![]() |
ଶ୍ରମର ମୂଲ୍ୟାଙ୍କନ ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଦେବଦର୍ଶନରେ ଆତ୍ମ ସନ୍ତୋଷ ଲାଭ କରିବେ । ସରକାରୀ ସ୍ତରରୁ ଲାଭ ମିଳିବ । |
ତ୍ୟାଗଶୀଳ ହେବେ । ମତିମାନ୍ ହୋଇପାରନ୍ତି । ଧନଯୁକ୍ତ ହୋଇପାରନ୍ତି । କୀର୍ତ୍ତିଶାଳୀ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଅତି ସୁଖୀ ଓ ସହିଷ୍ଣୁ ହେବେ । ନୀତିନିଷ୍ଠ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । | |
ଭଲ ରୋଜଗାର ହେବ । ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭ ଉଠାଇ ପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । | |
କର୍ମଚଞ୍ଚଳ ରହିବେ । ଯୁଦ୍ଧଯାତ୍ରା ଶୁଭଦାୟକ ହେବ । ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିପାରନ୍ତି । ବ୍ୟୟ ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । | |
ଆୟର ମାତ୍ରାର ବୃଦ୍ଧି ପାଇବ । ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବାର ସମ୍ଭାବନା ରହିଛି । | |
ସୁସମ୍ୱାଦ ଶୁଣି ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ବିଜୟୀ ହେବାର ସମ୍ଭାବନା ରହିଛି । | |
ଚାତୁର୍ଯ୍ୟପୂର୍ଣ୍ଣ କଥା ପାଇଁ ଆଦରଣୀୟ ହେବେ । ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ମନ ପ୍ରଫୁଲ୍ଲ ରହିବ । | |
ଥଣ୍ଡା-କଫଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି । ରାଜପୂଜିତ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ଗ୍ରାମାଧୀଶ ହେବେ । ବହୁ ପୋଷକ ହେବେ । ଆଜି ସତର୍କତାର ସହ ଚଳିବାକୁ ପଡ଼ିବ । | |
ବନ୍ଧୁ ମିଳନ ସୁଖଦାୟକ ହେବ । ଆଜିର ଦିନରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ପ୍ରୀତିଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ । | |
ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । | |
ଅଧ୍ୟୟନରତ ହେବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅମୋଘ ଶକ୍ତି ସମ୍ପନ୍ନ ହେବେ । ଷଡ଼ ଐଶ୍ୱର୍ଯ୍ୟଶାଳୀ ହୋଇପାରନ୍ତି । ସ୍ଥିତପ୍ରଜ୍ଞ ହେବେ । ଧନ ପାଇ ବି ଭକ୍ତିବର ପ୍ରାପ୍ତ ହେବେ । | |
ଶ୍ରମ ସାର୍ଥକ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଗୃହ ପରିବେଶ ଉନ୍ନତମାନର ହେବ । ଯାନବାହନ ସୁଖ ମିଳିପାରେ । କୃଷି କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେବେ । |
Odia Calendar 2021
Comments
comments