![]() |
କାର୍ଯ୍ୟରେ ସଫଳତା ଲାଭ କରବେ । ମନ ପ୍ରସନ୍ନ ରହିବ । ଧର୍ମ ବିଶ୍ୱାସୀ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ମେଳାପୀ ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ସ୍ନେହ ରହିବ । |
ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ । କେତେକ ଘଟଣାରେ ନିରବ ଦ୍ରଷ୍ଟା ହେବେ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ମଧରୁଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିବ । | |
ସୁଖ-ସନ୍ତୋଷର ଭାଗିଦାରୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ରୋଜଗାର ଆଶାନୁରୂପ ହୋଇପାରେ । ସରକାରୀ ଓ ବନ୍ଧୁ ସହାୟତା ମିଳିପାରେ । ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ମିଳିବ । | |
ନିଜ ପ୍ରଭାବର ସଦୁପଯୋଗ କରବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ଘଟିବ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହେବେ । ଧାର୍ମିକ, ସାହସୀ ଓ ଜ୍ଞାନୀ ହେବେ । | |
ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୋଜଗାର ଆଶାନୁରୂପ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ବୃଦ୍ଧି ହେବ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ଅର୍ଥ ଓ ସମ୍ମାନ ମିଳିବ । | |
ବାଧ୍ୟତାର ବଶବର୍ତ୍ତୀ ହେବେ । ପରିଶ୍ରମ କଷ୍ଟକର ହେଲେ ବି ତା’ର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ହେବେ । ବ୍ୟବସାୟରୁ ଲାଭ ମିଳିବ । ଯଶସ୍ୱୀ ହୋଇପାରନ୍ତି । | |
ଆଶାବାଦୀ ହୋଇପାରନ୍ତି । ପରର ଉପକାର କରି ଆତ୍ମସନ୍ତୋଷ ଲାଭ କରବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରବେ । ବିଦ୍ୱାନ ଓ ସାହସୀ ହୋଇପାରନ୍ତି । | |
ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ଧନକ୍ଷୟ ହେବାର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । | |
ଚିନ୍ତାମୁକ୍ତ ହୋଇପାରନ୍ତି । ସୁଖ-ସନ୍ତୋଷ ଲାଭ କରବେ । କୁଳବେଉଷା ଜନିତ ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ସ୍ତ୍ରୀଙ୍କ ଅଧୀନ ହେବେ । | |
ବିଚାରରେ ପକ୍ଷପାତିତା ନ କରି ଆଇନ ସମ୍ମତ ବିଚାର କଲେ ଲୋକାପବାଦରୁ ନିସ୍ତାରି ଯିବେ । ଦୁଃସାହସୀ ହୋଇପାରନ୍ତି । ବଦଖର୍ଚ୍ଚୀ ହେବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବେ । | |
ପଡ଼ୋଶୀଙ୍କ ପାଇଁ ଚିନ୍ତିତି ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୌଭାଗ୍ୟ ଅଛି । ବ୍ୟବସାୟରୁ ପ୍ରଚୁର ଧନଲାଭ କରିପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । | |
ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦ୍ରବ୍ୟନଷ୍ଟ ହୋଇପାରେ । ଭାବ ପ୍ରକୃତିର ହେବେ । ଦାନଶୀଳ ହେବେ । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରବେ । ସୁସ୍ଥ ଓ ନିରାମୟ ରହିବେ । କୃଷିକର୍ମକାରୀ ହୋଇପାରନ୍ତି । ରହିବେ। କୃଷିକର୍ମକାରୀ ହୋଇପାରନ୍ତି । |
Odia Calendar 2019
Comments
comments