![]() |
ବ୍ୟବସାୟ ଲାଭଜନକ ହେବ । ପଥପ୍ରଦର୍ଶକ ହୋଇପାରନ୍ତି । ସ୍ୱୀକୃତ ସମ୍ପନ୍ନ ହେବେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ବ୍ରତକର୍ତ୍ତା ହେବେ । ଦେବଦ୍ୱଜ ପରାୟଣ ହୋଇପାରନ୍ତି । ଆସନ୍ନ ପ୍ରସବା ଥିଲେ ପୁତ୍ର ସନ୍ତାନ ଜାତ ହୋଇପାରେ । |
ସୁଖ ସମ୍ମାନ ଲାଭ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଅପାର ଗୁଣର ଅଧିକାରୀ ହେବେ । ଉପାର୍ଜନ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ସ୍ୱାଦିଷ୍ଟ ଭୋଜନ ମିଳିପାରେ । | |
ସୁଯୋଗର ଉପଯୋଗ କରିପାରନ୍ତି । ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ । ପାରିବାରିକ ସୁଖ ମିଳିବ; ମାତ୍ର ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ସୁଭାଷୀ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । | |
ସେବା ମନୋଭାବ ଗ୍ରହଣ କରିପାରନ୍ତି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ଅବ୍ୟାହତ ରହିବ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ଦୟାଳୁ ହେବେ । | |
ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ମିଳିବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ସରକାରଙ୍କ ଦ୍ୱାରା ଅନୁଗୃହିତ ହୋଇପାରନ୍ତି । ସମ୍ମାନିତ ହେବେ । | |
ଶତ୍ରୁତା ବୃଦ୍ଧି ହେବ; ମାତ୍ର ଅନିଷ୍ଟ ହେବ ନାହିଁ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ । | |
ବନ୍ଧୁ ମିଳନ ଘଟିପାରେ । ଶ୍ରେଷ୍ଠ ସମ୍ମାନ ମିଳିବ । ଯାନବାହନଯୁକ୍ତ ହୋଇପାରନ୍ତି । ଗ୍ରାମାଧୀଶ ହେବାର ସୁଯୋଗ ଅଛି । ପରାକ୍ରମୀ ହେବେ । ବହୁଜନ ପୋଷକ ହୋଇପାରନ୍ତି । ଘାତଚନ୍ଦ୍ର ହେତୁ ପାହାଚ ଚଢ଼ାରେ ସତର୍କ ହେବେ । | |
ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍କର୍ମରେ ବ୍ୟୟ କରିପାରନ୍ତି । ଜନସାଧାରଣଙ୍କର ପ୍ରିୟ ଭାଜନ ହୋଇପାରନ୍ତି । ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ଲକ୍ଷ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ଶତ୍ରୁ ଅପସରି ଯିବ । | |
ଲୋକ ସଂପର୍କ ବୃଦ୍ଧି ହେବ । ଖର୍ଚ୍ଚ ପରିମାଣ ଅଧିକ ହୋଇପାରେ । ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପରୋପକାରୀ ହେବେ । ପୁତ୍ର ସୁଖ ମିଳିପାରେ । ଉତ୍ତମ କଥକ ହୋଇପାରନ୍ତି । ମାନ୍ୟତା ପ୍ରାପ୍ତି ହେବେ । | |
ଶୁଭ ସମାଚାର ପାଇ ଖୁସି ହେବେ । ସୁଖ ସମ୍ମାନ ଲାଭ କରିବେ । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । ଗୋଷ୍ଟୀ, ନଗର ବା ଗ୍ରାମର ଅଧିପତି ହୋଇପାରନ୍ତି । ଦଣ୍ଡପତି ଓ ମନ୍ତ୍ରଣା ଶକ୍ତିଯୁକ୍ତ ହେବେ । | |
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଯଶସ୍ୱୀ ହେବେ । ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି । ସର୍ବତ୍ର ବିଜୟୀ ହେବେ । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ସକଳ ଗୁଣଯୁକ୍ତ ହେବେ । |
Odia Calendar 2020
Comments
comments