OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 19th January 2021

Odia Rashiphala

Odia Rashiphala

ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇ ବିବ୍ରତ ହୋଇପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କଥାକାର ହୋଇପାରନ୍ତି । ବିନୟୀ ହେବେ । ବିଦ୍ୟାରୂପକ ମହାଧନ ଅର୍ଜନ କରିବେ ।
ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ଧନବାନ୍ ହେବେ । ମହିଳାମାନଙ୍କ ଦ୍ୱାରା ମନୋନୀତ ହୋଇ ପଦ ପଦବୀରେ ଆସୀନ ହୋଇପାରନ୍ତି । ବିଦେଶରେ ରହି ସ୍ୱାର୍ଥ ସାଧନ କରିବେ । ବ୍ୟୟାଧିକ ହେବେ । ସଂଯମୀ ହେବେ ।
ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ । ସୁବର୍ଣ୍ଣ ସଂପଦ ପ୍ରାପ୍ତ ହୋଇପାରନ୍ତି । ରାଜାପ୍ରସାଦ ସୁଖ ମିଳିବ । ସମସ୍ତ ସୁଖ ଓ ଐଶ୍ୱର୍ଯ୍ୟ ଭୋଗ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ବାଣିଜ୍ୟ କାରବାର ଲାଭଜନକ ହେବ । ସୁଖୀ ହେବେ । ସ୍ମାରକୀ ସମ୍ମାନ ମିଳିପାରେ । ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ଲାଭ ହୋଇପାରେ । କାର୍ଯ୍ୟ ଉତ୍ସାହଜନକ ହେବ । ପରୋପକାରୀ ହୋଇପାରନ୍ତି । ବିଭିନ୍ନ ପ୍ରକାରର ଧନଲାଭ ହେବ ।
ସଙ୍ଗୀତପ୍ରିୟ ହେବେ । ମୂଲ୍ୟବାନ୍ ବସ୍ତ୍ର ଭୂଷଣ ଲାଭ କରିପାରନ୍ତି । ଶାସ୍ତ୍ରର ଅନୁଗାମୀ ହେବେ । ଗୁଣବାନ୍ ହେବେ । ଧନୀ ହୋଇପାରନ୍ତି । ବହୁ ସମ୍ମାନର ଅଧିକାରୀ ହେବେ । ଦାନ ଧର୍ମରେ ଦୀକ୍ଷିତ ହେବେ । ଧନ ସଂଗ୍ରହରେ ପାରଙ୍ଗମ ହେବେ ।
ମନୋରମା କନ୍ୟା ସହିତ ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରିପାରନ୍ତି । ନିର୍ଭୟରେ କାର୍ଯ୍ୟ ସଂପାଦନ କରିପାରନ୍ତି ।
ଶତ୍ରୁକୁ ପରାଜିତ କରିବାରେ ପାରଙ୍ଗମ ହେବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ବହୁ ଶତ୍ରୁଙ୍କ କୋପ ଦୃଷ୍ଟି ଥାଇ ମଧ୍ୟ ସମସ୍ତ ଅରିଷ୍ଟ ବିନାଶ ହେବ । ପରଧନ ଉପରେ ଲୋଲୁପ ଦୃଷ୍ଟି ପକାଇ ପାରନ୍ତି ।
କନ୍ୟା, ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି । ବିଧି ବିଧାନରେ ପ୍ରସିଦ୍ଧ ଲାଭ କରିପାରନ୍ତି । ଦାନ ଧର୍ମ ଆଚରଣ କରିପାରନ୍ତି । ସର୍ବକଳା ସୁଦକ୍ଷ ହେବେ । ଶିକ୍ଷାବିତ୍ ହୋଇପାରନ୍ତି । ପରଧନରେ ଧନୀ ହୋଇପାରନ୍ତି ।
ଧର୍ମ ପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପଦ୍ୟୋଗୀ ହେବେ । ସର୍ବଦା ହସହସ ମୁଖ ରହିବ । କର୍ମଚଞ୍ଚଳ ରହିବେ । କୃଷିକାର୍ଯ୍ୟରେ ଧ୍ୟାନ ଦେବେ । ଯାନବାହନ ସୁଖ ମିଳିବ । ବାସସ୍ଥାନଟି ପ୍ରଦୂଷଣ ମୁକ୍ତ ରହିବ ।
ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି । ଆପାର ଗୁଣର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ । ବିଭିନ୍ନ ଦିଗରୁ ଧନାଗମ ହୋଇ ଅସଦ୍ ବ୍ୟୟ କରିପାରନ୍ତି । ଶତ୍ରୁ ଅଧିକ ହେବେ । ଅପବ୍ୟୟୀ ହେବେ ।
ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇ ବିବିଧ ଧନଯୁକ୍ତ ହେବେ । କର୍ମଚଞ୍ଚଳ ରହିବେ । ଅତି ସୁଖୀ ଓ କୀର୍ତ୍ତିଶାଳୀ ହୋଇପାରନ୍ତି । ବ୍ୟସ୍ତ ଥିବା କାର୍ଯ୍ୟକୁ ସଚୁାରୁରୂପେ ସଂପାଦନ କରିପାରନ୍ତି । ଆଦର୍ଶବାଦୀ ଓ ଧର୍ମ ପରାୟଣ ହେବେ ।
ଆୟ ଆଶାନୁରୂପ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରବଳ ସମ୍ପତ୍ତିର ଅଧିକାରୀ ହେବେ । ବିବିଧ ପ୍ରକାରର ସୁବିଦ୍ୟା ଅର୍ଜନ କରିପାରନ୍ତି । ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments