OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 9th July 2020

Odia Rashiphala

Odia Rashiphala

ମନ ପ୍ରସନ୍ନ ରହିବ । ଚେଷ୍ଟାରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପଦୋନ୍ନତି ମିଳିବାର ସମ୍ଭାବନା ଅଛି । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବା ଆଶା କରାଯାଏ । ସରକାରୀ ସ୍ତରରୁ ସମ୍ମାନ ମିଳିବ ।
ସୁଖ-ସନ୍ତୋଷ ପାଇବେ । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଶୁଭ ଖବର ପାଇ ଅପାର ଆନନ୍ଦ ଲାଭ କରିପାରନ୍ତି । ଗୁରୁ କୃପା ଲାଭ କରିବେ । ସରକାରୀ ଅର୍ଥ ମିଳିପାରେ । ଗୁଣବାନ୍ ହେବେ ।
ଧନବାନ୍ ହେବେ । ପତ୍ନୀଙ୍କ ମନୋଭାବକୁ ଜାଣି କାର୍ଯ୍ୟ କରିବେ । ମନ୍ତ୍ରଣାଦାତା ହେବେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ । ଭାଗ୍ୟଶାଳୀ ହେବେ ।
ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ବନ୍ଧୁ ମିଳନ ଘଟିପାରେ । ସର୍ବ ସୁଖର ଅଧିକାରୀ ହେବେ । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଦୟା-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସେବାଭାବାପନ୍ନ ହେବେ । ବିବାହ ସମ୍ବନ୍ଧ ସ୍ଥିର ହେବ ।
ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସାଧନାରେ ସିଦ୍ଧିଲାଭ କରିବେ । ଶତ୍ରୁକୁ ପରାଜିତ କରି ଶାନ୍ତି ଅନୁଭବ କରିବେ । ସୁସ୍ଥ ଓ ନିରାମୟ ରହିବେ । ଅତିଥି, ଗୁରୁ ଓ ଦେବପୂଜା ନିରତ ହେବେ ।
ବିଚାର, ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ସନ୍ତାନସନ୍ତତି ଲାଭର ସୂଚନା ମିଳୁଛି । ହଠାତ୍ କିଛି ଅର୍ଥ ମିଳିପାରେ । ଶତ୍ରୁଭାବ ବୃଦ୍ଧି ହେଲେ ବି, କିଛି ଅନିଷ୍ଟ ହେବନାହିଁ । ସନ୍‌ମାର୍ଗୀ ତଥା ଜ୍ଞାନୀ ହେବେ ।
କର୍ମକୁ ଗୁରୁତ୍ୱ ଦେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ମିଳିବ । ରାଜପୂଜିତ ହେବେ । ଗ୍ରାମର ଅଧିପତି ତଥା ପରାକ୍ରମଶାଳୀ ହେବେ । ବହୁଜନ ପୋଷକ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଆଶୀର୍ବାଦ ଲାଭ କରିବେ । ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି ତଥା କାବ୍ୟଶାସ୍ତ୍ରାନୁରକ୍ତ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ ।
କାର୍ଯ୍ୟରେ ସଫଳତା ମିଳିବ । ଆଶାବାଦୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ପରିଶ୍ରମ ଅଧିକ ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଧନବାନ୍ ହେବେ । ଉପାର୍ଜନକାରୀ ହୋଇପାରନ୍ତି । ଦେବପୂଜା ନିରତ ହେବେ । ନିତ୍ୟାନନ୍ଦ ଭୋଗ କରିପାରନ୍ତି ।
କଳେବଳେକୌଶଳେ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ମୂଲ୍ୟବାନ୍ ବସ୍ତୁ ଲାଭ କରିପାରନ୍ତି । ଯୋଜନା କାର୍ଯ୍ୟକାରୀ କରିବାରେ ଖର୍ଚ୍ଚାନ୍ତ ହେବେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments