![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ପଢ଼ା ପଢ଼ିରେ ମନୋନିବେଶ କରିବେ । ବିଭନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଖୁସି ଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀଙ୍କ ଚେଷ୍ଟା ଫଳବତୀ ହେବ । |
ଧର୍ମରୁ ଜୟ ହେବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ । ସ୍ୱେଚ୍ଛା ବିହାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । | |
ଗୁରୁ ଗୁରୁଜନଙ୍କ କଲ୍ୟାଣ ଭାଜନ ହେବେ । ପ୍ରତିରୋଧକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସହଯୋଗ ମିଳିବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । ଦିଅଁ ଦର୍ଶନ ମିଳିବ । | |
ଶ୍ରମ ସାର୍ଥକ ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ଉତ୍ସର୍ଗୀ କୃତ ମନୋଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ସମୟାନୁବର୍ତ୍ତୀ ହେବେ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ସୁଖ ମିଳିବ । ଲୋକାଦ୍ରୁତ ହେବେ । | |
ଇଚ୍ଛା କରୁଥିବା କାର୍ଯ୍ୟଟି ହାତକୁ ଆସିପାରେ । ଆଶାବାଦୀ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଶରୀର ସୁସ୍ଥ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । | |
ପରୋପକାର କରିବାକୁ ଯାଇ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଛଳନାପୂର୍ଣ୍ଣ ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଘାତଚନ୍ଦ୍ର ଯୋଗୁଁ ସାବଧାନ । | |
ଆୟ ଆଶାନୁରୂପ ହେବେ । ଶୁଭଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ନଗଦ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରଙ୍କ କୃପାପାତ୍ର ହେବେ । | |
ରୋଜଗାରର ମାତ୍ରା ବୃଦ୍ଧି ପାଇବ । ସୁସମ୍ୱାଦ ପାଇ ପ୍ରଫୁଲ୍ଲିତ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । | |
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । କର୍ମଚଞ୍ଚଳ ରହିବେ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ବ୍ୟବହାର କରିପାରନ୍ତି । ଲାଭ ରହିଥିବା ବିବାଦରେ ବିଜୟୀ ହେବେ । | |
କାର୍ଯ୍ୟ ଉତ୍ସାହ ପ୍ରଦ ହୋଇପାରେ । କେତେକ କ୍ଷେତ୍ରରେ ଲାଗି ରହିଥିବା ବିତର୍କରେ ଭାଗ ନ ନେଇ ନିରବ ଦ୍ରଷ୍ଟା ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ସତର୍କତାର ଦିନ । | |
ସୁଖକର ଘଟଣାମାନ ଘଟିପାରେ । କାର୍ଯ୍ୟ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆନନ୍ଦ ଉପଭୋଗ କରିବେ । | |
ବନ୍ଧୁମାନଙ୍କ ସହାୟତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିବେ । |
Odia Calendar 2020
Comments
comments