OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 4th Aug 2020

Odia Rashiphala

Odia Rashiphala

ରୋଜଗାର ପାଇଁ ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଧୀରେସୁସ୍ଥେ କାର୍ଯ୍ୟ କଲେ ଲକ୍ଷ୍ୟ ହାସଲ କରିବେ । କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ ।
ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି । ସେବାପୂଜାରେ ମନ ବଳାଇ ପାରନ୍ତି । କର୍ମଚଞ୍ଚଳ ରହିବେ । ଦୁଶ୍ଚିନ୍ତା ମଧ୍ୟରେ ଗତି କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ବନ୍ଧୁଙ୍କ ସହାୟତା ପାଇ ମନୋବଳ ବୃଦ୍ଧି ପାଇବ । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରି ପାରନ୍ତି ।
ଶତ୍ରୁ ଉପରେ ବିଜୟ ହାସଲ କରିବାରେ ସକ୍ଷମ ହେବେ । ମାନସିକ ସ୍ତରରେ ଆଶ୍ୱସ୍ତି ଅନୁଭବ କରିବେ । ଶୁଭ ଖବର ମିଳିବ । ଋଣ ପରିଶୋଧ କରିପାରନ୍ତି ।
ଯୋଗାଯୋଗ ଫଳଦାୟକ ହେବ । ଲେଖା-ପଢ଼ା ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି । ଅର୍ଜିତ ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ପାରନ୍ତି ।
ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଫଳକୁ ଆଶା ନ ରଖି କର୍ମ ପଥରେ ଆଗକୁ ବଢ଼ିବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶ୍ରମର ମୂଲ୍ୟାଙ୍କନ ହେବ । କୃଷି କର୍ମରେ ଆଗକୁ ବଢ଼ିବେ । ଈଶ୍ୱର ବିଶ୍ୱାସୀ ହେବେ ।
କାର୍ଯ୍ୟ ଆନନ୍ଦ ଦାୟକ ହେବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ଚଳାଇ ଥିବା ଉଦ୍ୟମ ସଫଳ ହେବ । ଦେବ ଦର୍ଶନର ସୌଭାଗ୍ୟ ଅଛି । ବିଭାଗୀୟ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । ବିବାଦରେ ବିଜୟୀ ହେବେ ।
ଶ୍ରମ ସାର୍ଥକ ହେବ । କାଷ୍ଠ, ଲୌହ, ତୃଣ, ଅଙ୍ଗାର ଓ ପ୍ରସ୍ତରାଦି ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ । ଶ୍ରେଷ୍ଠ ସମ୍ମାନ ମିଳିପାରେ । ସୁଖୀ ହେବେ ।
ବିଭନ୍ନ ସ୍ତରରୁ ସ୍ନେହାଶିଷ ମିଳିବ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ମହତ ହେବ ।
ବିବାଦୀୟ ବିତର୍କରୁ ଦୂରେଇ ରହିପାରନ୍ତି । ବିଦ୍ୱାନ ତଥା ଯଶସ୍ୱୀ ହେବେ । ବିଳାସ-ବ୍ୟସନରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ନିର୍ଭୟରେ କାର୍ଯ୍ୟ ସଂପାଦନ କରିପାରନ୍ତି । ମାନବିକତା ଅକ୍ଷୁଣ୍ଣ ରହିବ । ଆସ୍ଥା ଭାଜନ ହେବେ ।
ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ । ବିଭନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments