OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 25th Aug 2020

Odia Rashiphala

Odia Rashiphala

ମନ୍ତ୍ରଣା ବା ପରାମର୍ଶଦାତା ହୋଇପାରନ୍ତି । ଶାସ୍ତ୍ରଜ୍ଞ ହେବେ । ବ୍ରତକର୍ତ୍ତା ହେବେ । ଦେବଦ୍ୱିଜ ପରାୟଣ ହେବେ । ସାମାନ୍ୟ ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ ।
ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ସାମାନ୍ୟ ଚେଷ୍ଟାରେ କାର୍ଯ୍ୟହାସଲ କରିବାରେ ସକ୍ଷମ ହେବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଦୀର୍ଘଦିନର ଆଶାପୂରଣ ହୋଇପାରେ । ପତ୍ନୀଙ୍କ ଉପଦେଶ ଆପଣଙ୍କୁ ସନ୍‌ମାର୍ଗୀ କରିବ ।
କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ହସଖୁସିରେ ସମୟ ଆତିବାହିତ କରିପାରନ୍ତି । ଆଶା ଫଳବତୀ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଆଶା କରୁଥିବା ସାହାଯ୍ୟ ମିଳିବ । ନିଶଙ୍କ ହେବେ ।
ହିଂସାମାର୍ଗରୁ ନିବୃତ୍ତ ହେଲେ ଶ୍ରେଷ୍ଠ ମାନ୍ୟତା ମିଳିବ । ନୃତ୍ୟ-ସଙ୍ଗିତ ପ୍ରିୟ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମମାର୍ଗରେ ଅର୍ଥାତ୍, ସତ୍ୟ-ଶୌଚଦୟା ଓ ଦାନ-ପୁଣ୍ୟରେ ମନୋନିବେଶ କରିବେ ।
ସକଳ ଗୁଣର ଆଧାର ହେବେ । ସୁଖୀ ହେବେ । କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଅଜାତଶତ୍ରୁ ହେବେ । କୃଷିକ୍ଷେତକୁ ତ୍ୱରାନ୍ୱିତ କରିବେ । ଯାନବାହନ ସୁଖ ମିଳିପାରେ । ପ୍ରଦୂଷଣ ମୁକ୍ତି ଗୃହରେ ବାସ କରିବେ ।
ପ୍ରଭାବ ବିସ୍ତାର କରିବା ପାଇଁ ସ୍ଥିତି ଅନୁକୂଳ ରହିଛି । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ଧନାଗମର ସୂଚନା ମିଳୁଛି । ତ୍ୟାଗଶୀଳ ହେବେ । ନୀତଜ୍ଞ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । କୀର୍ତ୍ତିମାନ ହୋଇପାରନ୍ତି । ସହିଷ୍ଣୁ ହେବେ ।
ଭଲ ରୋଜଗାର ହେଉଥିବାବେଳେ ବ୍ୟୟ ପରିମାଣ ବୃଦ୍ଧି ପାଇବ । ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ମନୋବଳ ଦୃଢ଼ ରହିବ । ସଙ୍ଗୀତ ପ୍ରିୟ ହେବେ । ଯଶସ୍ୱୀ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ ।
କାର୍ଯ୍ୟରେ ସଫଳାତ ଲାଭ କରିବେ । ଆୟବୃଦ୍ଧିର ସୂଚନା ମିଳୁଛି । ଖାଦ୍ୟପେୟ ରୁଚିକର ହେବ । ସୁସ୍ଥ ଓ ନିରାମୟ ରହିବେ । ଆଶା ଫଳବତୀ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ଧନବାନ ଓ ଗୁଣଯୁକ୍ତ ହେବେ ।
ଯାହା ଇଚ୍ଛା କରିବେ; ତାହା ପାଇବେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । କର୍ମଚଞ୍ଚଳ ରହିବେ । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ମୂଲ୍ୟବାନ୍ ଧାତୁଦ୍ରବ୍ୟ ମିଳିପାରେ । ନୂଆବନ୍ଧୁ ସାହାଯ୍ୟକାରୀ ହେବେ ।
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ । ଚେଷ୍ଟା ଶୁଭପ୍ରଦ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯାନବାହନ ସୁଖ ମିଳିବ । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିବେ ।
କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ବିଭାଗୀୟ ଅର୍ଥ ମିଳିପାରେ । ଗୃହ ପରିବେଶ ଉନ୍ନତମାନର ହୋଇପାରେ । ଉତ୍ତମ ଗୁଣର ଅଧିକାର ହୋଇପାରନ୍ତି । ଧର୍ମ ମାର୍ଗରେ ତଥା ସତ୍ୟ-ଶୌଚ-ଦୟା ଓ ଦାନଶୀଳ ହେବେ ।
ଦୁରୂହ କାର୍ଯ୍ୟକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ । ନିଜେ ଉପବାସ ରହି; ଅନ୍ୟକୁ ଦାନା ଦେଇପାରନ୍ତି । ବନ୍ଧୁଦର୍ଶନ କରି ଉତ୍‌ଫୁଲ୍ଲିତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଚେଷ୍ଟା ଶୁଭପ୍ରଦ ହେବ । ବିଚାରବନ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments