OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 10th July 2019

Odia Rashiphala

Odia Rashiphala

ଆର୍ଥିକ ଆବଶ୍ୟକତା ଉପୁଜି ପାରେ । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ଅବିବାହିତଙ୍କ ମନୋରମା କନ୍ୟା ସହ ବିବାହ ସ୍ଥିର ହେବ ।
ପାରିବାରିକ ବିବାଦରୁ ଅଶାନ୍ତି ଉପୁଜି ପାରେ । ଅସୁଖୀ ହୋଇପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ପାରିବାରିକ ବିବାଦର ଅଳ୍ପ ସମୟ ଭିତରେ ସୁସମାଧାନ ହେବ । ମାନ୍ୟତା ଲାଭ କରିବେ । ଶାନ୍ତି ମିଳିବ ।
ବିଚାର ଆଲୋଚନା ଓ ପରାମର୍ଶ ନେଇ କାର୍ଯ୍ୟ କଲେ କର୍ମକ୍ଷେତ୍ରରେ ସଫଳତା ମିଳିବ । ଗୁରୁକୃପା ଲାଭ କରିପାରନ୍ତି । ସ୍ୱଚ୍ଛତା ପାଇଁ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ଉନ୍ନତି ଘଟିବ । ବ୍ୟବସାୟରୁ ଅଧିକ ଲାଭ ପାଇବେ ।
ଗୁରୁଜନଙ୍କ ପାଇଁ କଷ୍ଟ ସ୍ୱୀକାର କରିପାରନ୍ତି । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । ଭୁଲ ବୁଝାମଣା ଯୋଗଁ ମନରେ ଉଦ୍‌ବେଗ ଜାତ ହୋଇପାରେ । କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଯାନ-ବାହନ ସୁଖ ମିଳିବ ।
ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ସୁଖ-ସମ୍ଭୋଗରେ ସମୟ ବିତିବ । ବିବାଦରେ ବିଜୟୀ ହେବେ । ସମ୍ମାନିତ ହେବେ ।
ଯୁକ୍ତିଯୁକ୍ତ କଥା କହି ଅପରପକ୍ଷଙ୍କୁ ପରାସ୍ତ କରିପାରନ୍ତି । ଆଶାବାଦୀ ହେବେ । କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ବିଭିନ୍ନ ଦିଗରୁ ଅର୍ଥାଗମ ହେବ । ପଦୋନ୍ନତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି ।
ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଗୁରୁକୃପା ଲାଭ କରିବେ । ସତ୍‌କର୍ମରେ ନିୟୋଜିତ ହେବେ । ପାରିବାରିକ ସୁଖ ମିଳିବ ।
କର୍ମରେ ନିଷ୍ଠାବାନ୍‌ ହେବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରି ଖର୍ଚ୍ଚାନ୍ତ ହେବେ । କ୍ଳାନ୍ତି ଓ ଅବସାଦର ସମ୍ମୁଖୀନ ହେବେ । ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି । ମଧୁର ବଚନ କହି କାର୍ଯ୍ୟ ହାସଲ କରିବେ । ଶାସ୍ତ୍ରପଟୁ ଓ ରାଜବଂଶ ପୂଜିତ ହେବେ।
ଚାକିରି କ୍ଷେତ୍ରରେ ପାରଙ୍ଗମ ହେବେ । ରୋଜଗାର ଯଥେଷ୍ଟ ପରିମାଣର ହେବ । ସାଧନାରେ ସିଦ୍ଧି ଲାଭ କରିବେ । ସମ୍ମାନିତ ହେବେ । ସରକାରଙ୍କ କୃପା ପାତ୍ର ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁଖୀ ହେବେ ।
ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ । ସତ୍‌ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । ଭ୍ରମଣରେ ଅପାର ଆନନ୍ଦ ମିଳିବ ।
ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ ।ଯଶସ୍ୱୀ ହେବେ । ଉନ୍ନତି ପଥରେ ଆଗକୁ ବଢ଼ିବେ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ । ପାରିବାରିକ ସୁଖ ମିଳିବ ।
ସତ୍‌କର୍ମରୁ ସଫଳ ମିଳିବ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରପୀଡନ ଓ କ୍ଳେଶର ସମ୍ମୁଖୀନ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯଗ୍ମ ବ୍ୟବସାୟ ଲାଭଜନକ ହେବ । ସତର୍କତାର ଦିନ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments