OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 9th June 2020

Odia Rashiphala

Odia Rashiphala

ବିଭିନ୍ନ ଦିଗରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ଅଭିବୃଦ୍ଧି ଘଟିବ । ବାଣିଜ୍ୟ କାରବାର ଲାଭଜନକ ହେବ । ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଚିନ୍ତାଧାରାରେ ନୂତନତ୍ୱ ଦେଖା ଦେବ । ସାଧୁସଙ୍ଗ ମିଳିବ । ନୀତିନିଷ୍ଠ ଭାବେ ଶ୍ରେଷ୍ଠତ୍ୱ ଲାଭ ହେବ ।
କର୍ତ୍ତବ୍ୟନିଷ୍ଠ ହେବେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ଜ୍ଞାନ-ଗରିମା ବୃଦ୍ଧି ହେବ । କର୍ମକ୍ଷେତ୍ର, ସାମାଜିକ କ୍ଷେତ୍ରରେ ପ୍ରଭାବଶାଳୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ସତ୍ୟବାଦୀ, ପଣ୍ଡିତ ଓ ଭାଗ୍ୟବାନ୍ ହେବେ ।
ମାଙ୍ଗଳିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ମେଧାବୀ ହେବେ । ଅଷ୍ଟମ ଚନ୍ଦ୍ର ଓ ଘାତ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ ।
କାର୍ଯ୍ୟରେ ଆଗ୍ରହୀ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ସୁଖ-ସନ୍ତୋଷ ଲାଭ କରିବେ । ଭାଗ୍ୟୋନ୍ନତି ହେବାର ସୂଚନା ମିଳୁଛି । ଜିତେନ୍ଦ୍ରିୟ ଓ ପୂଜିତ ହେବେ ।
ଆଶା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ବିଧି-ବିଧାନରେ ପରିଚାଳିତ ହେବେ । ସୁଶୀଳ ହେବେ । ନିର୍ଭୟରେ କାର୍ଯ୍ୟ କରିପାରନ୍ତି । ପ୍ରଫୁଲ୍ଲ ରହିବେ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିବାଦୀୟ ପରିସ୍ଥିତି ଉପୁଜି ପାରେ । ଚିନ୍ତିତ ହୋଇପାରନ୍ତି । ଉନ୍ନତ ମାନସିକତା ନେଇ କାର୍ଯ୍ୟ କରିବେ । ଖ୍ୟାତି ଅର୍ଜନ କରିବେ । ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ଶତ୍ରୁ ଦମନ କରିବେ । ଧନଲାଭ ହେବ ।
ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ପରୋପକାରୀ ହେବେ । ବିଦ୍ୱାନ୍ ବ୍ୟକ୍ତିଭାବେ ପରିଚିତ ହେବେ । ଲୋକାଦୃତ ହେବେ । ଦାନ-ଧର୍ମକୁ ଆଦରି ନେବେ । ଧନାଦିଯୁକ୍ତ ହେବେ ।
କର୍ମକ୍ଷେତ୍ର ଶାନ୍ତିଦାୟକ ହେବ । ନିଜ କାର୍ଯ୍ୟରେ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବହୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ପ୍ରତିଯୋଗିତାରେ ବିଜୟୀ ହେବେ । ସେବାନୁରକ୍ତ ହୋଇପାରନ୍ତି ।
କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଆନନ୍ଦ. ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ସୁଗୁଣ ସମ୍ପନ୍ନ ଓ ଧନବାନ୍ ହୋଇପାରନ୍ତି । ସୁବର୍ଣ୍ଣାଦି ପ୍ରାପ୍ତ ହେବେ । ଧନାଗମ ହେବ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଚିନ୍ତାଧାରା ମହତ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।
ଯାନବାହନ ସୁଖ ମିଳିପାରେ । ନୂତନ ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । ଅତିଥି ସତ୍‌କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆତ୍ମ ସନ୍ତୋଷ ଲାଭ କରିବେ । ମଧୁର ଭାଷା ବ୍ୟବହାର କରି ଅଧସ୍ତନ ସହଯୋଗୀଙ୍କଠାରୁ କାର୍ଯ୍ୟ ହାସଲ କରିପାରନ୍ତି ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଶାସ୍ତ୍ର ବିଶାରଦ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରି ସନ୍ତୁଷ୍ଟ ହେବେ । ବ୍ୟବସାୟରେ ଅତ୍ୟଧିକ ଲାଭ ମିଳିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments