OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 1st Oct 2019

Odia Rashiphala

Odia Rashiphala

ଅନ୍ୟାୟର ପ୍ରତିବାଦ କରିପାରନ୍ତି । ସୁଖୀ ହେବେ । ସମ୍ମାନିତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । ସନ୍‌ମାର୍ଗୀ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ପୁତ୍ର ଲାଭର ସୂଚନା ମିଳୁଛି ।
ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ଶତ୍ରୁ ବଳବାନ୍ ହୋଇପାରେ; ମାତ୍ର କଳକୌଶଳ ପ୍ରୟୋଗ କରି ତାକୁ ପରାସ୍ତ କରିପାରନ୍ତି । ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ସଦ୍ଭାବନା ସ୍ଥାପନ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାନ୍ତି ପ୍ରାପ୍ତ ହେବେ ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ପରୋପକାର କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବେ । ଗରିମାମୟ ହେବେ । ତାରୁଣ୍ୟ ରୂପ ପାଇବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ ।
ବନ୍ଧୁମେଳରେ ଦିନ ବିତାଇ ପାରନ୍ତି । କଳହଠାରୁ ଦୂରେଇ ରହିବେ । ଅର୍ଥ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି । ସତ୍ୟାନୁରକ୍ତ ହେବେ । ମିଷ୍ଟଭାଷୀ ହେବେ । ବିବେକାନୁମୋଦିତ କାର୍ଯ୍ୟ କରିବେ । ଲୋକ ପ୍ରିୟତା ଅର୍ଜନ କରିବେ । ବରିଷ୍ଠ ହେବେ ।
ଉଚ୍ଚ ଆଶା ଫଳବତୀ ହେବ । ଯେକୌଣସି ସୂତ୍ରରୁ ଅର୍ଥ ପାଇବେ । ପାପଗ୍ରହ ରାହୁଙ୍କ ଶୁଭ ଭାବରୁ ବ୍ୟବସାୟ ଲାଭଜନକ ହେବ । ସୁଖ ମିଳିବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସର୍ବତ୍ର ସୁଖ ଓ ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ ।
ବିପଦର ସୂଚନା ପାଇ ସତର୍କତା ଅବଲମ୍ବନ କରିବେ । ଆଶାବାଦୀ ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ସୁଖ, ସହଜ ଓ ସୁଲଭ ହେବ । ସମ୍ମାନିତ ହେବେ । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ଉଚ୍ଚପଦ-ପଦବୀରେ ଅଧିଷ୍ଠିତ ହୋଇପାରନ୍ତି । ବ୍ୟସନ ବିରତ ହେବେ ।
ମିଥ୍ୟା ଅପବାଦ ମିଳିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଧନପ୍ରାପ୍ତିର ସୁଯୋଗ ଜୁଟିଛି । ବହୁ ଭାବରେ ଉପକୃତ ହେବେ । ବିନୀତ ସ୍ୱଭାବର ହେବେ । ଧର୍ମ-ଧାରଣାରେ ରହି ଜଗତ ମଙ୍ଗଳ ପାଇଁ ପ୍ରାର୍ଥନା କରିବେ ।
ବନ୍ଧୁଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହେବା ସହିତ ଆନନ୍ଦ ଉପଭୋଗ କରିପାରନ୍ତି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଉପକାରୀ ବ୍ୟକ୍ତିଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଓ ସହକର୍ମୀଙ୍କ ପ୍ରିୟ ଭାଜନ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି ।
ଆୟ ଉତ୍ତମ ଧରଣର ହେବ । କର୍ମକ୍ଷେତ୍ରରେ ଉତ୍ସାହବୋଧର ପରିପ୍ରକାଶ ଘଟାଇ ଗର୍ବିତ ହେବେ । ମନୋଜ୍ଞ ହୋଇପାରନ୍ତି । ବିଚକ୍ଷଣ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଉଜ୍ଜ୍ୱଳ କାନ୍ତିଯୁକ୍ତ ହେବେ । ସମୃଦ୍ଧ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇବେ ।
ପାରିବାରିକ ଶାନ୍ତି ଫେରି ପାଇବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଆଶାବାଦୀ ହେବେ । ଆୟବୃଦ୍ଧିର ସୂଚନା ମିଳୁଛି । ବ୍ରାହ୍ମଣମାନଙ୍କ ହୀତାକାଂକ୍ଷୀ ହେବେ । ସଦାଦ୍ୟୋମୀ ହେବେ । ପୁଣ୍ୟବାନ୍ ହେବେ । ଦୃଢ଼ଜ୍ଞ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ ।
ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ । ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିବେ । ବ୍ୟବସାୟ ଲାଭଜନକ ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ଭାଗ୍ୟବାନ୍ ହେବେ । ସନ୍‌ମାର୍ଗୀ ହେବେ । ଜ୍ଞାନୀ ଓ ମିତ୍ରସ୍ନେହୀ ହେବେ ।
ସୁ-ସମ୍ୱାଦ ପାଇ ଖୁସି ହୋଇପାରନ୍ତି । ନୀରବ ଭାବ ପ୍ରଦର୍ଶନ କରିବେ । ଦାନ-ଧର୍ମରୁ ବିରତ ହୋଇପାରନ୍ତି । ଉପଯୁକ୍ତ ପରାମର୍ଶ ଦାତା ହେବେ । ସକଳ ଶାସ୍ତ୍ରଜ୍ଞାତା ହେବେ । ବ୍ରତକର୍ତ୍ତା ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଖର୍ଚ୍ଚାନ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments