OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 14th Oct 2020

Odia Rashiphala

Odia Rashiphala

ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଲକ୍ଷ୍ୟ ହାସଲ କରିପାରିବେ । କର୍ମ ତତ୍ପରତା ପ୍ରକାଶ ପାଇବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବୁଦ୍ଧି ପ୍ରୟୋଗ କରି, ନିଧି ପ୍ରାପ୍ତ ହେବେ । ସୁଖ ମିଳିବ । ଚିତ୍ତ ସନ୍ତୁଷ୍ଟ ହେବ ।
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ପରିବାରଙ୍କ ସମେତ, ବହୁ ସୁଖର ଅଧିକାରୀ ହେବେ । କୁଳ ପ୍ରଧାନ ହୋଇପାରନ୍ତି । ବିନୀତ ସ୍ୱଭାବଯୁକ୍ତ ହେବେ । ଧର୍ମ ରକ୍ଷା କରି ଓ କ୍ଷମତାଯୁକ୍ତ ହୋଇପାରନ୍ତି ।
ପରିବାରର ଶ୍ରଦ୍ଧା ଭାଜନ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ମନରେ ସରସତା ଆସିବ । ସତ୍‌ସଙ୍ଗୀ ହେବେ । ସୁଖ ଶାନ୍ତିରେ ସମୟ ଅତିବାହିତ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ସମ୍ମାନିତ ହେବେ ।
ଆଶାବାଦୀ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବହୁ ଧନର ଅଧିକାରୀ ହେବେ । ଭୋଗ-ବିଳାସ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସୁଖୀ ଓ ବିଜୟୀ ହେବେ ।
ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ଉପରେ କାର୍ଯ୍ୟ କରି ଚାଲିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ରୁଚିକର ଭୋଜନ ମିଳିବ । ଧନଯୁକ୍ତ ହେବେ ।
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ନିଷ୍ଠାପର ଭାବେ କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି । ପ୍ରୀତି ଭୋଜନ ମିଳିପାରେ । ଚିନ୍ତାମୁକ୍ତ ହେବେ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି ।
ଚିନ୍ତାଧାରା ଉନ୍ନତମାନର ହେବ । ମୂଲ୍ୟବାନ ଦ୍ରବ୍ୟ ସଂଗ୍ରହ କରିପାରନ୍ତି । ଧନ ବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସୁଖ-ସନ୍ତୋଷ ଲାଭ କରିବେ ।
କାର୍ଯ୍ୟ ଉତ୍ସାହଜନକ ହେବ । ବିପଦ ଦୂରେଇ ଯିବ । ସର୍ବାଙ୍ଗୀନ ଉନ୍ନତି ହେବ । ହର୍ଷଯୁକ୍ତ ହେବେ । ଭାଷାରେ ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଧନଶାଳୀ ହେବାର ସୂଚନା ମିଳୁଛି । ପରାକ୍ରମୀ ହେବେ । ଦାନ ଧର୍ମ କରିପାରନ୍ତି ।
କାର୍ଯ୍ୟ ପାଇଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଆଶ୍ୱାସନା ମିଳିବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନାଗମର ସୂଚନା ମିଳୁଛି । ନିଜ ପ୍ରିୟଜନଙ୍କ ପ୍ରତି ଅନୁରକ୍ତି ରହିବ । ଅଭୀଷ୍ଟ ମହତ ହେବ ।
ଆଗକୁ ମାଡ଼ି ଚାଲିବାର ପ୍ରୟାସ ଜାରି ରଖିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି, ଯାତ୍ରା ଅବ୍ୟାହତ ରହିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ । ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କ ରହିବେ ।
ମନରେ ପ୍ରସନ୍ନ ଭାବ ଦେଖା ଦେବ । କାର୍ଯ୍ୟକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ । ଧନାଗମର ସୂଚନା ମିଳୁଛି । ବିଭାଗୀୟ ଅର୍ଥ ମିଳିପାରେ । ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ । ପରୋପକାରୀ ହେବେ ।
ଅଜାତଶତ୍ରୁ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ବହୁ ଶୁଭଫଳ ଆଶା କରାଯାଏ । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments