OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 2nd March 2022

Odia Rashiphala

Odia Rashiphala

ଅଶ୍ୱୀନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଅଧିକ ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନଜକି ୁ ନିୟୋ୍ଜିତ କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛ । ଦ୍ବିଜା ନକ୍ଷତ୍ରର ସାମାନ୍ୟ ଶଭଫଳ ।
କୃତ୍ତିକା ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରରୁ ସଫଳତା ମିଳବ । ଆର୍ଥିକ ସ୍ତିତି ରେ ସ୍ୱଚ୍ଛଳତା ଦେଖାଦେବ । ବବାଦି ରେ ବିଜୟୀ ହେବେ । ଶୁଭ କାର୍ଯ୍ୟ କରଣୀୟ । ରୋହଣୀ ନକ୍ଷତ୍ରର ସାମାନ୍ୟ ଶୁଭ ।
ମୃଗଶିରା ଓ ପନୁର୍ବସ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳବ । ଅଧିକ କ୍ଷମତା ପାଇ ତାର ସଦ୍ ବ୍ୟବହାର କରିବେ । ପ୍ରତିଯୋଗତାରେ ବଜିୟୀ ହେବେ । ଆର୍ଦ୍ରା ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ପନୁର୍ବସୁ ଓ ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ରାଜପୂଜା ମିଳବ । କ୍ଷତ ସହିଥିବା ବ୍ୟବସାୟରୁ ଲାଭ ମିଳବ । ଧର୍ମ ପ୍ରଚାରକ ହୋଇପାନ୍ତି । ମାନସକ ଅଶାନ୍ତି ଦୂର ହେବ‌; ମାତ୍ର ସାରାଦନ ସତର୍କରେ ଚଳିବେ ।
ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ପତ୍ନୀଙ୍କ ଦୁଃଖ ଦୂର କରିବାରେ ସକ୍ଷମ ହେବେ । ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ । ପର୍ବା ଫାଲଗୁନୀର ଶୁଭ ।
ଉତ୍ତରା ଫାଲଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରିମାସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଋଣ ପରିଶୋଧ କରିପାରନ୍ତି । ହସ୍ତା ନକ୍ଷତ୍ରର ସାମାନ୍ୟ ଶଭଫଳ ।
ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସୁତ୍ରରୁ ପ୍ରଚୁର ଅର୍ଥ ଆହରଣ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପଢ଼ାପଢ଼ିରେ ମନୋନିବେଶ କରିବେ । ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମନ୍ୟ ଶୁଭ ।
ବିଶାଖା ଓ ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ଙ୍ତିକୁ ପରିଶ୍ରମର ଉଚିତମୂଲ୍ୟ ମିଳବ । କୃଷି କରି ଲାଭଦାୟକ ହେବ । ବ୍ୟବସାୟ ନୂତନ ମାର୍ଗରେ ପରିଚାଳିତ ହେବ । ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ।
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ତିତିରେ ସ୍ବଚ୍ଛଳତା ଦେଖାଦେବ । ଶଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହଛି । ଦେବଦର୍ଶନରୁ ଅଶାନ୍ତି ଦୂର ହେବ। ପର୍ବାଷାଢ଼ାର ଶୁଭ ।
ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନାଗମ ହେବ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ବନ୍ଧୁ ସହାୟତା ପାଇ ଖସୁ ହେବେ । ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ।
ଧନିଷ୍ଠା ଓ ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଊଣା ହେବ ନାହିଁ । ଲାଭବାନ୍ ହେବେ । ସୁସ୍ଥ ରହିବେ । ପାରିବାରିକ ସୁଖ ମିଳିବ । ପୂର୍ବଭାଦ୍ର ନକ୍ଷତ୍ର ମଧ୍ୟ ଶୁଭଫଳ ମିଳବ ।
ପୂର୍ବଭାଦ୍ର ଓ ଉତ୍ତରଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି କର୍ମକାର୍ଯ୍ୟରେ ସ୍ୱ୍ଇଚ୍ଛାରେ ଧନ ବ୍ୟୟ କରିପାରନ୍ତି । ବିବାବାଦୀୟ ବତିର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ରେବତୀ ନକ୍ଷତ୍ରର ସାମାନ୍ୟ ଶଭଫଳ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments