![]() |
ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁକୁ ପ୍ରଭାବିତ କରିବେ । ଧନ ବୃଦ୍ଧି ଲାଭ ସହିତ ମହାନୁଭବ ହେବେ । |
ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । ସନ୍ମାର୍ଗୀ ହେବେ । କଳୁଷ ଦୂର ହେବ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ । ଶୌର୍ଯ୍ୟମୁତଂ ଓ ଭୋଗପ୍ରିୟ ହେବା ଆଶା କରାଯାଏ । | |
କୁମିତ୍ରମାନଙ୍କଠାରୁ ଦୂରେଇ ନ ରହିଲେ ବିପଦକୁ ବରଣ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି । ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବ୍ୟବସାୟରେ ବହୁ ଲାଭ ହେବ । ସର୍ବଜନାରୁରକ୍ତ ହେବେ । ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ । | |
ସୁଖକର ଘଟଣା ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ମିଷ୍ଟାନ୍ନ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିପାରନ୍ତି । ଶାସ୍ତ୍ରଜ୍ଞ ହେବେ । ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ । ରାଜପୂଜା ପାଇବେ । | |
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ସତର୍କତାର ଦିନ । ‘ହାତେ ମାପି ଚାଖଣ୍ଡେ ଚାଲିବେ’ । | |
ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ସୁସମ୍ବାଦ ପାଇ ଖୁସି ହୋଇ ପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ । | |
ନିସର୍ଗ ସୁଖ ଭୋଗ କରି ପାରନ୍ତି । କର୍ମକ୍ଷେତ୍ରରେ ପ୍ରଭୂତ ବିସ୍ତାର କରିବେ । ଶାସ୍ତ୍ର ବିଚକ୍ଷଣ ହେବେ । ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । | |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭଗବତ୍ ପ୍ରେରଣାଦାୟୀ ହେବେ । ଦେବଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ । | |
ତେଜିୟାନ୍ ହେବେ । ଶ୍ରେଷ୍ଠ ପଦପଦବୀରେ ମଣ୍ଡିତ ହୋଇପାରନ୍ତି । ଧର୍ମପ୍ରିୟ ହେବେ । ପୁତ୍ର ସୁଖ ଭୋଗ କରିପାରନ୍ତି । ଜନପ୍ରିୟ ହେବେ । ଶୁଭକାର୍ଯ୍ୟରୁ ବିରତ ହେବା ଉଚିତ । ଆକସ୍ମିକ ସମସ୍ୟା ଦେଖାଦେଇପାରେ । | |
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୀର୍ତ୍ତିମାନ୍ ହେବେ । ସୁଖ-ସମୃଦ୍ଧିର ମୂଳଦୁଆ ପଡ଼ିବ । ଅସନ୍ତୋଷ ଦୂର ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । | |
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ବନ୍ଧୁବିରୋଧରେ ସମ୍ମୁଖୀନ ହେବେ । ବହୁବ୍ୟୟର ସୂଚନା ମିଳୁଛି । କର୍ମ ଚଞ୍ଚଳ ରହିବେ । ମଧୁର କଥାରେ ପରକୁ ଆପଣାର କରି ଉପକୃତ ହେବେ । |
Odia Calendar 2021
Comments
comments