OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 23th April 2019

Odia Rashiphala

Odia Rashiphala

ଶତ୍ରୁ ସହିତ ମୁହାଁ-ମୁହିଁ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଭ୍ରାତୃପ୍ରିୟ ହେବେ । ଧର୍ମମତି ହୋଇପାରନ୍ତି । ସୁଶୀଳ ଓ ସାଧୁହିତକାରୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।
ଉପୁଜି ଥିବା ଅପ୍ରିୟ ପରିସ୍ଥିତିରୁ ଉଧୁରି ଯାଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ପୁଣ୍ୟବାନ୍ ହେବେ । ସ୍ୱଭାବ-ସୁଲଭ ଗୁଣର ଅଧିକାରୀ ହେବେ । ଜନବଲ୍ଲଭ ହୋଇପାରନ୍ତି ।
ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଉନ୍ନତି ପଥରେ ଆଗକୁ ବଢିପାରନ୍ତି । ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରତ୍ ହେବେ ।
ଅଯଥାରେ କ୍ଷତି ସହିପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତି ହେବେ । ରାଜପ୍ରାସାଦ ତୁଲ୍ୟ ସୁଖ ଭୋଗ କରିବେ । ଯାନବାହନ ସୁଖ ମିଳିପାରେ । ସରକାରୀ ମାନ୍ୟତା ମିଳିବ । ଧନବାନ ହେବେ ।
ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ବ୍ୟବସାୟ ଲାଭ ଜନକ ହେବ । ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ ।
ପଡ଼ୋଶୀଙ୍କ ସାହର୍ଯ୍ୟର ଆବଶ୍ୟକ ନାହିଁ । ସ୍ୱୟଂକୃତ କାର୍ଯ୍ୟରେ ସଫଳତା ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସମ୍ମାନ ମିଳିବ । ଗୃହ ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମହେବାର ସୂଚନା ମିଳୁଛି ।
ଆଜିଠାରୁ ଅନଟନ ରହିବ ନାହିଁ । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ । ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ । ଭାଗ୍ୟଶାଳୀ ହୋଇପାରନ୍ତି । ପତ୍ନୀ ପରାୟଣ ହେବେ । ସୁଖ ଭୋଗ କରିପାରନ୍ତି । ଧନାଗମ ହେବ । ଯାନ ସୁଖ ମିଳିପାରେ ।
ଚେଷ୍ଟାରେ ସଫଳତା ଲାଭ କରିପାରନ୍ତି । ରୋଜଗାର ଆଶାନୁରୂପ ହେବ । ସରକାର ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
 ଅନୁସନ୍ଧାନରେ ସଫଳତା ଲାଭ କରବେ । ପଥରୋଧ ଘଟିପାରେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । କଥାଶୈଳୀରେ ଅନ୍ୟକୁ ବଶ କରିପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସ୍ଥିତି ଅନୁକୂଳ ରହିଛି । ବହୁଦିନର ଆଶାପରୂଣ ହେବ ।
ସ୍ମରଣ ହାନି ଘଟିପାରେ । ମୂଲ୍ୟବାନ ଦ୍ରବ୍ୟଲାଭରସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସହାୟତା ମିଳିବ । କରିତ୍‌କର୍ମା ହୋଇପାରନ୍ତି । ସୁଖ ମିଳିବ ।
ଶତ୍ରୁଙ୍କ ସହିତ ଆପୋଷ ମିଳାମିଶା ହୋଇପାରେ । ସୁଖ-ସମ୍ମାନ ମିଳିବ । ଆଶା ଫଳବତୀ ହେବ । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ବିଭାଗୀୟ ସ୍ତରରୁ ସମ୍ମାନିତ ହୋଇପାରନ୍ତି । ଧନ ଲାଭର ସୂଚନା ମିଳୁଛି । ଅସାଧ୍ୟ ସାଧନ କରିପାରନ୍ତି ।
ପୂର୍ବ ନିଷ୍ପତ୍ତିକୁ ବଦଳାଇ ଦେଇପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରବେ । ଦିନଟି ସମସ୍ୟା ବହୁଳ ହେଲେ ବି କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସରେ ଦିନଟି ଅତିବାହିତ କରବେ । ସମୃଦ୍ଧି ପଥରେ ଆଗକୁ ବଢ଼ବେ । ସୁଖୀ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments