OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 2nd April 2019

Odia Rashiphala

Odia Rashiphala

ଦୂରଯାତ୍ରା ଶୁଭଫଳଦାୟକ ହେବ । ସୁଖ, ସମ୍ମାନ ଲାଭ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଜ୍ଞ ବ୍ୟକ୍ତି ବିଶେଷରେ ପରିଗଣିତ ହୋଇପାରନ୍ତି ।
ଭବିଷ୍ୟତ ପାଇଁ କର୍ମ ପନ୍ଥା ସ୍ଥିର କରିବେ । ଶ୍ରମ ସଫଳ ହେବ । ଦୁଶ୍ଚିନ୍ତା ଦୂର ହୋଇପାରେ । ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । ସନ୍‌ମାର୍ଗୀ ହେବେ । ଦାନ-ଧର୍ମକୁ ଅଗ୍ରାଧିକାର ଦେବେ ।
ପଡ଼ୋଶୀଙ୍କ ସହ ସୁସମ୍ପର୍କ ରହିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ସତ୍‌ପଥଗାମୀ ହେବେ । ଧାର୍ମିକ ଭାବନାରୁ ସଫଳ ମିଳିବ । କୀର୍ତ୍ତିମାନ ହେବେ । ପ୍ରିୟ ଭାଷା ବ୍ୟବହାର କରି ସବୁରି ପ୍ରିୟ ପାତ୍ର ହେବେ ।
ଅବାଞ୍ଛିତ ଘଟଣା ଘଟିପାରେ । ଧନହାନି ଘଟିପାରେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ବ୍ୟୟ ବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସ୍ୱଳ୍ପଧନ ମିଳିପାରେ ।
ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଧନ-ଜନ-ଗୋପ-ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।
ପରିବାରଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ହର୍ଷ-ଉଲ୍ଲାସ ଭିତରେ ଦିନଟି ଅତିବାହିତ ହେବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ଅଯାଚିତ ସାହାଯ୍ୟ ମିଳିପାରେ । ପ୍ରଭାବଶାଳୀ ହୋଇପାରନ୍ତି । ପାପମୋଚନ ପାଇଁ ତୀର୍ଥ ଭ୍ରମଣ କରିପାରନ୍ତି । ଜଣେ ମହାମନୁଷ୍ୟର ମର୍ଯ୍ୟାଦା ପାଇବେ । ନିଜ ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ପିତାମାତାଙ୍କୁ ଭକ୍ତି କରିବେ ।
ଉପୁଜିଥିବା ସଙ୍କଟ ଦୂର ହେବ । ବିପଦମୁକ୍ତ ହୋଇପାରନ୍ତି । ସମୃଦ୍ଧିର ମୂଳଦୁଆ ପଡ଼ିବ । ବିଶିଷ୍ଟ ବ୍ୟକ୍ତି ମର୍ଯ୍ୟାଦା ଲାଭ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବେ ।
ପ୍ରାୟତଃ ଲାଭବାନ୍ ହୋଇପାରନ୍ତି । ଉଚ୍ଚସମ୍ମାନ ଲାଭ କରିପାରନ୍ତି । ଜଣେ ପତିବ୍ରତା ଅଥବା ପତ୍ନୀ ପରାୟଣ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍ ହେବେ । ସକଳଗୁଣର ଆଧାର ହେବେ । ସୁଖୀ ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଧନବାନ୍ ହେବାର ସୂଚନା ମିଳୁଛି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବା ସହିତ ସାହାଯ୍ୟପ୍ରାପ୍ତ ହେବେ । ଧାର୍ମିକ ବ୍ୟକ୍ତିଭାବେ ଜନାଦୃତ ହୋଇପାରନ୍ତି । ବିଦ୍ୟାବାନ୍ ହେବେ । ସର୍ବଦା ପ୍ରୀତିଯୁକ୍ତ ହେବେ ।
ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି । କାହାରି ଚାପର ବଶବର୍ତ୍ତୀ ନ ହୋଇ ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସମ୍ପାଦନ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ନୂଆ ବନ୍ଧୁ ଜୁଟିବେ ।
ବନ୍ଧୁ ସହଯୋଗ ମିଳିପାରେ । ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ । ନୀତି-ନିୟମରେ ପରିଚାଳିତ ହେବେ । ପ୍ରବଳ ପ୍ରତାପୀ ହୋଇପାରନ୍ତି । ଜନବଲ୍ଲଭ ଭାବେ ସାମାଜିକ ସ୍ତରରେ ଉଚ୍ଚସମ୍ମାନ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments