OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 11th Sep 2019

Odia Rashiphala

Odia Rashiphala

ପରିସ୍ଥିତି ଗଠନମୂଳକ ହେବ । ପରିଶ୍ରମର ମୂଲ୍ୟାଙ୍କନ ହେବ । ଆନନ୍ଦ-ଉତ୍ସବ ଲାଗି ରହିବ । କାର୍ଯ୍ୟରେ ଉନ୍ନତି ଘଟିବ । ସରକାରୀ ଅର୍ଥ ମିଳିପାରେ । ବାସଗୃହ ସୁଖଦାୟକ ହେବ । କୀର୍ତ୍ତିମାନ୍ ହେବେ । ଅପାରଗୁଣର ଅଧିକାରୀ ହେବେ ।
ଉପୁଜି ଥିବା ଦ୍ୱନ୍ଦ୍ୱର ସୁ-ସମାଧାନ ହେବ । କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ । ବାକ୍ ପଟୁତାରେ ପ୍ରତିବାଦୀକୁ ପରାସ୍ତ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ବହୁ କୀର୍ତ୍ତିସ୍ତମ୍ବ ସ୍ଥାପନ କରିପାରନ୍ତି । ବିଦ୍ୟା ଅର୍ଜନରେ ପାରଙ୍ଗମ ହେବେ । ଧର୍ମ-ଧାରଣାରେ ଏକାଗ୍ରତା ରହିବ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କ ରହିବେ ।
କାର୍ଯ୍ୟକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । ଶୁଭ ସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ । ଦୂରଯାତ୍ରା ଫଳଦାୟକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ ।
ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସକ୍ଷମ ହେବେ । ଗଣ୍ଡଗୋଳିଆ କ୍ଷେତ୍ରରେ ନିରବ ଭାବ ପ୍ରଦର୍ଶନ କରିପାରନ୍ତି । ଚାକିରିକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସା ଲାଭ କରିବେ । ଶକ୍ତି ସଞ୍ଚୟ କରିବେ । ଶତ୍ରୁକୁ ପରାଜିତ କରିପାରନ୍ତି ।
ନିର୍ମାଣ କାର୍ଯ୍ୟର ଅଗ୍ରଗତି ଘଟାଇ ଆତ୍ମ ସନ୍ତୋଷ ଲାଭ କରିବେ । ନିରବ ଚିନ୍ତନ ଆଗକୁ ପଥପ୍ରଦର୍ଶକ ହେବ । ଦୀର୍ଘ ଦିନର ଆଶା ପୂରଣ ହେବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସଫଳ ହେବେ । ସହଯୋଗ ପାଇ ଆଗକୁ ବଢ଼ି ପାରନ୍ତି ।
ପାରିବାରିକ ଅଶାନ୍ତିର ଅବସାନ ଘଟିବ । ଚଞ୍ଚଳ ପ୍ରକୃତିର ହେବେ । କଳହଠାରୁ ନିଜକୁ ଦୂରେଇ ରଖିବେ । ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ ହେବେ । ଲୁହା, ପଥର, ଗୋଡ଼ି, ମାଟି, ବାଲି ଇତ୍ୟାଦି ଛୋଟକାଟିଆ ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ ।
ନୂତନ ନିଯୁକ୍ତି ମିଳିବାର ସୁଯୋଗ ଅଛି । ପରିଶ୍ରମ ଫଳଦାୟକ ହେବ । ପ୍ରତିଯୋଗିତାରେ ସଫଳତା ମିଳିବ । ଉନ୍ନତି ମାର୍ଗରେ ଆଗକୁ ବଢ଼ିପାରନ୍ତି । ବାଧାବିଘ୍ନ ଥାଇ ବି ସର୍ବାଙ୍ଗୀନ ଉନ୍ନତି ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖ ମିଳିବ ।
ଆଶା ଫଳବତୀ ହେବ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତିତ୍ୱ ବିକଶିତ ହୋଇପାରେ । ଆଶାବାଦୀ ହେବେ । ପାରିବାରିକ ସୁଖ ମିଳିବ । ଶୁଭ ସମୟ ପ୍ରାୟ ଉପଗତ । ଚିନ୍ତାଧାରା ଉନ୍ନତ ହେବ ।
ଶିକ୍ଷାପ୍ରତି ଆକୃଷ୍ଟ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ନୂଆବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବନ୍ଧୁ ସହାୟକ ହେବେ ।
ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଅତିଥି ସତ୍କାରରେ ବ୍ୟୟ ବୃଦ୍ଧି ଘଟିପାରେ । ଧନ-ସମ୍ପଦ ବୃଦ୍ଧି ହୋଇପାରେ । ସହଯୋଗୀ ମାନଙ୍କୁ କଥାରେ ବଶ କରିପାରନ୍ତି । ନୀତିନିଷ୍ଠ ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । କ୍ରୋଧିତ ହେବେ ।
ସୁସ୍ଥ ମାନସିକତାର ସୁଯୋଗରେ ନୂତନ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି । ବିଭାଗୀୟ ଅର୍ଥ ପ୍ରାପ୍ତ ହେବେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । କର୍ତ୍ତବ୍ୟପରାୟଣ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ଭୋଗ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments