![]() |
ପାରିବାରିକ ଅର୍ଥ ପ୍ରାପ୍ତ ହେବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । |
ସୁସମ୍ବାଦ ମିଳିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରୀ ଅର୍ଥ ମିଳିବ । | |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ଶେଷରେ ବିଜୟୀ ହେବେ । ଅବିଚଳ ହୋଇପାରନ୍ତି । | |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିବା ଭଲ । ପରାମର୍ଶଦାତା ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବାକୁ ପଡ଼ିବ । | |
ପ୍ରିୟ ଲୋକଙ୍କଠାରୁ ସହାୟତା ରାଶି ମିଳିପାରେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ସୁସ୍ୱାଦୁ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ । | |
ଶତ୍ରୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ସମାଚାର ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ମଙ୍ଗଳମୟ ରହିଛି । ସାରାଦିନ କାର୍ଯ୍ୟବ୍ୟସ୍ତ ରହିପାରନ୍ତି । ପ୍ରବଳ ଉଦ୍ୟମ ଚଳାଇ ଋଣ ପରିଶୋଧ କରିବେ । | |
ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଚକ୍ଷଣ ବୁଦ୍ଧିଯୋଗୁଁ ସର୍ବ ଜନାନୁରକ୍ତ ହେବେ । | |
ଆର୍ଥିକ ସମସ୍ୟା ଘେନି ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇପାରନ୍ତି । ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ସତ୍କର୍ମ ପାଇଁ ସୁଖ୍ୟାତି ଅର୍ଜନ ଓ ଜନପ୍ରିୟ ହେବେ । | |
ଧୀର ବୁଦ୍ଧି-ସ୍ଥିର ଚିତ୍ତରେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟରେ ପୂରା ସହଯୋଗ ମିଳିବ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । | |
କାର୍ଯ୍ୟ ଧୀର-ମନ୍ଥର ଗତିରେ ଚାଲିବ । ମନ ବିଷାଦିତ ହୋଇପାରେ; ମାତ୍ର ନୀତିନିଷ୍ଠ ଭାବେ ଜନାଦୃତ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି । ଖର୍ଚ୍ଚାନ୍ତ ଯୋଗ ଅଛି । ଶ୍ରେଷ୍ଠତାରେ ଆଞ୍ଚ ଆସିବ ନାହିଁ । | |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ଥ ଓ ନିରାମୟ ରହିବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମହତ୍ ଚିନ୍ତାଧାରା ନେଇ କାର୍ଯ୍ୟ ସମ୍ପାଦନ କରିବେ । ପରମ୍ପରାର ଟେକ ରଖିବେ । | |
କର୍ମକ୍ଷେତ୍ର ସାମାନ୍ୟ ପରିମାଣର ଅର୍ଥଦାୟକ ହେବ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ । ଧର୍ମକାର୍ଯ୍ୟରେ କୁଣ୍ଠିତ ନହୋଇ ଅଧିକ ବ୍ୟୟ କରିପାରନ୍ତି । ମିଠା କଥାରେ ପରକୁ ନିଜର କରିବେ । |
Odia Calendar 2019
Comments
comments