OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 1st Dec 2020

Odia Rashiphala

Odia Rashiphala

ଆଶାବାଦୀ ହେବେ । ନୂତନ ନିଯୁକ୍ତି ମିଳିପାରେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ର ଉତ୍ସାହପଦ ହେବ । ପୁତ୍ର ସୁଖ ମିଳିପାରେ । ନୀତିନିଷ୍ଠ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ଚତୁର ଓ ଯୁଦ୍ଧ ପ୍ରିୟ ହେବେ ।
କାର୍ଯ୍ୟରେ ସଫଳତା ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟି ପାରନ୍ତି ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ପଥରୋଧ ଘଟିପାରେ । ଶୁଭ ସମ୍ୱାଦ ମିଳିପାରେ । ମାନ-ସମ୍ମାନର ଅଧିକାରୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଦାନ-ଧର୍ମ କରିପାରନ୍ତି । ଗୁଣବାନ୍ ଓ ଧନୀ ହେବେ ।
କର୍ମକ୍ଷେତ୍ର ଲାଭଦାୟକ ହେବ । ଆୟ ଆଶାନୁରୂପ ହେବ । ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସମ୍ମାନିତ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । ପ୍ରସନ୍ନତା ମିଳିବ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଦୀର୍ଘ ଦିନର ଆଶା ପୂରଣ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ ।
ଧର୍ମକ୍ଷେତ୍ରକୁ କର୍ମକ୍ଷେତ୍ର ଭାବେ ବାଛି ନେଇ ପାରନ୍ତି । ଦାନ ଧର୍ମରେ ଦୀକ୍ଷିତ ହେବେ । ଭୋଗ ବିଳାସ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ ।
ଧର୍ମ କର୍ମ ସଂପାଦନ କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଶତ୍ରୁ ବଳବାନ୍ ହେଲେ ବି କିଛି ଅନିଷ୍ଟ କରିପାରିବେ ନାହିଁ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।
କାର୍ଯ୍ୟରେ ସଫଳତା ମିଳିବ । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । ଯାନବାହନ ସୁଖ ମିଳିପାରେ । ଗ୍ରାମାଧୀଶ ହୋଇପାରନ୍ତି । ପରାକ୍ରମଶାଳୀ ହେବେ । ବହୁ ପୋଷକ ହେବା ଆଶା କରାଯାଏ । ଘାତଚନ୍ଦ୍ର ହେତୁ ସତର୍କ ରହିବେ ।
ନିଜ ସମ୍ପାଦିତ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ର ଉତ୍ସାହ ବୋଧ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଧାର୍ମିକ ପ୍ରବୃତ୍ତିର ହେବେ ।
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ । ଅର୍ଥ ଚିନ୍ତାରେ ପଡ଼ିପାରନ୍ତି । ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । ସରକାରୀ ଧନ ମିଳିବ ।
ଆଲୋଚନାରେ ବାଦାନୁବାଦ ଉପୁଜି ପାରେ । ବିଚକ୍ଷଣ ବୁଦ୍ଧି, ଜ୍ଞାନ ଓ ଗରିମାଯୁକ୍ତ ହୋଇପାରନ୍ତି । ସରକାରୀ ସ୍ତରରୁ ଲାଭ ମିଳିପାରେ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଯଶସ୍ୱୀ ହେବେ । ସରକାରୀ କୃପା ମିଳିବା ଆଶା କରାଯାଏ ।
ଶ୍ରମ ସାର୍ଥକ ହେବ । ସର୍ବସୁଖ ମିଳିପାରେ । ସନ୍ତାନ ବର୍ଗରେ ଢ଼େର ଉନ୍ନତି ହେବ । ଅସାଧ୍ୟ ସାଧନ କରିବାରେ ପାରଙ୍ଗମ ହେବେ । ବିତ୍ତବାନ୍ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments