OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 22th Dec 2020

Odia Rashiphala

Odia Rashiphala

କାର୍ଯ୍ୟରେ ବିଘ୍ନ ଉପୁଜି ପାରେ । ମନସ୍ତାପ କରି ପାରନ୍ତି । କଠିନ ସ୍ୱଭାବର ହୋଇପାରନ୍ତି । ମନରେ ଭୟର ସଂଚାର ହୋଇପାରେ । ପ୍ରଭାବଶାଳୀ ହେବେ । ନୀତି ନିୟମ ଅନୁସାରେ କାର୍ଯ୍ୟ ସଂପାଦନ କରିପାରନ୍ତି ।
ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ବୁଦ୍ଧିମାନ୍ ହେବେ । ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ ।
ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଧନ-ଜନ-ଗୋପଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବେ । ବିଳାସ ବ୍ୟସନ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ଶତ୍ରୁକୁ ପରାଜିତ କରି କାର୍ଯ୍ୟରେ ଆଗେଇବେ ।
ଦିନଟି ଶୁଭଙ୍କର ହେବ । ସେବା ପୂଜାରେ ନିୟୋଜିତ ହୋଇପାରନ୍ତି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ବିବାଦରେ ବିଜୟୀ ହୋଇ ଆନନ୍ଦ ଉଲ୍ଲାସ କରିପାରନ୍ତି । ସନ୍ତାନ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ ।
କାର୍ଯ୍ୟରେ ବିଚଳିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମତିଭ୍ରମ ଯୋଗୁଁ ଭୁଲ କାର୍ଯ୍ୟ କରିପାରନ୍ତି । ଜ୍ଞାନ ଗରିମାଯୁକ୍ତ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ମିତ୍ର ଲାଭ ସହିତ, ଦେବ ଗୁର ପ୍ରସନ୍ନ ହେବେ ।
ମିଳିଥିବା ସୁଯୋଗର ସଦୁପଯୋଗ କରିପାରନ୍ତି । ଆନନ୍ଦ ଉତ୍ସବରେ ସାମିଲ ହେବେ । ଶୁଭକାର୍ଯ୍ୟ କରଣୀୟ । ଦୀର୍ଘଦିନର ଆଶା ପୂରଣ ହେବ । ବସ୍ତ୍ର ଭୂଷଣ ଲାଭ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ସର୍ବ ସୁଖ ମିଳିପାରେ ।
ଦୂରୁହ କାର୍ଯ୍ୟ ସମ୍ପାଦନ କରିବାରେ ପାରଙ୍ଗମ ହେବେ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି ।
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ବହୁ ଶୁଭଫଳ ଆଶା କରାଯାଏ । କର୍ମୋନ୍ନତି ଘଟି ଚାଲିବ । ବନ୍ଧୁ ଦର୍ଶନ ଉପକାରରେ ଆସିବ । ବହୁ ସୁଖର ଅଧିକାରୀ ହେବେ । ସାଧୁ କଲ୍ୟାଣ ମିଳିବ ।
ସର୍ବଦା ସହାସ୍ୟ ମୁଖ ହେବେ । ବିଶୁଦ୍ଧ ଭାଷା ବ୍ୟବହାର କରି ସବୁରି ପ୍ରିୟଭାଜନ ହୋଇପାରନ୍ତି । ଧନଶାଳୀ ହେବା ଆଶାକରାଯାଏ । ବହୁ ସୁଖର ଅଧିକାରୀ ହୋଇପାରନ୍ତି । ମାତ୍ର ବୃଦ୍ଧମାନଙ୍କ ପାଇଁ ଏହା ପ୍ରଯୁକ୍ତ ନୁହେଁ ।
ସମ୍ପର୍କରେ ଢ଼େର ଉନ୍ନତି ଘଟିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଭୋଜନ ସୁଖ ମିଳିବ । ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । କଳ୍ପନା ବିଳାସୀ ହୋଇପାରନ୍ତି । କୃଷି କର୍ମଣ ଦକ୍ଷତା ପ୍ରତିପାଦନ କରିବେ । ବିଜୟୀ ହେବେ ।
ମାନ ସମ୍ମାନ ପୂର୍ଣ୍ଣ ହେବ, ମାତ୍ର ଏଥି ପାଇଁ ବହୁ କଷ୍ଟ ସହିବାକୁ ପଡ଼ିବ । ଆଶାବାଦୀ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟ ଶୈଳୀରେ ସାଧାରଣ ଜନତା ଅଭିଭୂତ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ମାତ୍ର କେତେକ ସ୍ଥାନରେ ବିଘ୍ନ ଘଟିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments