OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 20th Oct 2020

Odia Rashiphala

Odia Rashiphala

ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଆନନ୍ଦ ଉପଭୋଗ କରିବେ । ଗୁଣବାନ୍ ହେବେ । ଧନୀ ଓ ମାନୀ ହୋଇପାରନ୍ତି; ମାତ୍ର ଅଷ୍ଟମଚନ୍ଦ୍ର ଭୋଗ ହେତୁ ଶାରୀରିକ ଓ ମାନସିକ ସ୍ତରରେ ପୀଡ଼ା ଅନୁଭବ କରିପାରନ୍ତି ।
କାର୍ଯ୍ୟରେ ସଫଳତା ଲାଭ କରିବେ । ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଭୋଜନ ତୃପ୍ତିଦାୟକ ହେବ । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ଯଶସ୍ୱୀ ହେବେ । ବିଳାସ ବ୍ୟସନ କରିପାରନ୍ତି । ନର୍ଭୀକ ଭାବେ କାର୍ଯ୍ୟ କରିବେ ।
ଅତିପ୍ରିୟତାରେ ଗୌରବ ହାନି ଘଟି ପାରେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ସତ୍‌ସଙ୍ଗୀ ହେବେ । ସୁଖ ଶାନ୍ତିରେ ସମୟ ଅତିବାହିତ କରିପାରନ୍ତି । ଉନ୍ନତି ମାର୍ଗରେ ଅଗ୍ରଗାମୀ ହେବେ । ମନରେ ସରସତା ଭାବ ଆସିବ ।
ପଠନ, ଲିଖନରେ ମନୋନିବେଶ କରିପାରନ୍ତି । ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି । ସତ୍‌ସଙ୍ଗରେ ଯୋଗଦାନ କରିପାରନ୍ତି । ପଡ଼ୋଶୀଙ୍କ ସହିତ ସଦ୍ଭାବନା ରହିବ । ଯଶସ୍ୱୀ ହେବେ । ଶୁଭ କର୍ମ ପାଇଁ ବାତାବରଣ ଅନୁକୂଳ ରହିଛି ।
ଶୁଭାଶୁଭ ମିଶ୍ରିତ ଫଳ ମିଳିବ । କର୍ମଚଞ୍ଚଳ ରହିବେ । ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି । ଧର୍ମ ଧାରଣାରେ ନିୟୋଜିତ ହେବେ । ଜିତେନ୍ଦ୍ରିୟ ହେବେ । ପରାକ୍ରମୀ ହୋଇପାରନ୍ତି । ଉତ୍ତମ ମିତ୍ର କିମ୍ବା ପୁତ୍ର ଲାଭର ସୂଚନା ମିଳୁଛି । କଥାକାର ହେବେ ।
ମାନ୍ୟତାପ୍ରାପ୍ତ ହେବେ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦୁଶ୍ଚିନ୍ତା ଦୂର ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସୁଖଭୋଗ କରିବେ ।
ଆଶାବାଦୀ ହୋଇପାରନ୍ତି । ଭିନ୍ନଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୃଢ଼ ସଂକଳ୍ପ ନେଇ କର୍ମକ୍ଷେତ୍ରରେ ପ୍ରୟାସ ଜାରି ରଖିବେ । ସୁଖ ସନ୍ତୋଷ ଲାଭ କରିବେ । ସନ୍‌ମାର୍ଗୀ ହେବେ ।
କଳ, ବଳ, କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ନିର୍ଭରଶୀଳ ନ ହୋଇ ନିଜ ଚିନ୍ତାଧାରା ପ୍ରୟୋଗ କଲେ ସଫଳତା ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଦେବ କାର୍ଯ୍ୟ କରି ଆଶ୍ୱସ୍ତ ହେବେ ।
ପଥରୋଧ କରିବାକୁ କେହି ଉଦ୍ୟମ କରିପାରନ୍ତି । ମନଯୋଗ ସହକାରେ ପୂଜାର୍ଚ୍ଚନା କରିବେ । ବାଣିଜ୍ୟ କାରବାର ଲାଭଜନକ ହେବ । ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ପରିଚାଳନା କରିବେ । ଜନ ସାଧାରଣଙ୍କର ପ୍ରିୟଭାଜନ ହେବେ ।
ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ପାରଙ୍ଗମ ହେବେ । ଆୟ ଆଶାନୁରୂପ ହେବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ବନ୍ଧୁ ମିଳନରେ ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସତ୍‌କର୍ମରେ ନିୟୋଜିତ ହେବେ ।
ଉଦ୍ୟମ ପ୍ରଶଂସନୀୟ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ସରକାରୀ ଧନ ମିଳିପାରେ । ବିଦ୍ୟାବାନ୍ ହେବେ । ଗୁଣୀ ହୋଇପାରନ୍ତି । ଚତୁରତାରୁ ଶତ୍ରୁ ପଛଘୁଞ୍ଚା ଦେବ ।
ଯାହା ଇଚ୍ଛା କରିବେ; ତାହା ଅକ୍ଳେଶରେ ପାଇ ପାରନ୍ତି । ସାଧୁସେବାରେ ନିୟୋଜିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ପରିଶ୍ରମର ମୂଲ୍ୟ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments