OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 16th July 2019

Odia Rashiphala

Odia Rashiphala

ଧାର୍ମିକ ଚିନ୍ତାଧାରା ଲାଭଜନକ ହେବ । ସତ୍‌ସଙ୍ଗୀ ହେବା ଆଶା କରାଯାଏ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନ କରିପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ-ଶାନ୍ତି ମିଳିବ ।
ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ସୁଖ ମିଳିବା ପାଇଁ ଦୁଃଖ ସହିବାକୁ ପଡ଼ିବ । ସ୍ତ୍ରୀଧନ ହେତୁ ସୁଖୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ପ୍ରଭାବଶାଳୀ ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ରହିବେ ।
ଦେବ ପୂଜାରେ ନିୟୋଜିତ ହେବେ । କର୍ମକ୍ଷେତ୍ରରେ ଉତ୍ସାହପ୍ରଦ ହେବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ସମ୍ମାନିତ ହେବେ । ଗୁରୁଙ୍କର ଆଶୀର୍ବାଦ ହାତ ଆପଣଙ୍କ ମସ୍ତକ ଉପରେ ରହିଛି ।
ଆବଶ୍ୟକ ପଡୁଥିବା ସହାୟତା ପାଇ ଖୁସି ହୋଇପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ବିଶେଷ ଉପକୃତ ହୋଇପାରନ୍ତି । ଶାନ୍ତି-ସନ୍ତୋଷ ଲାଭ କରିବେ ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସୁସମ୍ବାଦ ପାଇ ଖୁସି ହେବେ । ପ୍ରଭୁଙ୍କର କୃପାପାତ୍ର ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ ।
ଭ୍ରମଣରୁ ସୁଖ ମିଳିବ । ସମ୍ମାନକୁ ଜଗି କଥାବାର୍ତ୍ତାରେ ନିୟନ୍ତ୍ରଣ ବାହାରକୁ ଯିବେ ନାହିଁ । ଅର୍ଥ ଚିନ୍ତା ପାଇଁ ମନସ୍ତାପ କରିପାରନ୍ତି । କୃଷିକାର୍ଯ୍ୟ ପାଇଁ ତତ୍ପର ହେବେ । ବ୍ୟବସାୟରୁ ଅଧିକ ଲାଭ ମିଳିବ । ଜିତେନ୍ଦ୍ରିୟ ହେବେ । ଜନ ସମର୍ଥନ ପାଇ ସୁଖୀ ହେବେ ।
ସଫଳତାର ନିକଟବର୍ତ୍ତୀ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ । ହର୍ଷଯୁକ୍ତ, ବିଶୁଦ୍ଧଭାଷୀ, ଧନଶାଳୀ ହୋଇପାରନ୍ତି । ନିରୀହ ପ୍ରକୃତିର ହେବେ । ପ୍ରିୟ କଥା କହିବାରେ ଦକ୍ଷ ହେବେ । ପ୍ରମାଦ ଦୂରେଇ ଯିବ । ସାଧୁସେବାରେ ଉତ୍ସର୍ଗୀକୃତ ମନୋଭାବ ରହିବ ।
ଦେବ ଦର୍ଶନ କରି ଆନନ୍ଦ ଅନୁଭବ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ ଯଶସ୍ୱୀ ହୋଇପାରନ୍ତି । ଚିନ୍ତାଧାରା ସତ୍ ଓ ଉନ୍ନତମାନର ହେବ । ସାଧନାରେ ସିଦ୍ଧିଲାଭ କରିବେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ ।
ଜମି କ୍ରୟ କରିବାର ସୁଯୋଗ ଅଛି । ସୁଖ-ସମ୍ମାନ ଲାଭ କରିପାରନ୍ତି । ମନରେ ନୂତନ ଆଶାର ସଞ୍ଚାର ହୋଇପାରେ । ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଆରୋଗ୍ୟ ହେବେ । ମଷ୍ଟାନ୍ନ ଭୋଜନ ମିଳିବ । ନୂଆ ବନ୍ଧୁ ଜୁଟିବେ । ଅର୍ଥ ମିଳିବ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜିପାରେ । ସାମର୍ଥ୍ୟର ନମୁନା ବାଢ଼ି ପାରନ୍ତି । ଧନାଗମ ହେବା ସହିତ ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ମନରେ ନାନା ଚିନ୍ତା ଓ ଉଦ୍‌ବେଗ ଜାତ ହୋଇପାରେ । ଚକ୍ଷୁରେ ପୀଡ଼ା ଦେଖା ଦେବ ।
ଧନ-ସମ୍ପଦ ବୃଦ୍ଧି ହେବ । ମୂଲ୍ୟବାନ୍ ଦ୍ରବ୍ୟଲାଭର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଇପ୍‌ସିତ ସମ୍ମାନରେ ସମ୍ମାନିତ ହେବେ । ନାନା ସୁଖ ଭୋଗ କରିବେ । ବିଶାଳ ଯଶର ଅଧିକାରୀ ହେବେ । ଶତ୍ରୁଜିତ୍ ଓ ଦାନୀ ହେବେ ।
ଯୋଗାଯୋଗରେ ସଫଳ ହେବା କଷ୍ଟସାଧ୍ୟ । କାର୍ଯ୍ୟରେ ସଫଳତା ଲାଭ କରିବେ । କୌଶଳରେ କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ସର୍ବାଙ୍ଗୀଣ ଉନ୍ନତି ହେବ । ପୌରଷ ପଣିଆ ସାବ୍ୟସ୍ତ କରି ପାରନ୍ତି । ବିନୀତ ସ୍ୱଭାବର ହେବେ । ମତ୍ରାର୍ଜନ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments