OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 22th March 2022

Odia Rashiphala

Odia Rashiphala

ଆମୋଦଂପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖକର ହେବ । କର୍ମଷ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି | ବନ୍ଧୁ ସହାୟତା ମିଳିବ ଶତ୍ର ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରା ଦିନି କାର୍ଯ୍ୟ ବ୍ୟସ୍ତ ରହିବେ। ରଣ ପରିଶୋଧ କରିପାରନ୍ତି । ଶୁଭକାର୍ଯ୍ୟ କରଣୀୟ ।
ଉତ୍ତମ ମିତୁଙ୍କ ସନ୍ନରିଧ ମିଳିବ । ବିଭିନ୍ନ ସୂତ୍ରରୁ ଅଥାଗମର ସୂଚନା ମିଳୁଛି। ଗୁରୁ କୂପା ଲାଭ କରିପାରନ୍ତି।ବିଦ୍ୟାଭ୍ୟାସୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମଚଞ୍ଚଳ ରହିବେ ।
ସମସ୍ତ ଭାଇମାନଙ୍କର ପୂଜନୀୟ ହେବେ | ପରିଶ୍ରମ ଯେତେ କଠିନ ହେଲେ ବି, ‘ ତା’ର ମୂଲ୍ୟ ମିଳିବ | ଯାନ-ବାହନ ସୁଖ ମିଳିପାରେ । ସାମାଜିକ ସ୍ତରରେ ଯଶସ୍ଵୀ ହେବେ। କୀର୍ଜିମାନ୍‌ ହୋଇପାରନ୍ତି ।
ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଆର୍ଥିକ ସ୍ରିତିରେ ସ୍ଵଚ୍ଛଳତା ଦେଖାଦେବ ।ଠାକୁରଙ୍କ ଦର୍ଶନ ଲାଭ କରିବାର ସୈଭାଗ୍ୟ ଉଦୟ ହୋଇଛି। ସରକାରୀ ସ୍ତରରୁ ଲାଭ ମିଳିବ ।
ଆଳସ୍ୟ ପରାୟଣ ହେଲେ ବି ଆଶା ଫଳବତୀ ହେବ | ଶୁଭା-ଶୁଭମିଶ୍ରିତ ଫଳ ମିଳିପାରେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ମାନ ସମ୍ମାନ ବୃଦ୍ଧି ହେବ। ପତ଼ୀଙ୍କ କଷ୍ଟ ଦୂର କରିବାରେ ପାରଙ୍ଗମ ହେବେ ।
ରୋଜଗାରକ୍ଷମ ହେବେ । ସରକାରୀ ବା ବନ୍ଧୁଙ୍କ ଦାରା ଲାଭବାନ୍‌ ହେବେ । ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବା ସ୍ଵାସ୍ଥ୍ୟ ଅତୁଟ ରହିବା ଚିନ୍ତାଧରା ଉନ୍ନତମାନର ହେବ ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପରନ୍ତି । ସହିଷ୍ଣୁ ମନୋଭାବର ହେବେ । ଦାନ-ଧ୍ାନରେ ଅଧୁକ ଅର୍ଥ ବ୍ୟୟ କରିପାରନ୍ତି କର୍ମଚଞ୍ଚଳ ରହିବେ । ମଧୁର ଭାଷାରେ ପରକୁ ଆପଣାର କରିବେ |
ସାଧନାରେ ସିଛି ପ୍ରାପ୍ତିର ସୌଭାଗ୍ୟ ଉଦୟ ହୋଇଛି । ଅଧୁକ ଜ୍ଞାନ ଅଜନ ପଇଁ ଆଗ୍ରହୀ ହେବେ । ସତ୍‌କମ୍ରେ ନିଜକୂ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।
କର୍ମଚଞ୍ଚଳ ରହିବେ। ସରକାରୀ ଅଥ ମିଳିପାରେ । ସମୃହିର ପ୍ରଥମ ସ୍ତର ଅତିକ୍ରମ କରିପାରନ୍ତି । କର୍ମଷେତ୍ର ଉଜ୍ଜଳମୟ ହେବ । ବିବାଦୀୟ ଘଟଣାରେ ବିଜୟା ହେବେ। ଆର୍ଥିକ ସ୍ଥିତିରେ ସ୍ଵଚ୍ଛନତା ଦେଖଦେବ ।
କାର୍ଯ୍ୟର ସଫଳ ରୂପୟନ କରି ପ୍ରଶଂସାର ପାତ୍ର ହେବେ । ଆତ୍ମସନ୍ତୋଷ ମିଳିବ । ଅଧୁକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି । ଯତ୍‌, ଅଧ୍ଯବସାୟ ଓ ଉଦ୍ୟମ ବଳରେ ଅସାଧ୍ଯ ସାଧନ କରିପରନ୍ତି।
ସାମନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଥାଗମରେ ବାଧାପ୍ରାପ୍ତ ହୋଇପାରେ । ଶୁଭକାର୍ଯ୍ୟ ସ୍ମଗିତ ରଖୁବାକୁ ପଡ଼ିବ । ଅପରାହ୍ନରୁ ଶୁଭବେଳା ଆସିବ । ବ୍ୟବସାୟରୁ ଲାଭ ମିଳିବ। ଦାମ୍ପତ୍ୟ ସୁଖ ମିଳିବ ।

For daily odia rashiphala visit our website daily in the morning. This is compiled from a trusted source.

Order Odia Bhagyajyoti Calendar 2022 From OdishaShop.com

Odia Calendar 2022

Comments

comments