OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 21th May 2019

Odia Rashiphala

Odia Rashiphala

ପ୍ରେମ ଜନିତ କାର୍ଯ୍ୟରେ ଦିନ ବିତାଇ ପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ହୃଷ୍ଟମନା ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ କଟାଇପାରନ୍ତି । ଧର୍ମାତ୍ମା ପ୍ରବାସ ପ୍ରିୟ ଓ ବିଦ୍ୱାନ ବ୍ୟକ୍ତିଭାବେ ପରିଗଣିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ଗୃହରେ ପ୍ରିୟ ଲୋକଙ୍କ ସମାଗମ ହେବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।
ପଡ଼ୋଶୀଙ୍କ ପାଇଁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ସୃଷ୍ଟି ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ଚଳିବେ ।
ଆତ୍ମୀୟ ଲୋକ ବିରୁଦ୍ଧାଚରଣ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚକ୍ଷୁଯନ୍ତ୍ରଣା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ-ମମତା ରହିବ । ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ଦ୍ୱାରା ଲାଭ ପ୍ରାପ୍ତ ହେବେ ।
 ବିଶେଷ ଆୟ କରିବାର ସୂତ୍ର ମିଳିପାରେ । ଚଞ୍ଚଳ ପ୍ରକୃତିର ହେବେ । ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଧନ ଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆସ୍ଥା ରଖି ପାରନ୍ତି । ଧାର୍ମିକ ଓ ତେଜସ୍ୱୀ ହେବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ରହିପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ମହତ୍ କାର୍ଯ୍ୟ ବୋଲି ଆଦରି ନେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
ବିବାଦୀୟ ଘଟଣାରେ ବିଜୟ ଲାଭ କରବେ । ପରଶ୍ରମ ଫଳପ୍ରସୂ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ପୀଡିତ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ସମ୍ମାନ ମିଳିବ ।
କର୍ମକ୍ଷେତ୍ରରେ ସହାୟତା ମିଳିବ । ଆଶାବନ୍ଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ପାଇଁ ସବୁ କ୍ଷେତ୍ରରେ ଆଦରଣୀୟ ହେବେ । ଯେକୌଣସି ସୂତ୍ରରୁ ଧନାଗମ ହେବ । ପରଦେଶବାସୀ ମଧରୁଭାଷୀ ସହନଶୀଳ ଓ ଶାନ୍ତିପ୍ରିୟ ହେବେ ।
ଚାକିରରେ ଅଯଥା ଚିନ୍ତା କରିବାର କାରଣ ନାହିଁ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଅଧିକ ହେବ । ପ୍ରୀତି ଭୋଜନ ମିଳିବ । ବଳଶାଳୀ ହୋଇପାରିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୈନିକ ମାନେ ରଣାଙ୍ଗନରେ କରିତ୍‌କର୍ମା ହେବେ । ମୋକଦ୍ଦମାରେ ଜିଣିବେ । ଧନଲାଭ ହେବ ।
ବିଶ୍ୱାସ ଘାତକମାନଙ୍କଠାରୁ ଦୂରେଇ ରହନ୍ତୁ । ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁର ସମ୍ଭାଷଣରେ ଶ୍ରୋତାଙ୍କ ମନ କିଣି ପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତ ବିଦ୍ୟାରେ ରଖି ଆଶାବାଦୀ ହେବେ ।
ପରଶ୍ରିମ ଫଳଦାୟକ ହେବ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ବିଭାଗୀୟ ଓ ସରକାରୀ ସ୍ତରରେ ସମ୍ମାନିତ ହେବେ । ଧନଲାଭ ହେବ ।
ହଜିଥିବା ଦ୍ରବ୍ୟ ପୁଣି ହାତକୁ ଆସିବ । କୁଳ ମର୍ଯ୍ୟାଦା ରକ୍ଷା କରି ପ୍ରଶଂସାର ପାତ୍ର ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିପାରନ୍ତି । ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments