରନ୍ତି । ଅତିସୁଖୀ ଓ କୀର୍ତ୍ତିମାନ ହେବେ । |
Odia Calendar 2019
Comments
comments