OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 12th January 2021

Odia Rashiphala

Odia Rashiphala

ଉଦ୍ୟମ ଜାରି ରଖି କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି । ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭଗବତ ପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଆର୍ଥିକ ସ୍ଥିତି ନିମ୍ନଗାମୀ ହେବାର ସୂଚନା ମିଳୁଛି । ଶୁଭକାର୍ଯ୍ୟ ବର୍ଜନୀୟ । ପାରିବାରିକ ଅଶାନ୍ତିକୁ ଦୂର କରିବାକୁ ଚେଷ୍ଟା କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରିୟ ଲୋକ ପାଖ ଛଡ଼ା ଦେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ବହୁ ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରିୟ ବନ୍ଧୁଙ୍କ ସହାୟତା ପାଇ ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରନ୍ତି । ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ ।
ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତି ପାଇବେ । ଶୁଭ ସମାଚାର ପାଇ ଆନନ୍ଦିତ ହେବେ । ଅଧ୍ୟୟନରତ ହୋଇପାରନ୍ତି । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶଭକାର୍ଯ୍ୟ କରଣୀୟ । ଦାମ୍ପତ୍ୟ ସୁଖପ୍ରଦ ହେବ ।
ପଢ଼ାପଢ଼ିରେ ମନୋନିବେଶ କରିବେ । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ମିଳିବ । କାର୍ଯ୍ୟର ଧାରା ବଦଳାଇ ଦେଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ଅସଜଡ଼ା କାର୍ଯ୍ୟକୁ ସଜାଡ଼ିବାରେ ସକ୍ଷମ ହେବେ ।
ପରିଶ୍ରମ ଓ ନିଷ୍ଠା ଅବ୍ୟାହତ ରଖନ୍ତୁ; ପାରିଶ୍ରମିକ ନିଶ୍ଚିତ ମିଳିବ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୟାର ପାତ୍ର ହେବେ ।
ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇପାରେ । ଶୁଭକାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସାହାଯ୍ୟ ଓ ସହାନୁଭୂତି ପାଇବେ । ନିର୍ବାଚନରେ ବିଜୟୀ ହେବେ । ଠାକୁରଙ୍କ ଦର୍ଶନ ଲାଭ କରିବେ । ସରକାରୀ ସ୍ତରରୁ ଲାଭ ଉଠାଇବାରେ ପାରଙ୍ଗମ ହେବେ ।
ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟ ଲାଭଜନକ ହେବ । ନୀତିନିଷ୍ଠ ବ୍ୟକ୍ତି ଭାବେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ନିଃସ୍ୱାର୍ଥପର ସେବାରେ ବ୍ରତୀ ହେବେ ।
ଐଶ୍ୱର୍ଯ୍ୟଯୁକ୍ତ ହେବେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଋଣ ପରିଶୋଧ କରିପାରନ୍ତି । ଚିନ୍ତାଧାରା ସୁଦୂର ପ୍ରସାରୀ ହେବ । ନୂଆ ବନ୍ଧୁମାନଙ୍କ ଠାରୁ ସହଯୋଗ ମିଳିବ । ପ୍ରୀତିଭୋଜନ ମିଳିପାରେ ।
କିଛି ଅଧିକ ପାଇବାକୁ ଇଚ୍ଛା କରି ବିଭିନ୍ନ ସ୍ତରରୁ ସହଯୋଗ ଲୋଡ଼ିବେ । ଏଥିପାଇଁ ଅଧିକ ବ୍ୟୟ କରିପାରନ୍ତି । ମଧୁରଭାଷୀ ହେବେ । ମହିଳାମାନଙ୍କର ସହାୟକ ହେବେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି ।
ସୁସମ୍ୱାଦ ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଉଦ୍ୟମ ଜାରି ରଖିବେ । ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି ।
କୁଳ ଉଜ୍ଜ୍ୱଳକାରୀ ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବାଣିଜ୍ୟ କାରବାର ଶୃଙ୍ଖଳିତ ହେବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆଣିପାରନ୍ତି । ଶୁଭକାର୍ଯ୍ୟ କରଣୀୟ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments