![]() |
ଧନବାନ ହେବେ । ଅପାରଗୁଣର ଆଧାର ହୋଇପାରନ୍ତି । ଉପାର୍ଜନ ଉଣା ହେବ ନାହିଁ । ଶକ୍ତିବାନ୍ ହୋଇପାରନ୍ତି । ସ୍ୱାସ୍ଥ୍ୟବାନ୍ ହେବେ । ଚିନ୍ତାଧାରା ମହତ ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । |
![]() |
ଆପଣଙ୍କ ଉନ୍ନତି ମୂଳକ କାର୍ଯ୍ୟରେ କେହି ବାଧା ଘଟାଇପାରନ୍ତି । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବହୁବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ମିତ୍ରହୀନ ହୋଇପାରନ୍ତି । ସୁଭାଷୀ ହେବେ । |
![]() |
ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା, କାହିକିଁ ସଫଳତା ନିଶ୍ଚିତ ମିଳିବ । ସର୍ବସୁଖ ମିଳିପାରେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । ପ୍ରସନ୍ନତା ଲାଭ କରିବେ । |
![]() |
ମନରେ ସରସତା ଆସିବ । ଲୋକପ୍ରିୟତା ବୃଦ୍ଧି ହେବ । ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ସର୍ବତ୍ର ଶୁଭ ଆଶା କରାଯାଏ । ସରକାରୀ ଧନ ମିଳିପାରେ । ଗୃହ ପରିବେଶ ସ୍ୱଚ୍ଛ ରହିବ । କୀର୍ତ୍ତିମାନ ହେବେ । ଗୁଣଜ୍ଞ ହେବେ । |
![]() |
ସତ୍ସଙ୍ଗୀ ହୋଇପାରନ୍ତି । ଦେବପୂଜା ନିରତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରୋପକାରୀ ହେବେ । ଶୁଭ ଅନୁଷ୍ଠାନମାନଙ୍କରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । |
![]() |
ସଙ୍ଗୀତ ପ୍ରିୟ ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ସ୍ତରରୁ ଅର୍ଥ ମିଳିପାରେ । ପ୍ରତିଯୋଗିତାରେ ବିଜୟୀ ହେବେ । ସବୁ ଖାଦ୍ୟଦ୍ରବ୍ୟ ଥାଇ ମଧ୍ୟ ଉପବାସର ସମ୍ମୁଖୀନ ହେବେ । |
![]() |
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ବିଳାସ ବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ମିଳିବ । ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିବେ । ପତ୍ନୀଙ୍କ କଥା ମାନି ଚଳିବେ । |
![]() |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଜନ ସମ୍ପର୍କ ଅଧିକତର ହୋଇପାରେ । ଭାଗ୍ୟଶାଳୀ ହେବେ । ରାଜପୂଜିତ ହେବେ । ଯାନବାହାନ ଯୁକ୍ତ ହୋଇପାରନ୍ତି । ଗ୍ରାମାଧୀଶ ହେବା ଆଶା କରାଯାଏ । ବହୁ ପୋଷକ ହେବେ । |
![]() |
କାର୍ଯ୍ୟ ହାସଲ କରିବାରେ ସଜାଗ ହେବେ; ମାତ୍ର ବିଳମ୍ବରେ । ପରାମର୍ଶ ନେଇ କାର୍ଯ୍ୟ କଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ । କାର୍ଯ୍ୟରେ ନଘା ଓ ଏକାଗ୍ରହତା ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବ । ଭାଷା-ଶୈଳୀ ଶ୍ରୁତିମଧୁର ହେବ । |
![]() |
ସଂଯମୀ ହେଲେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ । ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟିତ ହେବେ । ସୁ-ସମାଚାର ପାଇ ପ୍ରଫୁଲ୍ଲିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ରାଜତୁଲ୍ୟ ହେବେ । ଆଧିପତ୍ୟ ବୃଦ୍ଧି ହେବ । |
![]() |
ଆଞ୍ଚଳିକ ସ୍ତରରେ ଯାତ୍ରା ଯୋଗଅଛି । ଶ୍ରମ ସାର୍ଥକ ହୋଇପାରେ । ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ସମ୍ମାନିତ ହେବେ । ପୁଣ୍ୟକାର୍ଯ୍ୟରେ ନିୟୋଜିତ ହେବେ । ବିବାଦରେ ବିଜୟ ଲାଭ କରିବେ । |
![]() |
ଉପୁଜି ଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରନ୍ତି । ଯାନବାହାନ ସୁଖ ମିଳିବ । ନିତ୍ୟାନନ୍ଦ ଭୋଗ କରିବେ । ଦେବପୂଜା ନିମଗ୍ନ ହେବେ । ନାନା ସୁଖର ଅଧିକାରୀ ହୋଇପାରନ୍ତି । ମିତ୍ର ଓ କ୍ଷେତ୍ର ଲାଭ ହୋଇପାରେ । |