OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 11th June 2019

Odia Rashiphala

Odia Rashiphala

ମାନସିକ ସ୍ତରରେ ଅଶାନ୍ତି ଦେଖା ଦେଇପାରେ । ଅଜାତ ଶତ୍ରୁ ହୋଇପାରନ୍ତି । ଭାଇମାନଙ୍କ ଉପର ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ ।
ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ତେଜସ୍ୱୀ ହେବେ ।
ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଜଣେ ଉତ୍ତମ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ହୋଇପାରନ୍ତି ।
ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମଧୁର ଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ ।
ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ସହନଶୀଳ, ଶାନ୍ତପ୍ରିୟ ଓ ଉଦାରବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ସ୍ତ୍ରୀ ବିଳାସୀ ହେବେ । ଶତ୍ରୁ ସୁଖ ଲାଭ କରିପାରନ୍ତି । ବ୍ୟବସାୟରୁ ଲାଭ ମିଳିବ ।
ବନ୍ଧୁମେଳରେ ଆନନ୍ଦ ଅନୁଭବ କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ବିଜୟୀ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବାର ସୂଚନା ମିଳୁଛି ।
ଅଳ୍ପକେ ରକ୍ଷା ପାଇଯିବେ । ଋଣଗ୍ରସ୍ତ ହୋଇପାରନ୍ତି । ଥଣ୍ଡାକଫ ପୀଡ଼ା ଭୋଗ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତପ୍ରିୟ ହେବେ । ମଧୁରଭାଷାରେ ଶତ୍ରୁକୁ ବଶ କରିପାରନ୍ତି । ରାଜଯୋଗ ଅଛି । ଧାର୍ମିକ, ସାହସୀ ଓ ଜ୍ଞାନୀ ହେବେ ।
କାର୍ଯ୍ୟ ସୁରୁଖୁରୁରେ ଚାଲିବ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଯଶସ୍ୱୀ ହେବେ । ଚଞ୍ଚଳ ପ୍ରକୃତିର ହେବେ । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ସନ୍ତାନ ଗୁଣୀ ହେବେ । ସମ୍ପତ୍ତିବାନ୍‌ ହେବା ଆଶାକରାଯାଏ ।
ତୀର୍ଥ ଭ୍ରମଣ ଯୋଗ ଅଛି । କର୍ମ ଚଞ୍ଚଳ ରହିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ ପରିବାର ପ୍ରତି ସ୍ନେହଭାବ ରହିବ ।
ସ୍ୱାସ୍ଥ୍ୟ ଅତୁଟ ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ଧର୍ମାତ୍ମା ପ୍ରବାସ ପ୍ରିୟ, ବିଦ୍ୱାନ୍,ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ ।
ତୀର୍ଥ ଭ୍ରମଣ ଯୋଗ ଅଛି । ଶାରୀରିକ ପୀଡ଼ା ଅନୁଭବ କରିବେ । ସ୍ୱାଭିମାନୀ ହୋଇପାରନ୍ତି । ଜଳଯାତ୍ରା ନ କରିବା ଭଲ । ସହଯୋଗୀ ବ୍ୟବସାୟ ଲାଭଜନକ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ ଓ ଉଚ୍ଚସ୍ଥାନ ଆରୋହଣ କରିବା ନିଷେଧ ।
ଅଭାବରୁ ମୁକ୍ତି ମିଳିବ । ବନ୍ଧୁ ସୁଖ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ବିନା ପରାମର୍ଶରେ କାର୍ଯ୍ୟ କଲେ ସଫଳତା ମିଳିବା ସମ୍ଭବ ନୁହେଁ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments