OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 5th November 2019

Odia Rashiphala

Odia Rashiphala

ଆୟ ଧୀରେ ଧୀରେ ବୃଦ୍ଧି ପାଇବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଶୁଭ ଖବର ପାଇ ଖୁସି ହେବେ । କାର୍ଯ୍ୟର ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ମଙ୍ଗଳ ଦାୟକ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରିବା ସହିତ ତା’ର ସଦୁପଯୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ମାନସିକ ଭାରସାମ୍ୟ ହରାଇ ପାରନ୍ତି । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଅର୍ଥାଭାବ ଦେଖାଦେବ । କେବଳ ଯୁଗ୍ମ ବ୍ୟବସାୟରୁ କଛି ଅର୍ଥ ମିଳିପାରେ । ଦୁଶ୍ଚିନ୍ତା ମଧ୍ୟରେ ଗତି କରିବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ଥାର କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁଖଭୋଗ ଉପଭୋଗ କରିପାରନ୍ତି ।
ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁକୁ ପରାଜିତ କରିବେ । ମାନସିକ ଶାନ୍ତି ଫେରିପାଇବେ । ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ । ଶୁଭ କାର୍ଯ୍ୟ ପାଇଁ ତତ୍ପର ହୋଇପାରନ୍ତି । ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ଋଣ ପରିଶୋଧ କରିପାରନ୍ତି ।
କାର୍ଯ୍ୟ ପ୍ରମାଦହୀନ ହେବ । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ପାଇ ପାରନ୍ତି । ଦିନଟି ମଧ୍ୟମ ଧରଣର । ଭଲ, ମନ୍ଦ ମିଶ୍ରିତ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସାହାଯ୍ୟ ମିଳିବ । ସୁସମ୍ବାଦ ପାଇ ଖୁସି ହେବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଗୃହ ପରିବେଶ ବାସ ଉପଯୋଗୀ ହେବ ।
ଧର୍ମ ଭାବନା ଶାନ୍ତିଦାୟକ ହେବ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ । ବିବାଦରେ ବିଜୟୀ ହେବେ ।
ଚିନ୍ତାରୁ ମୁକ୍ତି ମିଳିବ । ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମ ହେବ । ଚଞ୍ଚଳମନା ହୋଇପାରନ୍ତି । ନୀତିନିଷ୍ଠ ହେବେ । ଜନସାଧାରଣଙ୍କ ପ୍ରିୟପାତ୍ର ହେବ ।
ଆୟର ମାତ୍ରା ସାମାନ୍ୟ ହେବାର ସୂଚନା ମିଳୁଛି । ଆଶାବାଦୀ ହୋଇପାରନ୍ତି । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ନୂତନ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ବନ୍ଧୁ ଓ ଅତିଥି ଚର୍ଚ୍ଚାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଭାଷାର ଲାଳିତ୍ୟ ପରକୁ ଆପଣାର କରିପାରେ ।
କାର୍ଯ୍ୟ ଉତ୍ସାହଜନକ ହେବ । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଦିନଟି ଭିତରେ ଭଲମନ୍ଦ ମିଶ୍ରିତ ଫଳ ମିଳିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments