OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 11th Dec 2019

Odia Rashiphala

Odia Rashiphala

ପ୍ରିୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ପରୋପକାରୀ ହେବେ । ମନରେ ସେବା ଭାବନା ଜାଗ୍ରତ ହେବ । ସୌଜନ୍ୟତା ପ୍ରକାଶ କରିବେ ।
ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ । ବାଦବିବାଦର ସମ୍ମୁଖୀନ ହେବେ । କାର୍ଯ୍ୟ ବିଳମ୍ୱିତ ହେବ । ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ନେହବୋଳା କଥା କହି ଜନତାଙ୍କ ମନ ମୋହିବେ ।
ମନ ପ୍ରଫୁଲ୍ଲ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପାରିବାରିକ ସୁଖ ମିଳିବ । ବିଳାସ-ବ୍ୟସନ କରିପାରନ୍ତି । ଆୟ ଆଶାନୁରୂପ ହେବ । କୌଶଳରେ କାର୍ଯ୍ୟ ହାସଲ କରିବେ । ସରକାରୀ ସାହାଯ୍ୟ ମିଳିବ ।
ପତ୍ନୀଙ୍କ ପରାମର୍ଶରେ ଯେଉଁ କାର୍ଯ୍ୟ କରିବେ; ସେଥିରେ ପ୍ରଚୁର ଧନଲାଭ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଧର୍ମ-କର୍ମ ସଂପାଦନ କରିପାରନ୍ତି । କର୍ମକ୍ଷେତ୍ର ଉନ୍ନତମାନର ହେବ । କାର୍ଯ୍ୟରେ କଷ୍ଟ ସହି ମଧ୍ୟ ସଫଳତା ପାଇବେ ।
ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ସେବା-ପୂଜାରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଚିନ୍ତା ଦୂର ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିବିଧ ପ୍ରକାର ଧନଲାଭ କରିବେ । ସୁଖୀ ହେବେ ।
ଗୃହରେ ବିବାଦୀୟ ପରିସ୍ଥିତି ଉପୁଜି ପାରେ । ସୁଖୀ ହେବେ । ପେଟରେ ଯନ୍ତ୍ରଣା ଅନୁଭବ କରିବେ । ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଘଟିପାରେ । କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ବନ୍ଧୁଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି । ଘାତଚନ୍ଦ୍ର ଯୋଗୁଁ ଜଳଯାତ୍ରା ନିଷେଧ । ବ୍ୟବସାୟ ଲାଭଜନକ ହେବ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ୱନ୍ଧ ସ୍ଥିର ହେବ ।
ଶାନ୍ତିର ସହ ଗୃହ କାର୍ଯ୍ୟ ସମାପନ କରିପାରନ୍ତି । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଈଶ୍ୱର ବିଶ୍ୱାସୀ ହୋଇପାରନ୍ତି ।
ଇଚ୍ଛା କରୁଥିବା ସାହାଯ୍ୟ ମିଳିବ । ଚିନ୍ତାଗ୍ରସ୍ତ ଥିବାବେଳେ ହଠାତ୍ କିଛି ଧନ ମିଳିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । କନ୍ୟା-ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।
ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ । କାର୍ଯ୍ୟ ବ୍ୟସ୍ତତା ଲାଗି ରହିବ । କୃଷିକ୍ଷେତ ଉପରେ ଧ୍ୟାନ ଦେଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ସୁଖ ଭୋଗ କରିପାରନ୍ତି । ଗୃହ ପରିବେଶ ଠିକ୍ ରହିବ ।
ଉପୁଜି ଥିବା ଦୁଶ୍ଚିନ୍ତା ଦୂର ହେବ । ପରିଶ୍ରମର ମୂଲ୍ୟ ମିଳିବ । ନୈତିକତା ବୃଦ୍ଧି ହେବ । ମାନ୍ୟତା ପ୍ରାପ୍ତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିବାଦରେ ବିଜୟ ଲାଭ କରିପାରନ୍ତି । ଯଶସ୍ୱୀ ହେବେ । ସମ୍ମାନିତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments