![]() |
ଇଚ୍ଛା କଲେ କର୍ମଧାରାର ପରିବର୍ତ୍ତନ କରାଇ ପାରନ୍ତି । ଉଦାର ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ଦାନଶୀଳ ହେବେ । ନିର୍ମଳ ଚରିତ୍ରବ୍ରତାର ପରିଚୟ ସୃଷ୍ଟି କରି୍ବେ । ସୁସ୍ଥ ଓ ନିରାମୟ ରହିବେ । କୃଷିରୁ ଲାଭ ଉଠାଇ ପାରନ୍ତି । |
![]() |
ରୋଜଗାର ବୃଦ୍ଧିହେବାର ସୂଚନା ମିଳୁଛି । ରୋଜଗାର ଊଣା କରିବାକୁ ପ୍ରତିବାଦୀ ଉଦ୍ୟମ ଚଳାଇବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତି ସମ୍ପନ୍ନ ହେବେ । ବ୍ୟକ୍ତିତ୍ୱର ପରିଚୟ ଦେବେ । ଧାର୍ମିକ, ବନ୍ଧୁପ୍ରେମୀ, ବିଦ୍ୱାନ ହେବେ । |
![]() |
ଆୟ ମଧ୍ୟମ ଧରଣର ହେବ । ଲୋଭଗ୍ରସ୍ତ ହୋଇପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।ପୂଜନୀୟ ହୋଇପାରନ୍ତି । ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। |
![]() |
ସୁଖ ଶାନ୍ତି ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବଳଶାଳୀ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୂଚନା ମିଳୁଛି । ସରକାରୀ କୃପାଲାଭ କରିବେ । |
![]() |
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସ୍ନେହୀ ଓ ମିଷ୍ଟଭାଷୀ ହେବେ । ରାଜଯୋଗ ପ୍ରାପ୍ତ ଆଶା କରାଯାଏ । ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ସାହସୀ, ଜ୍ଞାନୀ ହେବେ । |
![]() |
ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ଗ୍ରହଣ କରିବେ । ସରକାରୀ କୃପାଲାଭ କରିବା ସହିତ ଧନପ୍ରାପ୍ତ ହେବାର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସୁଖୀ ହେବେ। |
![]() |
ଆୟ ଯଥେଷ୍ଟ ପରିମାଣର ହେବ । କୁଳଦୀପକ ହୋଇପାରନ୍ତି । ମନପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । ଯଶସ୍ୱୀ ହୋଇପାରନ୍ତି । |
![]() |
ପରିବେଶ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରହିବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଅର୍ଥ ଲାଭ ହେବ । ସୁଖ-ସମୃଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । |
![]() |
ସୁ-ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭ ପାଇବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |
![]() |
ଶିକ୍ଷା ଓ ଅଭିଜ୍ଞତା ବୃଦ୍ଧିହେବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ପୋଷଣ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ । ପାରିବାରିକ ଓ ବନ୍ଧୁସୁଖ ମିଳିବ । |
![]() |
ବନ୍ଧୁବର୍ଗଙ୍କ ଦ୍ୱାରା ଉପକୃତ ହେବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିପାରନ୍ତି । |
![]() |
ମନରେ ଉଦ୍ବେଗ ଜାତ ହୋଇପାରେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହେବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହୋଇପାରନ୍ତି । ଜଣେ ଉତ୍ତମ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ଆଦର ପାଇବେ । |