ଜଗନ୍ନାଥଙ୍କ ଦର୍ଶନ ଲାଭ କରି ମନୋବାଞ୍ଛା ପୂରଣ କରିପାରନ୍ତି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ବଚନରେ ପରକୁ ଆପଣାର କରିବେ। | |
ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତ ହେବେ। | |
ରାଜନୈତିକ ସ୍ତରରେ ସମ୍ମାନ ବୃଦ୍ଧିହେବ। ବ୍ୟସ୍ତତା ଭିତରେ ଆଶ୍ୱସ୍ତି ମିଳିବ। କୁଳ ଉଜ୍ଜ୍ୱଳ କରିବାରେ ପାରଙ୍ଗମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ । ଦୟାଳୁ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। | |
ଯୋଗା-ଯୋଗ ଆନନ୍ଦଦାୟକ ହେବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି। ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। | |
ଅଧିକ ଲାଭ ଆଶାରଖି ବ୍ୟବସାୟରେ ଅର୍ଥ ବିନିଯୋଗ କରିପାରନ୍ତି। ଶାରୀରିକ ସ୍ତରରେ ପୀଡ଼ା ଗ୍ରସ୍ତ ହୋଇପାରନ୍ତି। ଈର୍ଷାଳୁ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। | |
ପିଲାମାନଙ୍କ ପାଠପଢ଼ାରେ ବ୍ୟସ୍ତ, ବିବ୍ରତ ହୋଇପାରନ୍ତି। ପ୍ରୀତି ଲାଭର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳିବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ମନରେ ଅହଂଭାବ ଜାଗ୍ରତ ହେବ। | |
ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ-ସାଧନ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ନିରାମୟ ଜୀବନ-ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ। | |
ଶତ୍ରୁ ଅପଦସ୍ତ ହୋଇ ପଛକୁ ଫେରି ଯିବେ। କେତେକ କ୍ଷେତ୍ରରେ ନୀରବ ଦ୍ରଷ୍ଟା ସାଜି ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଧନଲାଭ ଆଶା କରାଯାଉଛି। ଲଟେରି ଉଠାଣ ଆପଣଙ୍କ ସପକ୍ଷରେ ଯାଇପାରେ। | |
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଆପଣଙ୍କ ବ୍ୟକ୍ତିତ୍ୱ ସର୍ବଜନ ବିବ୍ରତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହୋଇପାରନ୍ତି। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ। | |
ପ୍ରତିଦ୍ବନ୍ଦ୍ବିତାରେ ବିଜୟ ହାସଲ କରିପାରନ୍ତି। ମନୋବଳ ଦୃଢ଼ ରହିବ। ଚିତ୍ତରେ ପ୍ରସନ୍ନତା ଦେଖା ଦେବ। ଆସ୍ତିକ ହେବେ। ମଧୁରଭାଷୀ ହେବା ଆଶାକରାଯାଏ। କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। | |
ମାନସିକ ଶାନ୍ତି ମିଳିବ। ମଧୁରଭାଷୀ ହେବେ। ଆଶାବାଦୀ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱ ଦିଗପ୍ରସାରୀ ହେବ। ପରଦେଶବାସୀ,ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। | |
କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ଯୋଗ ଅଛି। ବିଭିନ୍ନ ଦିଗରୁ ସମସ୍ୟା ଉପୁଜି ପାରେ। ଐଶର୍ଯ୍ୟଯୁକ୍ତ ହୋଇପାରନ୍ତି। ବଳବାନ୍ ହେବେ। ଯୁଦ୍ଧ ଓ ମୋକଦ୍ଦମାରେ ବିଜୟୀ ହେବେ। ମିତ୍ର ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଯକ୍ତୁ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। |