OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 22th February 2022

ସମାଜ ସେବାରେ ନିୟୋଜିତ କରିପାରନ୍ତି । ଶାନ୍ତି ଓ ଧର୍ଯ୍ୟବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । କୃଷି ବିଜ୍ଞାନୀ ହେବେ । ସପତ୍ନୀକ ଦ୍ୱିଜ କର୍ମରତ ହୋଇପାରନ୍ତି ।
ଅନାବଶ୍ୟକ ଖର୍ଚ୍ଚର ସମୁଖୀନ ହେବେ । ଭ୍ରାତୃ ଭାବ ଅତୁଟ ରହିବ । ସସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ଅର୍ଜନ କରିବେ । ଯାନବାହନ ସୁଖ ମିଳିବ ।
କର୍ମଚଞ୍ଚଳ ରହବେି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଧାର୍ମିକ ତେଜ ଓ ଉତ୍ତମ ବ୍ୟକ୍ତିତ୍ୱସମ୍ପନ୍ନ ହେବେ ।
ଉଦାର ପ୍ରକୃତିର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ । ସସ୍ଥ ଓ ନିରାମୟ ରହିବେ । କୃଷିକର୍ମରୁ ଲାଭବାନ୍ ହେବେ । ପ୍ରେମୀ ଓ ବୁଦ୍ଧିବାନ ହେବେ ।
ମନ ପ୍ରସନ୍ନ ରହିବ । ଈଶ୍ୱରବିଶ୍ୱାସୀ ହେବେ । କଥା ଓବ୍ୟବହାର ଭଦ୍ରୋଚିତ ହେବ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ । ଧାର୍ମିକ, ବନ୍ଧୁପ୍ରେମୀଓ ବିଦ୍ୱାନ୍ ହେବେ ।
ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ୍ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀହୋଇପାରନ୍ତି । ବନ୍ଧୁଙ୍କ ସହାୟତା ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନସୁଖପ୍ରଦ ହେବ ।
ଆୟ ଆଶାନୁରୂପ ହେବ । ଐ୍ୟଶ୍ୱର୍ଯ୍ୟପ୍ରାପ୍ତି ସୂଚନା ମିଳୁଛି । ସାହିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୂଚନା ମିଳୁଛି ।ସମ୍ପତ୍ତିବାନ୍ ହେବେ । ବିଦ୍ୱାନ୍ନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି ।
କର୍ମଯୋଗୀ ହେବେ । ସାଧନାର ପ୍ରଥମ ସୋପାନରେ ଉପନୀତହେବେ । ଧର୍ମ ଓ ରକ୍ଷଣଶୀଳ ମନୋଭାବର ହେବେ । ମଧୁରଭାଷାରେ ପରକୁ ଆପଣାର କରିବେ । ପରୋପକାରରେ ଧନବ୍ୟୟ କରିପାରନ୍ତି ।
ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱି ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥପ୍ରାପ୍ତି ସ୍ୱଚନା ମିଳୁଛି ।
କୁଳପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସସ୍ଥ ଓ ନିରାମୟ୍ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାରହିବ ।
ଭାଗ୍ୟଶାଳୀ ହେବେ । ଧର୍ମାତ୍ମା, ବିଦ୍ୱାନ୍ ଓ ସାହସୀ ହେବେ । ପୁରାତନ ଶବ୍ଦ ଭଣ୍ଡାରର ଉଦ୍ଧାର କର୍ତ୍ତା ହୋଇପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ବିନ୍ଦୁ ବିନ୍ଦୁଯୋଡି ସିନ୍ଧୁ କରିପାରନ୍ତି ।
ଯତ୍ନ, ଅଧ୍ୟବସାୟ ଓ ନିରନ୍ତର ଉଦ୍ୟମ ବଳରେ ଆସନ୍ନ ବିପଦର ମୁକାବିଲା କରିପାରନ୍ତି । ଅସୁସ୍ଥ ଥାଇ ମଧ୍ୟ କର୍ମତତ୍ପର ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments