![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଗୁରୁକୃପା ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରିଶ୍ରମ କଠିନ ହେଲେ ବି ତାର ମୂଲ୍ୟମିଳିବ। ଚତୁର ଓ ଧନଯୁକ୍ତ ହେବେ। |
ନୂତନ ଆଶା ଫଳବତୀ ହେବ। କୀର୍ତ୍ତୀମାନ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁଲାଭବାନ୍ ହେବେ। ସକୁର୍ମା ଓ ଧନଶାଳୀ ହେବେ। | |
ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ସରକାରୀ ମାନ୍ୟତା ସହ ଧନ ପ୍ରାପ୍ତ ହେବେ। | |
ଆୟ ଆଶାନୁରୂପ ହେବ। ବନ୍ଧୁ ଅଥବା ସରକାରୀ ସ୍ତରରୁ ଧନ ପ୍ରାପ୍ତ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସଖପ୍ରଦ ହେବ। ସୁସ୍ଥ ରହିବେ। ଚନ୍ତାଧାରା ଉନ୍ନତମାନର ହେବ। | |
ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ନୂଆବନ୍ଧୁଙ୍କଠାରୁ ସହାୟତା ମିଳିବ। ପାପ ଗ୍ରହ କେତୁଙ୍କ ସହାୟତାରୁ ଶତ୍ରୁନାଶ କରିପାରନ୍ତି। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। | |
କାର୍ଯ୍ୟପୂର୍ଣ୍ଣାଙ୍ଗ ହେବ; ମାତ୍ର ବିଳମ୍ବରେ ଅଯଥା ବ୍ୟୟ ହୋଇପାରେ। ଭାଷା ଓ ବ୍ୟବହାରର ମଧୁରତା ଆପଣଙ୍କୁ ମହାନ୍ କରିପାରେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। | |
ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧିର ସଚୂନା ମିଳୁଛି । ସାଂସାରିକ ସୁଖ ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସତ୍କର୍ମରେ ନିୟୋଜିତ ହେବେ। | |
କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ମନରେ ଓ ସ୍ନେହ, ପ୍ରୀତିପୂର୍ଣ୍ଣ କାର୍ଯ୍ୟରୁ ପ୍ରଶଂସା ମିଳିବ। | |
ଜନସାଧାରଣଙ୍କଠାରୁସ୍ନେହ, ଶ୍ରଦ୍ଧା ଲାଭ କରିପାରନ୍ତି। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ। ନୂତନ କାର୍ଯ୍ୟର ଅଭିଳାଷୀ ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍ ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। | |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପଜୁାଇବାକୁ କେହି ଅପଚେଷ୍ଟା କରିପାରନ୍ତି। ପରିସ୍ଥିତି ଉପରେ କଡ଼ା ନଜର ରଖି ତା’ର ମକୁାବିଲା କରିବେ। ଭାଷା ଓ ବ୍ୟବହାର ମଧୁର ହେବ। | |
ମିତ୍ର ବନ୍ଧୁଙ୍କ ହିତକାରୀ ହେବେ। ଧୈର୍ଯ୍ୟବାନ୍ ହେବେ। କ୍ଷମାଶୀଳ ହୋଇପାରନ୍ତି। ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହେବେ। ବହୁ ସୁଖକର ଘଟଣା ମାନ ଘଟିବ। କର୍ମକ୍ଷେତ୍ର ସୁଫଳ ଦାୟକ ହେବ। ସୁଖ ମିଳିବ। | |
ସତସଙ୍ଗୀ ହେବେ। ମିତ୍ରତା ଦୃଢ଼ତର ହେବ। ଶତ୍ରୁ ବିଜୟୀ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ଶୁଭକାର୍ଯ୍ୟ କରଣୀୟ ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ଉଦ୍ୟମ ସଫଳ ହେବ। |
Odia Calendar 2022
Comments
comments