OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 10th Nov 2021

Odia Rashiphala

Odia Rashiphala

ବିଦ୍ୟା ଅର୍ଜନରେ ବିନୟ ଭାବ ରହିବ । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ନିରୀହ ସ୍ୱଭାବର ହେବେ । ସତ୍‌ମାର୍ଗରୁ ଧନ ଅର୍ଜନ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ ।
ଶାନ୍ତ ସ୍ୱଭାବ ସମ୍ପନ୍ନ ହେବେ । ପ୍ରଭାବଶାଳୀ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଜ୍ଞାନବନ୍ତ ହୋଇପାରନ୍ତି । ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ ବ୍ୟବହାର କରି ଲୋକପ୍ରିୟ ହେବେ ।
ବହୁଧନର ଅଧିକାରୀ ହେବେ । ପୁତ୍ର ସୁଖ ମିଳିପାରେ । ସୁସ୍ଥ ରହିବେ । ଶତ୍ରୁବିନାଶ କରିବାରେ ପାରଙ୍ଗମ ହେବେ । ପଶୁଧନାଦି ଯୁକ୍ତ ହେବେ । ନୀରୋଗ ରହିବେ । ଉତ୍ତମ ବଂଶରୁ କନ୍ୟାଲାଭ ହୋଇପାରେ ।
ଦେବରାଜ ଇନ୍ଦ୍ରଙ୍କ ଭଳିପୂଜା ପାଇବେ। ଉପଯୁକ୍ତ ମନ୍ତ୍ରଣାଦାତା ହୋଇପାରନ୍ତି । ଜିତେନ୍ଦ୍ରିୟ ହେବେ । ତୀର୍ଥ ଭ୍ରମଣ କରିପାରନ୍ତି । ଦିନ ଭିତରେ ଯାହା ଘଟିବ, ତାହା ସୁଖ ବୋଧ ହେବ ।
ଉଚ୍ଚାସନ ଆରୋହଣ କରିପାରନ୍ତି । ସତ୍‌ପଥଗାମୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ବିଦ୍ୟା ରୂପକ ମହାଧନ ଅର୍ଜନ କରିବେ । ଶତ୍ରୁଦମନ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରିପାରନ୍ତି ।
ଦୃଢ଼ ମାନସିକତା ନେଇ କାର୍ଯ୍ୟ କରି ସୁଖ୍ୟାତି ସମ୍ପନ୍ନ ହେବେ । କାବ୍ୟକବିତା ରଚନାରେ ପାରଙ୍ଗମ ହେବେ । ଶତ୍ରୁବିନାଶ କରିପାରନ୍ତି । ବନ୍ଧୁଙ୍କ ସହ ସୁଖ ଭୋଗ କରିବେ । ଅଧ୍ୟୟନରେ ଆଗ୍ରହୀ ହେବେ ।
ଧୈର୍ଯ୍ୟବାନ୍‌ ହେବେ । ବନ୍ଧୁଙ୍କ ସହିତ ମିଳିତ ହୋଇ ଭୋଗ ବିଳାସ କରିପାରନ୍ତି । ଚରିତ୍ରବାନ୍‌ ହେବେ । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି । ଶ୍ରମ ସାର୍ଥକ ହେବ । କୃଷି ପ୍ରତି ଯତ୍ନବାନ୍‌ ହେବେ ।
ଶତ୍ରୁମାନଙ୍କୁ ପରାସ୍ତ କରିବେ । ବୃତ୍ତିରେ ଅଧିକ ପରିଶ୍ରମର ସମ୍ମୁଖୀନ ହେବେ । ମାନ୍ୟତା ପ୍ରାପ୍ତ ହେବେ । କର୍ମକ୍ଷେତ୍ରରେ ପ୍ରଭୁତ୍ୱ ବିସ୍ତାର କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ମନୋଜ୍ଞ ହେବେ । ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ରହିବ । କର୍ମଚଞ୍ଚଳ ରହିବେ । ସୁସ୍ଥ ଓ ନିରାମୟ ରହିବେ ।
ସୁସ୍ଥ ଓ ନିରାମୟ ରହିବେ । ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ବିଶେଷ ଜ୍ଞାନର ଅଧିକାରୀ ହୋଇପାରନ୍ତି; ମାତ୍ର ଜନତା ବିରୋଧୀ ହୋଇପାରନ୍ତି । ସୁମିଷ୍ଟ ଭୋଜନ ମିଳିବ । ଜୀବନ ସୁଖପ୍ରଦ ହେବ ।
ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି । ପରୋପକାର ପାଇଁ କର୍ମକ୍ଷେତ୍ରରେ ଅଧିକ ବ୍ୟୟବରାଦ କରିବେ । କ୍ରୋଧୀ, ସାହସୀ ଓ ଜ୍ଞାନୀ ହୋଇପାରନ୍ତି । ନୀତିନିଷ୍ଠ ହେବେ ।
ରଣ କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଶାସ୍ତ୍ର ବିଶାରଦ ହେବେ । କର୍ମଚଞ୍ଚଳ ରହିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments