OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 15th Sep 2020

Odia Rashiphala

Odia Rashiphala

କାର୍ଯ୍ୟ ସିଦ୍ଧି ହେବ ; ମାତ୍ର ବିଳମ୍ବରେ ସହଯୋଗ ମିଳିବା କଷ୍ଟସାଧ୍ୟ ହେବ । ସୁଗୁଣ ସମ୍ପନ୍ନ ହେବେ । ଧନାଧିପତି ହେବେ । ସତ୍ୟର ପୂଜାରୀ ହୋଇପାରନ୍ତି । ପତ୍ନୀ, ପତି ପରାୟଣ ହେବେ । ସୁବର୍ଣ୍ଣ ସଂପଦ ଓ ପୁତ୍ର ଲାଭ ହେବ ।
ଆଶା ପୂରଣ ହୋଇପାରେ । ଧର୍ମ ରକ୍ଷକ ହୋଇପାରନ୍ତି । ମନୋଜ୍ଞ ହେବେ । ରାଜ୍ୟଭୋଗ କରିପାରନ୍ତି । ସତ୍‌ପୁତ୍ର ଲାଭ ଯୋଗ ଅଛି । ସ୍ଥାନାନ୍ତର ଯୋଗ ଅଛି । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ନେତ୍ର ପୀଡ଼ା ଉପୁଜିପାରେ ।
ନିଜ ଅର୍ଜିତ ଧନ ଭୋଗ କରିବେ । ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି । ଉପଯୁକ୍ତ ପରାମର୍ଶଦାତା ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ଆଶାୟୀ ହେବେ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହେବେ ।
ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଧର୍ମ-କର୍ମ ସଂପାଦନ କରିବେ । ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ସାହସୀ ହେବେ । କୁଶଳୀ ହେବେ । ବାଞ୍ଛିତ କାର୍ଯ୍ୟ କରିବେ ।
ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବେ । ପଦୋନ୍ନତିରେ ସୁଯୋଗ ସୃଷ୍ଟି ହୋଇଛି । ସୁଖ-ସମ୍ଭୋଗ କରିପାରନ୍ତି । ସତ୍ୟବାଦୀ ହେବେ । ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି । ପିତୃ ଭକ୍ତିଯୁକ୍ତ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ସୁଖ ମିଳିବ ।
ପାରିବାରିକ ସୁଖ ମିଳିବ । ଶୁଭ ଖବର ପାଇ ଖୁସି ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ରହିବେ । ଶାନ୍ତ ଓ ନିପୁଣ ହେବେ । ମେଧାବୀ ହୋଇପାରନ୍ତି । ବିଦ୍ୱାନ୍ ଓ ଦୟାଳୁ ହୋଇପାରନ୍ତି ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭୋଗବିଳାସ କରିପାରନ୍ତି । ଶୁଭଖବର ପାଇ ଖୁସି ହେବେ । ସର୍ବ ସୁଖ ଆଶା କରାଯାଏ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । ଗୁଣଜ୍ଞ ହେବେ ।
କାର୍ଯ୍ୟ ହସ୍ତଗତ ହୋଇପାରେ । କର୍ମଚଞ୍ଚଳ ରହିବେ । ଚେଷ୍ଟା ଫଳବତୀ ହେବ । ମନୋବଳ ଦୃଢ଼ ରହିବ । ପାରିବାରିକ ସୁଖ ସମୃଦ୍ଧି ଜୀବନଯାପନ କରିପାରନ୍ତି । ଭୋଗାସକ୍ତ ହେବେ । ଗୁଣବାନ୍ ହେବେ । ଜ୍ଞାନୀ ହେବେ ।
ସେବା ମନୋଭାବର ହୋଇପାରନ୍ତି । କାର୍ଯ୍ୟ ବିଳମ୍ୱିତ ହେଲେ ବି ସଫଳତା ମିଳିବ । ଧର୍ମାସକ୍ତ ହୋଇପାରନ୍ତି । ମତିମାନ୍ ହେବେ । ପୁତ୍ର, ମିତ୍ର ହେତୁକ ସୁଖଭୋଗ କରିପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।
ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ପ୍ରଭୂତ ସୁଖର ଅଧିକାରୀ ହେବେ । ସପତ୍ନୀକ ସୁଖ ଭୋଗ କରିପାରନ୍ତି । ଅବିବାହିତମାନଙ୍କର ସୁକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ ।
ଅଯାଚିତ ସାହାଯ୍ୟ ମିଳିପାରେ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ମାନ-ସମ୍ମାନ ବୃଦ୍ଧି ହେବ । ଭ୍ରମଣ ସୁଖ ମିଳିବ । କର୍ତ୍ତବ୍ୟନିଷ୍ଠ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ ।
ପ୍ରତିହିଂସା ପରାୟଣ ହୋଇପାରନ୍ତି । ଦେବଦର୍ଶନରେ କଷ୍ଟ ନିବାରଣ ହେବ । ଯାନବାହନ ସୁଖ ମିଳିବ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟ ହାସଲ କରିପାରନ୍ତି । ନାନା ବିଭବରେ ମଣ୍ଡିତ ହେବା ଆଶା କରାଯାଏ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments