OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 8th Oct 2020

Odia Rashiphala

Odia Rashiphala

ସମ୍ମାନାସ୍ପଦ ବ୍ୟକ୍ତି ଭାବେ ପରିଗଣିତ ହେବେ । ଅର୍ଥ ସହିତ ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବନ୍ଧୁ ସୁଖ ମିଳିବ । କର୍ମତତ୍ପରତା ପ୍ରକାଶ ପାଇବ । ଶୁଭକାର୍ଯ୍ୟ କରଣୀୟ । ସକଳ ଗୁଣର ଆଧାର ଓ ସୁଖୀ ହେବେ ।
ସମ୍ମାନିତ ହେବେ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ, ଚଞ୍ଚଳମନା ଓ ଅତି ସୁଖୀ ହୋଇପାରନ୍ତି । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ । ଶତ୍ରୁ ବିଜୟୀ ହେବେ ।
ସତ୍‌ପୁତ୍ର ଲାଭ କରିପାରନ୍ତି । ନୀରୋଗୀ ହେବେ । ପଶୁ ଓ ଧନାଦିଯୁକ୍ତ ହୋଇପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହେବେ । କାବ୍ୟକର୍ତ୍ତା ହେବେ ।
ପରଧନରେ ଧନୀ ହେବେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ରସିକତ୍ୱରୁ ବାଚଳତା ଉପୁଜି ପାରେ । କଳ୍ପନା ବିଳାସୀ ହେବେ । ବ୍ୟବସାୟରୁ ଅଧିକ ଲାଭ ପାଇବେ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହେବେ ।
ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ସମୃଦ୍ଧିର ମାର୍ଗ ଉନ୍ମ୍ୟୁକ୍ତ ରହିଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଗୁଣଜ୍ଞ ହୋଇପାରନ୍ତି ।
କର୍ମଚଞ୍ଚଳ ରହିବେ । ବିଭାଗୀୟ ଅର୍ଥ ମିଳିପାରେ । ବହୁବିଧ ଧନର ଅଧିକାରୀ ହେବେ । ଉତ୍ତମ ଗୁଣର ଆଧାର ହୋଇପାରନ୍ତି । ଶତ୍ରୁ ବିନାଶ କରିବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ ।
ସତ୍‌ସଙ୍ଗୀ ହେବେ । ଧନବାନ୍ ହେବେ । ମହିଳାମାନଙ୍କୁ ସହାୟତା ଦେଇ; ତାଙ୍କର ପ୍ରିୟ ପାତ୍ର ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଆନନ୍ଦ ଉତ୍ସବ କରିପାରନ୍ତି । ଶତ୍ରୁଭାବ ବୃଦ୍ଧି ହୋଇପାରେ; ମାତ୍ର ଅନିଷ୍ଟ ହେବ ନାହିଁ ।
ମାନସିକ ଓ ଶାରୀରିକ ସ୍ତରରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ଧନଶାଳୀ ହେବେ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖ ମିଳିବ ।
ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହୋଇପାରେ । ବୁଦ୍ଧି ଚାଳନା କରି କାର୍ଯ୍ୟରେ ସଫଳତା ହାସଲ କରିବେ । ଶାନ୍ତି-ସନ୍ତୋଷ ମିଳିବ । ବିନୀତ ସ୍ୱଭାବର ହେବେ । ନିତ୍ୟାନନ୍ଦ ଭୋଗ କରିପାରନ୍ତି । ଗୁଣୀ ଓ ବିଦ୍ୟାବାନ୍ ହେବେ ।
ପ୍ରତିଶୋଧ ପରାୟଣ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି । ସୁସମ୍ୱାଦ ପାଇ ଖୁସି ହେବେ । ଧର୍ମାସକ୍ତ ଓ ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ସୁଖ ମିଳିବ ।
ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ସନ୍ତାନ, ସନ୍ତତି ଲାଭର ସୂଚନା ମିଳୁଛି । ପରୋପକାରୀ ହେବେ । ବିଦ୍ୱାନ୍ ଓ ଆଦରଣୀୟ ହୋଇପାରନ୍ତି । ହର୍ଷଯୁକ୍ତ ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
ଅଜାତ ଶତ୍ରୁ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବେ । ମନ ଉତ୍ସାହ ପ୍ରଦ ହେବ । ସଦ୍‌ବ୍ୟୟୀ ହେବେ । କୃଷିକ୍ଷେତକୁ ତ୍ୱରାନ୍ୱିତ କରିବେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments